ମୋ ଚକୁଳି ପିଠା ଭିଡିଓ ପକେଇ ବହୁତ ୟୁଟ୍ୟୁବର ୧୦ଲକ୍ଷ ଭିୟୁଜ୍‌ କମେଇଛନ୍ତି, ମୋ ପ୍ରଶ୍ନରେ କିଛି ଭୁଲ ନଥିଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ଚକୁଳି ପିଠା ଭିଡିଓରେ ଯୂଟ୍ଯୂବର ମାନେ ଲକ୍ଷ ଲକ୍ଷ ଭିୟୁଜ କମଉଛନ୍ତି । ତେବେ ଓଡିଶାର ବହୁ ଚର୍ଚିତ ସୁପରଷ୍ଟାର ଜ୍ଯୋତି ରଞ୍ଜନ ନାୟକଙ୍କର ମୁହଁରୁ ଗଣ ମାଧ୍ୟମ ସାମ୍ନାରେ କିଛି ଏପରି ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ତେବେ ନିଜର ଅଭିନୟ ତଥା ଡାନ୍ସ ପାଇଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଜ୍ଯୋତି ରଞ୍ଜନ ନାୟକ ଜଣେ ସଫଳ ନାୟକ ଅଟନ୍ତି । ତେବେ ନିଜର ଫିଲ୍ମ କ୍ଯାରିଅର ସହିତ ସେ ରିୟାଲିଟି ସୋ’ ରେ ମଧ୍ୟ ଜଜ୍ ସିଟ୍ ରେ ମଧ୍ୟ ବସି ଜଜ୍ମେଣ୍ଟ କରନ୍ତି ।

ତେବେ ସେପରି ଏକ ଓଡିଆ ରିୟାଲିଟି ସୋ’ ରେ ଅଭିନେତା ଜ୍ଯୋତି ରଞ୍ଜନ ଚକୁଳି ପିଠାକୁ ନେଇ ଏଭଳି କିଛି ପ୍ରଶ୍ନ ପଚାରି ଦେଇଥିଲେ । ଯେଉଁଥି ପାଇଁ ଅଭିନେତା ଜ୍ଯୋତି ରଞ୍ଜନ ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକଙ୍କର ଟ୍ରୋଲର ଶିକାର ହୋଇଛନ୍ତି । ତେବେ ରଜ କୁଇନ ଭଳି ରିୟାଲିଟି ସୋ’ ରେ ଅଡିସନ ଦେବାକୁ ଆସିଥିବା ଜଣେ ଝିଅକୁ ଚକୁଳି ପିଠାରେ କେତେଟା କଣା ବୋଲି ପଚାରି ଦେଇଥିଲେ ।

ହେଲେ ସେହି ପ୍ରଶ୍ନକୁ ନେଇ ସୋସିଆଲ ମିଡିଆରେ ଅଭିନେତା ଜ୍ଯୋତି ରଞ୍ଜନ ବହୁ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ । ହେଲେ ବର୍ତ୍ତମାନ ଅଭିନେତା ଜ୍ଯୋତି ଗଣ ମାଧ୍ୟମ ସାମ୍ନାରେ ସ୍ପଷ୍ଠ ଭାବରେ ସେହି ଟ୍ରୋଲ ପ୍ରଶ୍ନକୁ ନେଇ ନିଜର ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି । ଯେ ମୋ ଚକୁଳି ପ୍ରଶ୍ନ ଟି କିଛି ଭୁଲ ନଥିଲା । କାରଣ ସେହି ପ୍ରଶ୍ନର ଉତ୍ତର ମଧ୍ୟ ଗୋଟିଏ ବହିରେ ଅଛି । ହେଲେ ରିୟାଲିଟି ସୋ’ ରେ ମୁଁ ଯେଉଁ ଚକୁଳିକୁ ନେଇ ପ୍ରଶ୍ନ ପଚାରି ଦେଇଥିଲି । ମୁଁ ଏମିତି ସାଧାରଣ ଭାବେ ପ୍ରଶ୍ନଟି ପଚାରି ଦେଇଥିଲି ।

ହେଲେ ଏପରି ପ୍ରଶ୍ନ ପଚାରିବା ପଛରେ ମୋର କୌଣସି ମଧ୍ୟ ଖରାପ ଉଦ୍ଧେଶ୍ୟ ନଥିଲା । ହେଲେ କିଛି ଲୋକମାନେ ସେହି କଥାକୁ ନେଇ ବହୁ ମାତ୍ରାରେ ଖରାପ ଅର୍ଥରେ ନେଇଗଲେ । ଏହା ସହ ଅନେକ ଯୂଟ୍ଯୂବର ମାନେ ମଧ୍ୟ ସେହି କଥାକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଲେ ।

ହେଲେ ଅଭିନେତା ଜ୍ଯୋତି ରଞ୍ଜନଙ୍କ କହିବା ଅନୁଯାଇ ଯଦି ସେହି କଥାକୁ ନେଇ ଲୋକେ ମୋତେ ଟ୍ରୋଲ କରି ନିଜେ ଖୁସି ପାଉଛନ୍ତି । ସେଥିରେ ମୋର କିଛି ମଧ୍ୟ ଭାବିବାର ନାହିଁ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *