ମିଟୁ ମିଥୁନଙ୍କ ଜବରଦସ୍ତ ଡାଇଲଗ Iଅଲ୍ଲୁ ଅର୍ଜୁନଙ୍କୁ କହିଲେ କୁଞ୍ଚମ କୁଞ୍ଚମ ପୋ, ଏଇଠି ଚନ୍ଦନକାଠ ଥୋ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମିଟୁ ମିଥୁନ କହିଲେ କୁଞ୍ଚମ କୁଞ୍ଚନ ପୋ ଏଇଠି ଚନ୍ଦନ କାଠ ଥୋ ! ତେବେ ସୂଚନା ମୁତାବିକ ସାଉଥ ସୁପରଷ୍ଟାର ଅଲଲୁ ଅର୍ଜୁନ ଅଭିନୀତ ସୁପରହିଟ୍ ମୁଭି ମଧ୍ୟରୁ ପୁଷ୍ପା ଚଳଚିତ୍ର ଅନ୍ୟତମ । ସାଉଥ ମୁଭି ପୁଷ୍ପାକୁ ଅନେକ ଲୋକପ୍ରିୟତା ମିଳିବା ପରେ ଏହାରି ମଧ୍ୟରେ ପୁଷ୍ପା-2 ମଧ୍ୟ ସୁଟିଙ୍ଗ ହେବା ଆରମ୍ଭ ହୋଇ ସାରିଛି । ତେବେ ସୂଚନା ଅନୁଯାଇ ଆମ ଓଡିଶାରେ ମଧ୍ୟ ସାଉଥ ମୁଭି ପୁଷ୍ପା-2 ସୁଟିଙ୍ଗ ହେବା ପାଇଁ ଯାଉଛି ।

ତେବେ ପୁଷ୍ପା-2 ର ଶେଷ ଭାଗ ଉପରେ ଆମ ଓଡିଶାର ମାଲକାନାଗିରିରେ ସୁଟିଙ୍ଗ ହେବାର ବନ୍ଦୋବସ୍ତ କରଯାଇଥିଲା । ଏହାରି ମଧ୍ୟରେ ସାଉଥ ଚଳଚିତ୍ର ପୁଷା-2 ମାଲକାନଗିରିରେ ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଆମ ଓଡିଆ କଳାକାର ମିଟୁ ମିଥୁନ ମଧ୍ୟ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଓଡିଆ କଳାକାର ମିଟୁ ମିଥୁନ ସାଉଥ ସୁପରହିଟ ଚଳଚିତ୍ର ପୁଷ୍ପା-2 ରେ ପୋଲିସ ଭୂମିକାରେ ନଜର ଆସିବେ ।

ତେବେ ଯାହାକୁ ନେଇ ବର୍ତ୍ତମାନ ଓଡିଶା ଦର୍ଶକଙ୍କ ମଧ୍ୟରେ ଚାଲିଛି ଚର୍ଚା । ତେବେ ପୁଷ୍ପା-2 ମୁଭିରେ ଓଡିଆ କଳାକାର ମିଟୁ ମିଥୁନଙ୍କ ଏକ ଜବରଦସ୍ତ ଡାୟଲଗ ମଧ୍ୟ ରହିଛି । ଯାହାକି ହେଉଛି କୁଞ୍ଚମ କୁଞ୍ଚମ ପୋଏଇଠି ଚନ୍ଦନ କାଠ ଥୋ । ତେବେ ଚନ୍ଦନ କାଠକୁ ନେଇ ଆଧାରିତ ଫିଲ୍ମ ପୁଷ୍ପା-2 ରେ ଯେତେବେଳେ ସୁପରଷ୍ଟାର ଅଲଲୁ ଅର୍ଜୁନ ଚନ୍ଦନକାଠ ନେବା ପାଇଁ ଆସିଛନ୍ତି । ସେତେବେଳେ ଓଡିଆ କଳାକାର ମିଟୁ ମିଥୁନ ତାଙ୍କୁ ଧରି ପକାଇଛନ୍ତି ।

ତାପରେ ଏକ ଜବରଦସ୍ତ ଡାୟଲଗ ଅଲଲୁ ଅର୍ଜୁନଙ୍କ ସାମ୍ନାରେ କହୁଛନ୍ତି । ଯାହାକୁ ଶୁଣି ଅଲଲୁ ଅର୍ଜୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତାପରେ ଅଲଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ରହୁଛି । ପୁଷ୍ପା ରାଜ ସାଲା ଝୁକେଙ୍ଗା ନାହିଁ । ହେଲେ ଏହାର ପ୍ରତି ଉତ୍ତର ଡାୟଲଗରେ ମିଟୁ ମିଥୁନ କହୁଛନ୍ତି । ଝୁକେଙ୍ଗା ପୁଷ୍ପା ରାଜ ଜରୁର ଝୁକେଙ୍ଗା ।

କୁଞ୍ଚମ କୁଞ୍ଚମ ପିଓ ଏଇଠି ଚନ୍ଦନ କାଠ ଥୋ । ପୁଷ୍ପା-2 ମୁଭିର ଏଭଳି ଏକ ଡାଇଲଗ ଭାଇରାଲ ହେବା ପରେ ସବୁଆଡେ ଏବେ ଓଡିଆ ଆର୍ଟିସ୍ଟ ମିଟୁ ମିଥୁନଙ୍କୁ ନେଇ ଚର୍ଚା ହେବାରେ ଲାଗି ପଡିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *