”ଆରେ ଏ ଧନ ଯାହା ସହ ତମେ ଖାଉଥିଲ ମକା ତାକୁ ଦେଇ ଦେଲ ଧୋକା” Gargi Jena Viral Girl

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନ ଯାହା ସହ ତମେ ଖାଉଥିଲ ମକା ! ତାକୁ ଆଜି ଦେଇଦେଲ ଧୋକା ! ଏପରି ସୁନ୍ଦର ସୁନ୍ଦର ତଥା ମଜାଳିଆ ଡାଇଲଗ ପାଇଁ ବହୁ ଫେମସ ଭାଇରାଲ ଗାର୍ଲ ହେଉଛନ୍ତି ଗାର୍ଗୀ ଜେନା । ଜିଏକି ବର୍ତ୍ତମାନ ସମୟରେ ଯୁଟୁବ, ମୋଜ, ଇଂଷ୍ଟା ଓ ଫେସବୁକ୍ ଭଳି ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ତେବେ ଗାର୍ଗୀ ଦେଖିବାକୁ ଯେତେ କ୍ୟୁଟି ତାଙ୍କର କଥା ଗୁଡିକ ମଧ୍ୟ ସେହିପରି ବହୁତ ମିଠା ମିଠା ।

ଗାର୍ଗୀଙ୍କ କହିବା ଅନୁଯାଇ ମୁଁ ତ ଏବେ ଦଶମ ଶ୍ରେଣୀରେ ପାଠ ପଢୁଛି । ଯେତେବେଳେ ଦଶମ ପଢୀ ସାରିଲା ପରେ କଲେଜ ଜୀବି । ସେତେବେଳେ ବହୁତ ପିଲା ମୋ ପଛରେ ପଡିବେ । ମୋତେ ଯେତେ ଲୋକ ଭଲ ପାଇବା ଦେବେ । ମୁଁ ବି ମଧ୍ୟ ତାଙ୍କୁ ସେହିଭଳି ଭଲ ପାଇବା ଦେବୀ । ଏହା ସହିତ ତାଙ୍କ ସହ ଭଲ ବନ୍ଧୁତା କରିବି । ତା’ ଛଡା ମୋତେ ଆଗକୁ ଯାଇକି ଗୋଟେ ବଡ କଳାକାରଟିଏ ମଧ୍ୟ ହେବାର ଅଛି ।

ତେଣୁ ମୁଁ ସେଥିପ୍ରତି ମଧ୍ୟ ସବୁବେଳେ ଅଧିକ ଧ୍ୟାନ ଦେବୀ । ମୁଁ ବର୍ତ୍ତମାନ ଏବେ ଡାନ୍ସ ସ୍କୁଲରେ ଡାନ୍ସ ମଧ୍ୟ ଶିଖୁଛି । କାରଣ ମୋର ନାଚ କରିବାକୁ ବହୁତ ହିଁ ଭଲ ଲାଗିଥାଏ । ଯେଉଁଠାରେ ଗୀତ ବାଜିଥାଏ । ଗୀତର ତାଳେ ତାଳେ ମୁଁ ନାଚିବା ମଧ୍ୟ ଆରମ୍ଭ କରିଦିଏ । ଏହା ସହ ମୁଁ ଯୂଟ୍ଯୂବରେ ମଧ୍ୟ କାମ କରୁଛି । ଲୋକ ମାନେ ମୋର ଡାଇଲଗ ଓ ଡନ୍ସ ଦେଖିକି ମୋତେ ବହୁତ ଲୋକପ୍ରିୟତା ଦେଉଛନ୍ତି ।

ଏହା ସହ ମୋତେ ଅଧିକରୁ ଅଧିକ ଭାଇରାଲ ମଧ୍ୟ କରିଛନ୍ତୁ । ତେବେ ଏହାରି ମଧ୍ୟରେ ଆମେ ମଧ୍ୟ କହି ରଖିବା ପାଇଁ ଚାହିଁବୁ । କି ଯେ ବହୁ ପ୍ରତିଭାର ଅଧିକାରିଣୀ ଗାର୍ଗୀଙ୍କର ଏହିପରି ଭାବରେ କଳାକାର ଜୀବନ ଜାରୀ ରହିଥାଉ । ଏହା ସହ ସେ ନିଜର କଳା ମାଧ୍ୟମରେ ଲୋକଙ୍କର ମନୋରଞ୍ଜନ କରାଉଥାନ୍ତୁ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ କୁନି କଳାକାର ଗାର୍ଗୀ ଜେନାଙ୍କର ଅଭିନୟ ଓ ଡାନ୍ସ  ଆପଣ ମାନଙ୍କୁ କିପରି ଲାଗିଥାଏ ? ଆମକୁ ନିଜର ମତାମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *