ଓଡ଼ିଶା କ୍ରିକେଟର ଶୁଭ୍ରାଂଶୁଙ୍କ ଉପରେ ରାଗିଗଲେ MS Dhoni, ରିଙ୍କୁ ସିଂଙ୍କ କ୍ୟାଚ ଗଳେଇବାରୁ ଦେଲେ ଏମିତି ଗାଳି…

ନମସ୍କାର ବନ୍ଧୁଗଣ, ଆଇପିଏଲ ମ୍ୟାଚର ସମସ୍ତ ଦର୍ଶକ ମଜା ଉଠାଉ ଥିବା ବେଳେ । କ୍ରିକେଟର ମାନଙ୍କ ଉପରେ ଖୁବ ଆସା ଭରସା ଲଗାଇ ବସୁଛନ୍ତି ଦର୍ଶକ । ତ୍ତେନୁ ସବୁ ଦଳର ଅଧିନାୟକ ମାନଙ୍କ ଦାୟିତ୍ଵ ହେଉଛି ଦଳକୁ ସୂଚାରୁ ରୂପରେ ତୁଲାଇ ଜିତାଇବା ପାଇଁ । ଠିକ ଏହି ସମୟରେ ଓଡିଆ ପୁଅ ଶୁଭ୍ରାଂଶୁ କରିବସିଲେ ଏକ ବଡ ଭୁଲ ଯାହାଦ୍ଵାରା ଅଧିନାୟକ ଧୋନି ରାଗିଗଲେ ଶୁଭ୍ରାଂଶୁଙ୍କ ଉପରେ ଯାହା ଏବେ ଖୁବ ଚର୍ଚ୍ଚା ଧରିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା ।

ମହେନ୍ଦ୍ର ସିଂ ଧୋନି ରାଗିଯିବା ପରେ ପଡିଆ ମଝିରେ ଓଡିଆ ଖେଳାଳିଙ୍କୁ ଗାଳି ଦେଲେ । କହିଲେ କ୍ୟାଚ ଗଳଉଛ କାହିଁକି ଖେଳିବାକୁ ଆସିଛ । ଧୋନି ଏବେ କୁଲ କ୍ୟାପଟେନ ରୁ ଆଙ୍ଗର କ୍ୟାପଟେନ ପାଲଟି ଯାଇଛନ୍ତି । ପଡିଆ ମଝିରେ ଖରାପ ଖେଳିଲେ ସିଧା ଗାଳି ଦେଉଛନ୍ତି ଖେଳାଳି ମାନଙ୍କୁ ।

ଭଲ ଖେଳିବାର ଅଛି ଯଦି ଖେଳ ନହେଲେ ପଡିଆ ବାହାରକୁ ପଳାଇ ବୋଲି ଖେଳାଳି ମାନଙ୍କୁ କହୁଛନ୍ତି । ଆଉ ଏହିସବୁ କଥା ଏବେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଶୁଣିବା ପାଇଁ ମିଳିଛି । ଶୁଭ୍ରାଂଶୁଙ୍କ ହାତରୁ କ୍ୟାଚ ଗଳିବା ପରେ ଧୋନି ତାଙ୍କୁ ଗାଳି ଦେଇଥିଲେ । କ୍ୟାଚ ଗଳଉଚ କାହିଁକି ଖେଳିବାକୁ ଆସୁଛ ଏଭଳି କହିଥିବାର କଥା ଏବେ ବହୁତ ଚର୍ଚ୍ଚା ହେଉଛି ।

ମ୍ଯାଚ ଥିଲା କୋଲକାତା ଏବଂ ଚେନ୍ନାଇ ମଧ୍ୟରେ । ଆଉ ଏଭଳି କିଛି ଶେଷ ଓଭରରେ ହିଁ ଘଟିଥିଲା । ଶେଷ ଓଭରରେ ଚେନ୍ନାଇର ମହେଶ ବୋଲିଂ କରିବା ପାଇଁ ଆସିଥିଲେ । ଏବଂ ବ୍ୟାଟିଂ କରୁଥିଲେ ରିଙ୍କୁ ସିଂ । ରିଙ୍କୁ ଏକ ବଲକୁ ବୁଲାଇ ମାରିଥିଲେ କିନ୍ତୁ ଫିଲଡିଙ୍ଗରେ ଥିବା ଶୁଭ୍ରାଂଶୁ ଏହି କ୍ୟାଚକୁ ଗଳାଇ ଦେଇଥିଲେ ।

ଏହି କଥାକୁ ନେଇ ଧୋନି ଖୁବ ରାଗି ଯାଇଥିଲେ ଏବଂ ପଡିଆ ମଝିରେ ଶୁଭ୍ରାଂଶୁଙ୍କୁ ଗାଳି କରିଥିବାର ଏବେ ଚର୍ଚ୍ଚା ହେଉଛି । ଧୋନି ଏହା ମଧ୍ୟ କହିଛନ୍ତି କି ଯଦି ତୁମେ ଏଭଳି କରିବା ତେବେ ଆଉ କାହାକୁ ଅଧିନାୟକ କର ମୁଁ ଆଉ ଅଧିନାୟକ ହେବି ନାହିଁ । ଏହିସବୁ କଥା ଏବେ ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *