‘ଶାଶୂଘର ଆସିଲା ଦିନ କାନ୍ଦି କାନ୍ଦି ବେହୋସ ହେଇଥିଲି, ତା ପରେ ମୋ ଶଶୁର କହିଲେ ଯେ ତାକୁ…’: Tandra Ray

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରିରେ ଏପରି ଅନେକ କଳାକାର ଅଛନ୍ତି ଯେଉଁ ମାନେ ଅନେକ ଫିଲ୍ମ କରି ଛନ୍ତି ଏବଂ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରି ଛନ୍ତି । ହେଲେ ଏପରି କିଛି କମ ଅଭିନେତା ଅଛନ୍ତି ଯେଉଁ ମାନେ ଲୋକଙ୍କ ମନରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଜି ଆମ ମାନଙ୍କ ଗହଣରେ ନାହାନ୍ତି ଅବଶ୍ୟ ହେଲେ ଆଜି ବି ସେ ଆମ ମନରେ ଅଛନ୍ତି  ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସ୍ଵର୍ଗତ ବିଜୟ ମହାନ୍ତି । ବିଜୟଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଏବଂ ବିଜଯଙ୍କର ଅନେକ ସୁପର ହିଟ ଫିଲ୍ମ ମଧ୍ୟ ଆପଣ ମାନେ ଦେଖି ଥିବେ । 80 ଦଶକରୁ ବିଜୟ ଅନେକ ଓଡିଆ ଚଳଚିତ୍ରରେ କାମ କରି ଛନ୍ତି । ହେଲେ ଗତ କିଛି ବର୍ଷ ପୂର୍ବେ ବିଜୟଙ୍କର ଦେହାନ୍ତ ହୋଇ ଥିଲା ।

ତେବେ ବର୍ତ୍ତମାନ ବିଜୟଙ୍କର ଧର୍ମପତ୍ନୀ ତଥା ଓଡିଆ ଅଭିନେତ୍ରୀ ତନ୍ଦ୍ରା ରାୟ ଗଣମାଧ୍ୟମ ସାମ୍ନାକୁ ଆସି ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ତନ୍ଦ୍ରା ରାୟ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଯେତେବେଳେ ବାହା ହେଇଥିଲି ବହୁତ କାନ୍ଦି ଥିଲି ମୋର କାନ୍ଦ ଜମା ବନ୍ଦ ହେଲାନି । ତା ପରେ ମୋ ଶଶୁର କହିଲେ ସେ ତାର ଘର ପାଖରେ ରହୁ ସେ ତ ଭୁବନେଶ୍ବରରେ ରହିବ ତେଣୁ ସେ ତା ଘର ପାଖରେ ରହୁ । ତାକୁ ନ ଲାଗୁ ସେ ବାହା ହେଇ ଯାଇଛି ତାକୁ କୌଣସି ଦୁଃଖ ନ ହେଉ । ସେମାନେ ବି ଆସି ରୁହନ୍ତି ଛୁଆକୁ ଛାଡି ଯାଉ ଥିଲି ।

ମୋର ବାପଘର ଲୋକ ବହୁତ ସପୋର୍ଟ କରି ଛନ୍ତି ସେମାନେ ରଖୁଥିଲେ ବୋଲି ମୁଁ କରି ପାରୁ ଥିଲି । ସେ ପ୍ରାୟ ସିରିଡି ଯିବା ପାଇଁ ଅଧିକ ଭଲ ପାଉ ଥିଲେ । ତା ପରେ ତା ଆଗ ବର୍ଷ ବି ଯାଇଛି ବାଏ ରୋଡ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *