ନାମାଙ୍କନ ଭରିବାକୁ ଆସିଥିଲେ Pratap Jena ଙ୍କ ପୁଅ Ankit Jena … ହେଲେ କାହିଁକି ଭରିଲେନି ନାମାଙ୍କନ…

ନାମାଙ୍କନ ପାଇଁ ଆସି କାହିଁକି ଫେରିଗଲେ ପ୍ରତାପ ଜେନାଙ୍କ ପୁଅ ! ତେବେ ନାମାଙ୍କନ ଭରିବା ପାଇଁ ରାଲିରେ ପ୍ରତାପ ଜେନା ଓ ତାଙ୍କ ପୁଅ ଅଙ୍କିତ ଜେନା ଆସିଥିଲେ । ବାପାଙ୍କ ସହ ପୁଅ ପୂଜାଅର୍ଚନା କରି ହଜାର ହଜାର ସମର୍ଥକଙ୍କ ସହ ରାଲି କରି ନାମାଙ୍କନ ଭରିବା ପାଇଁ ଆସିଥିଲେ । ନିର୍ବାଚନ ଅଧିକାରୀଙ୍କ ପାଖକୁ ମଧ୍ୟ ଯାଇଥିଲେ । ହେଲେ ହଟାତ ଏଭଳି କଣ ହୋଇଯାଇଥିଲା । ଯେ ନାମାଙ୍କନ ଭରିବା ପାଇଁ ଆସି ପ୍ରତାପ ଜେନା ଓ ତାଙ୍କ ପୁଅ ଅଙ୍କିତ ଜେନା ସେଠାରୁ ଫେରି ଆସିଥିଲେ ।

ହଜାର ହଜାର ସମର୍ଥକ ମଧ୍ୟ ପ୍ରତାପ ଜେନା ଓ ତାଙ୍କ ପୁଅ ଅଙ୍କିତ ଜେନାଙ୍କ ସହ ରହିଥିଲେ । ପୂଜାଅର୍ଚନା କରି ଭଗବାନଙ୍କ ଆଶ୍ରୀବାଦ ନେଇ ପ୍ରତାପ ଜେନା ଓ ଅଙ୍କିତ ଜେନା ଆସିଥିଲେ । ହେଲେ ଏଭଳି ହଟାତ କଣ ଘଟିଯାଇଥିଲା ? ତାପରେ ସେଠାରେ ସେମାନେ ନାମାଙ୍କନ ନଭାରି ସେଠାରୁ ଚାଲି ଆସିଥିଲେ । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିବା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁଅ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ ସତ ।

ସେଠାରେ ନାମାଙ୍କ ନଦାଖଲ କରି ସେଠାରୁ ଫେରି ଆସିଥିଲେ । ତେବେ ଅଙ୍କିତ ଜେନା କାହିଁକି ନାମାଙ୍କନ ଦାଖଲ କରିଲେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କାରଣ ଅସ୍ପଷ୍ଠ ରହିଛି । ତେବେ ଗଣ ମାଧ୍ୟମ ସାମ୍ନାରେ ମଧ୍ୟ ପ୍ରତାପ ଜେନା କି ତାଙ୍କ ପୁଅ ଅଙ୍କିତ ଜେନା ଏ ସମ୍ପର୍କରେ କୌଣସି ମଧ୍ୟ ପ୍ରତିକ୍ରିୟା ରଖିନାହାନ୍ତି । ତେବେ ପ୍ରତାପ ଜେନା ଏବଂ ତାଙ୍କ ପୁଅ ଉଭୟଙ୍କ ମଧ୍ୟରୁ ଜଣେ କେହି ନାମାଙ୍କନ ଦାଖଲ କରିବେ ବୋଲି ଚର୍ଚା ଧରିଛି ।

ତେବେ ନିର୍ବାଚନ ଅଧିକାରୀ କହିଛନ୍ତି । ଯେ ପ୍ରତାପ ଜେନା କି ତାଙ୍କ ପୁଅ ଅଙ୍କିତ ଜେନା କେହି ମଧ୍ୟ ତାଙ୍କ ପାଖକୁ ନାମାଙ୍କନ ଦାଖଲ କରିବାକୁ ଆସି ନାହାନ୍ତି । ହେଲେ ସବୁଠାରୁ ବଡ ପ୍ରଶ୍ନ ହେଉଛି ? ପ୍ରତାପ ଜେନା ଓ ତାଙ୍କ ପୁଅ ଅଙ୍କିତ ଜେନା ଉଭୟ ନିଜର ସମର୍ଥକଙ୍କୁ ନେଇ ରାଲି କରି ନିର୍ନାଚନ କାର୍ଯ୍ୟଳୟକୁ ଆସିଥିଲେ ମଧ୍ୟ ସେଠାରେ ସେମାନେ ନାମାଙ୍କନ ଦାଖଲ ନକରି ସେଠାରୁ ଫେରି ଆସିଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *