‘ମୋର ସୁଇଟ ସୁଇଟ କଥାକୁ ସମସ୍ତେ ଭଲ ପାଉଛନ୍ତି ଆଉ ମୋ ଭିଡିଓକୁ ଭାଇରଲ କରୁଛନ୍ତି…ହେଲେ ସେମାନେ…’ Gargi Jena Viral Girl

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋର ସୁଇଟ୍ ସୁଇଟ୍ କଥାକୁ ସମସ୍ତେ ଭଲ ପାଆନ୍ତି । ତେବେ ସୋସିଆଲ ମିଡିଆରେ ନିଜର ପ୍ରତିଭା ପାଇଁ  ବହୁ ଚର୍ଚିତ ଭାଇରାଲ ଗାର୍ଲ ହେଉଛନ୍ତି ଗାର୍ଗୀ ଜେନା । ତେବେ ଉଚତାରେ ହୁଏତ ଛୋଟ ହୋଇପାରନ୍ତି । ହେଲେ ନିଜ ଭିତରେ ଥିବା କଳାକାର ପ୍ରତିଭା ପାଇଁ ଗାର୍ଗୀ ଏବେ ସମସ୍ତଙ୍କ ମନରେ ଉଚ ସ୍ଥାନରେ ରହିପାରିଛନ୍ତି । ତେବେ ଗାର୍ଗୀ ଜେନାଙ୍କ ମୁହଁରୁ ନିଜ ବିଷୟରେ ଗଣ ମାଧ୍ୟମ ସାମ୍ନାରେ ରଖିଥିବା ମତକୁ ନେଇ ଚାଲନ୍ତୁ ଆଲୋଚନା କରିନେବା ।

ତେବେ ଗାର୍ଗୀ ଜେନା ଗଣ ମାଧ୍ୟମରେ ଏପରି କିଛି କହିଥିଲେ । ଯେ ମୋର କଥାକୁ ବହୁତ ଲୋକ ଭଲ ପାଆନ୍ତି । ମୁଁ ଏବେ ଏବେ ଭିଡିଓ କରିବା ଯଦିଓ ଆରମ୍ଭ କରିଛି । ହେଲେ ଲୋକଙ୍କର ଭଲ ପାଇବା ପାଇଁ ମୁଁ ବହୁତ ଶିଘ୍ର ଭାଇରାଲ ହୋଇପାରିଛି । ତେଣୁ ମୁଁ ଯୂଟ୍ଯୂବ, ଇଂଷ୍ଟାଗ୍ରାମ ଓ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାନଙ୍କରେ ବହୁତ ଭାଇରାଲ ଗାର୍ଲ ପାଲଟି ଯାଇଛି । ମୋର ବୟସ ୧୪ ବର୍ଷ ଓ ମୁଁ ଦଶମ ଶ୍ରେଣୀରେ ପାଠ ପଢେ ।

ଆଗକୁ ଯାଇ ମୁଁ ଭବିଷ୍ୟତରେ ଜଣେ ଆଟିଷ୍ଟ ହେବାର ଇଛା ରଖିଛି । ଲୋକ ମାନଙ୍କର ଏହିଭଳି ସବୁବେଳେ ଯଦି ମୋ ପ୍ରତି ଏହିପରି ଭଲ ପାଇବା ରୁହେ । ମୁଁ ନିହାତି ଭାବେ ଆଗକୁ ଯାଇ ଭଲ କଳାକାରଟିଏ ହେଇ ପାରିବି । ତେବେ ଗାର୍ଗୀ ନିଜର ଆକଟିଂ ଓ ବିଶେଷ କରି ନିଜର ମୁହଁରେ କହୁଥିବା ସୁନ୍ଦର ତଥା ମଜାଳିଆ ଡାଇଲଗ ପାଇଁ ବହୁତ ଚର୍ଚାରେ ରହିଛନ୍ତି ।

ଏହା ସହ ନିକଟରେ ରଜ କୁଇନ ଭଳି ଏକ ରିୟାଲିଟି ସୋ’ କୁ ଯାଇ ମଧ୍ୟ ସେଠାରେ ସବୁ ଜଜ୍ ଙ୍କର ମନକୁ ଜିଣି ଅଡିସନରେ ସିଲେକ୍ଟ ହୋଇପାରିଛନ୍ତି । ତେବେ ଆମେ ମଧ୍ୟ ଆଶା କରିବୁ । କି ଗାର୍ଗୀ ଏହିପରି ଭାବରେ ନିଜର ଡାଇଲଗ, ଡାନ୍ସ ଓ ସୁନ୍ଦର ଅଭିନୟ ଦ୍ଵାରା ସମସ୍ତଙ୍କର ଏହିପରି ଭାବେ ମନୋରଞ୍ଜନ କରାନ୍ତୁ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ। ଏହା ସହ ଭାଇରାଲ ଗାର୍ଲ କ୍ୟୁଟି ଗାର୍ଗୀ ଜେନାଙ୍କ ସୁଇଟ୍ ସୁଇଟ୍ କଥା ଆପଣଙ୍କୁ କିପରି ଲାଗେ ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *