ମୁଁ ଯେବେ ଠାରୁ ଓଡ଼ିଆ ଫିଲ୍ମ ଦେଖି ଆସୁଛି, ମୋର ଗୋଟେ ଇଚ୍ଛା ଅଛି ଅନୁଭବ ମହାନ୍ତିଙ୍କ ସହ ଫିଲ୍ମ କରିବାକୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଯେବେ ଠାରୁ ଓଡିଆ ଫିଲ୍ମ ଦେଖି ଆସୁଛି । ସେବେ ଠାରୁ ବହୁତ ବଡ ଇଛା ରହିଛି ଅନୁଭବ ମହାନ୍ତିଙ୍କ ସହ ଫିଲ୍ମ କରିବି । ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଚିହ୍ନା ଚେହେରା କଳାକାର ରହିଛନ୍ତି । ଯାହାଙ୍କ ଅଭିନୀତ ଫିଲ୍ମକୁ ଦେଖିବାକୁ ଆମେ ବହୁତ ପସନ୍ଦ କରୁ । ଦିନକୁ ଦିନ ନୂଆ ନୂଆ କଳାକାର ମାନେ ମଧ୍ୟ ଫିଲ୍ମ ଜଗତକୁ ଆସିଥାନ୍ତି । ଏହା ସହ ନିଜ ଅଭିନୟର ଜାଦୁରେ ସମସ୍ତଙ୍କର ମନୋରଞ୍ଜନ କରିଥାନ୍ତି ।

ସେହିପରି ଓଡିଆ ସିନେମା ସଲାମ ଭୁବନେଶ୍ବର ବହୁ ଶୀଘ୍ର ଆସୁଅଛି । ଯେଉଁଥିରେ ନବଗତା ସୁନ୍ଦରୀ ହିରୋଇନ ଥିବା ଅଭିନେତ୍ରୀ ଜଣଙ୍କ ଗଣ ମାଧ୍ୟମ ସମ୍ମୁଖରେ ଏପରି କିଛି ନିଜସ୍ଵ ମନ୍ତବ୍ୟ ରଖିଛନ୍ତି । ଯେ ମୁଁ ପ୍ରଥମେ ମଡ୍ଲିଙ୍ଗ ଲାଇନ ରୁ ହିଁ ମୋର କ୍ଯାରିଅର ଆରମ୍ଭ କରିଥିଲି । ତାପରେ ମୋତେ ଫିଲ୍ମ କରିବାର ସୁଯୋଗ ମିଳିଥିଲା । ଯେତେବେଳେ ମୋତେ ଫିଲ୍ମ ପାଇଁ ଅଫର ଆସିଥିଲା । ମୁଁ ବିଶ୍ବାସ ମଧ୍ୟ କରିପାରିନଥିଲି । କାରଣ ଅଭିନୟ ଦୁନିଆରେ ମୁଁ ପ୍ରଥମେ ନୂଆ ।

ତାପରେ ବି ଅଭିନୟ ଏତେ ଭଲ ସେ ମୁଁ ଜାଣି ମଧ୍ୟ ନାହିଁ । ତଥାପି ଆମ ଡ଼ିରେକ୍ଟର ସାର ମୋତେ କହିଛନ୍ତି । ତମେ ଓଡିଆ ଫିଲ୍ମ ସବୁ ଦେଖ । ସେଥିରେ ଯେଉଁ ସବୁ କଳାକାର ମାନେ ଅଭିନୟ କରୁଛନ୍ତି । ସେମାନଙ୍କ ଠାରୁ କିଛି ଅଭିନୟ ଶିଖିବାକୁ ଚେଷ୍ଟା କର । ତେବେ ଯେବେ ଠାରୁ ହିଁ ମୁଁ ଓଡିଆ ଫିଲ୍ମ ଦେଖିବା ଆରମ୍ଭ କରିଛି । ମୋତେ ସବୁଠାରୁ ଓଡିଆ ହିରୋ ହିସାବରେ ଅନୁଭବ ମହାନ୍ତି ବହୁତ ହିଁ ଭଲ ଲାଗନ୍ତି ।

ତେଣୁ ଯଦି ମୁଁ ଗୋଟେ ହିରୋଇନ ହେବି । ତେବେ ଆଗାମୀ ସମୟରେ ଅନୁଭବ ମହାନ୍ତିଙ୍କ ଫିଲ୍ମରେ ମୁଁ ହିରୋଇନ ଭୂମିକାରେ ଯେପରି ଆସିବି । ତେବେ ଓଡିଆ ମୁଭି ସଲାମ ଭୁବନେଶ୍ବରର ସୁଟିଙ୍ଗ ବର୍ତ୍ତମାନ ସମୟରେ ଜାରୀ ରହିଛି । ଆଶା କରୁଛି । ଯେତେବେଳେ ସଲାମ ଭୁବନେଶ୍ବର ଫିଲ୍ମ ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିବ ।

ଦର୍ଶକେ ବହୁ ମାତ୍ରାରେ ସଲାମ ବୁବନେଶ୍ବର ଚଳଚିତ୍ରକୁ ଦେଖିବା ସହ ଏହି ଫିଲ୍ମକୁ ବହୁ ମାତ୍ରାରେ ଲୋକପ୍ରିୟତା ଦେବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *