“ସତରେ ମୁଁ ଅନୁଭବକୁ ବହୁତ ଭଲପାଏ, କାହିଁକି କେଜାଣି ତାକୁ ଦେଖିଲେ ମୋତେ ଭାରି ବିକଳ ଲାଗେ… “

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତରେ ମୁଁ ଅନୁଭବକୁ ବହୁତ ଭଲ ପାଏ । ଓଡିଶାର ବହୁ ଚର୍ଚିତ ସମସ୍ତଙ୍କର ଭାଇଜାନ ନାମରେ ଯିଏ ଅତି ଜଣାଶୁଣା ସିଏ ହେଉଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ଓଡିଶାର କୋଣ ଅନୁକୋଣରେ ଅନୁଭବ ମହାନ୍ତିଙ୍କର ଫ୍ୟାନ ମାନେ ଭର୍ତ୍ତି ହୋଇ ରହିଛନ୍ତି । ତେବେ ଅଭିନେତ୍ରୀ ନଳିନୀ ଦାସଙ୍କ ମୁହଁରୁ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଏପରି କିଛି ପ୍ରତିକ୍ରିୟା ଗଣମାଧ୍ୟମରୁ ଶୁଣିବାକୁ ମିଳିଛି ।

ଯେଉଁଠାରେ ଅଭିନେତ୍ରୀ ନଳିନୀ ଦାସ କହିଛନ୍ତି । ଯେ ଅନୁଭବ ମହାନ୍ତି ଅଭିନେତା ହିସାବରେ ସେ ମୋର ବହୁତ ପସନ୍ଦ । ହେଲେ ଯଦି ଅନୁଭବଙ୍କର ବ୍ୟକ୍ତିତ୍ବ କଥା ଉପରେ କହିବାକୁ ଜୀବି । ତେବେ ଅନୁଭବ ମହାନ୍ତି ପ୍ରକୃତରେ ଜଣେ ବହୁତ ହିଁ ଭଲ ପିଲାଟିଏ ଅଟନ୍ତି । କାହିଁକି କେଜାଣି ତାଙ୍କୁ ଦେଖିଲେ ମୋତେ ବିକଳ ଲାଗେ । ଯେମିତି କେଉଁ ନା କେଉଁ ଜନ୍ମର ସମ୍ପର୍କ ତାଙ୍କ ସହିତ ମୋର ରହିଥିଲା । ଅନୁଭବ ଓ ବର୍ଷାଙ୍କର ଦାଂପତ୍ଯ ଜୀବନ ବିଷୟରେ ଯଦି କହିବାକୁ ଜୀବି ।

ତେବେ ଅନୁଭବ ବର୍ଷାକୁ ବହୁତ ଅଧିକ ହୃଦୟରୁ ଭଲ ପାଇଥାଏ । ବର୍ଷା ଦେହରେ ଖରା ବାଜିବାକୁ ମଧ୍ୟ ଟିକେ ଦେଇନଥାଏ । ହେଲେ ତାଙ୍କ ମଧ୍ୟରେ ଏପରି କଣ ଘଟିଲା ଯେ । ଯେ ସେ ୨ ଜଣ ଏପରି ଭାବରେ ଅଲଗା ହେବାକୁ ବସିଛନ୍ତି । ନଚେତ ବର୍ଷା ଓ ଅବୁଭାବଙ୍କ ଯୋଡି ମୋତେ ବହୁତ ବଢିଆ ଲାଗେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଫିଲ୍ମ ସୁଟିଙ୍ଗ କାମ ତ କେବେ ବି କରିବାକୁ ସୁଯୋଗ ପାଇନାହିଁ ।

ହେଲେ ବର୍ଷା ମଧ୍ୟ ଭଲ ଝିଅଟି ଅଟେ । କିନ୍ତୁ ଅନୁଭବ  ମହାନ୍ତିଙ୍କ ପରିବାର ସହ ମୋର ପୂର୍ବରୁ ହିଁ ବନ୍ଧୁତା ସମ୍ପର୍କ ରହିଆସିଛି । ଯଦି ସେ ଉଭୟଙ୍କ ମଧ୍ୟରେ ସବୁକିଛି ଉତ୍ତମ ବୁଝାବଣା ହୋଇ ଜାନ୍ତା । ତେବେ ପୂର୍ବ ଭଳି ବର୍ଷ ଅନୁଭବଙ୍କ ଯୋଡି ପୁଣି ଥରେ ହସି ଉଠନ୍ତା । କାରଣ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ଏକାଠି ହୋଇ ରହିଲେ ।

ହିଁ ବହୁତ ସୁନ୍ଦର ଦେଖାଯାଏ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *