‘ଦିନଥିଲା ପାଣିରେ ବିସ୍କୁଟ ବୁଡ଼େଇ ଖାଇ ଦିନ କାଟିଛି…ହେଲେ ଆଜି….’: Odia Toka Muna and Chitralekha

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରେମିଯୁଗଳ ତଥା ସେଲିବ୍ରେଟି କପଲଙ୍କୁ ଦେଖି ଥିବେ । ସାଧାରଣତଃ ସମସ୍ତ ସେଲିବ୍ରେଟି କପଲ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରାଇ ଫେମସ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କପଲଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଆଜି ଫେମସ ହୋଇ ପାରି ଛନ୍ତି ।

ବନ୍ଧୁଗଣ ଏହି କପଲ ଦୁଇଜଣ ଆଉ କେହି ନୁହେଁ ଏ ହେଉଛନ୍ତି ଓଡିଆ ଟୋକା ମୁନା ଏବଂ ଚିତ୍ରଲେଖା । ଆପଣ ମାନେ ଏ ଦୁଇଟି କପଲଙ୍କୁ ନିଶ୍ଚୟ ଜାଣି ଥିବେ । ଓଡିଶାରେ ଉଭୟଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ଆଉ ଉଭୟ ନିଜ ଲଭ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ଉଭୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଭିଡିଓରେ ଉଭୟ ଓଡିଆ ଟୋକା ମୁନା ଏବଂ ଚିତ୍ରଲେଖା ନିଜ ଲଭ ଲାଇଫ ବିଷୟରେ କହିଛନ୍ତି । ଏହା ସହ ସେ ଅନେକ ମଜାଦାର କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଆଗରୁ କେବେ ଜାଣି ନଥିବେ । ଏହି ସାକ୍ଷାତ୍କାରରେ ଚିତ୍ରଲେଖା ମୁନାଙ୍କୁ କହୁଛନ୍ତି, ଧନ ତମେ ଏଥର ସବୁ ଦିନ ମଦ ପିକି ଆସିବ । ଏହା ଶୁଣିବା ପରେ ମୁନା କହୁ ଛନ୍ତି, ଆରେ ସମସ୍ତେ ତ କୁହନ୍ତି ମଦ ନ ପିକି ଆସିବା ପାଇଁ ତୁ କଣ କହୁଛୁ ମଦ ପିକି ଆସିବା ପାଇଁ ।

ଏହା ପରେ ଚିତ୍ରଲେଖା କହୁଛନ୍ତି, ଆରେ ଜାଣିନ ମଦ ପିକି ଆସିଲେ ମୋର ବହୁତ ଫାଇଦା ଅଛି କାରଣ ଯେତେବେଳେ ତମେ ମଦ ପିକି ଆସିଥିଲ ସେତେବେଳେ ମୋର ଗୋଡ ଘଷି ଦେଇ ଥିଲ । ଲୁଗା ସଫା କରି ଦେଇଥିଲ ବାସନ ମାଜି ଦେଇ ଥିଲ ସବୁ କରି ଥିଲ । ମାନେ ମୁଁ ଯେତେବେଳେ ଘରେ ମାଙ୍କୁ କହିବି ମାଆ କହିବେ ତୁ ଏଇ କାମ କରି ଦେଇ ଯାଅ । ମୁଁ ସେଇଠୁ ତରବାରିଆ ହେଇ ନିଜେ ଖାଇ ନଥିବି ।

ଏ ପୁଣି ମୋତେ ବସ ଉଠ କରେଇବେ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓଡିଆ ଟୋକା ମୁନା ଏବଂ ଚିତ୍ରଲେଖା ନିଜର ସାକ୍ଷାତ୍କାର ଦେଇ ଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *