‘ଛାତିରେ ଦୁଃଖ ନାହିଁ ମୋ ଝିଅକୁ ସୁନା ମୁଣ୍ଡା ଭଳି ଜୀବନ ସାଥୀଟେ ମିଳିଲା…’ : Ajit Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ଝିଅକୁ ମିଳିଲା ସୁନାମୁଣ୍ଡା ଭଳି ଜୀବନସାଥି ! ନିକଟରେ ଓଡିଶାର ବହୁ ଚର୍ଚିତ ଖଳନାୟକ ଅସିତ ପତିଙ୍କ ବଡ ଝିଅର ରିଙ୍ଗ ସେରିମୋନି ପ୍ରୋଗ୍ରାମ ଅନୁଷ୍ଟିତ ହୋଇଛି । ଅସିତ ପତିଙ୍କ ବଡ ଝିଅଙ୍କର ରିଙ୍ଗ ସେରୋମୋନି ପୃଗ୍ରାମ ବହୁ ଧୂମଧାମର ଆୟୋଜନ କରାଯାଇଛି । ଯେଉଁଥିରେ ତାଙ୍କ ପରିବାର ଓ ବନ୍ଧୁପରିଜନ ବହୁ ସଂଖ୍ୟାରେ ଉପସ୍ଥିତ ରହି ମାହୋଲକୁ ରଙ୍ଗାରଙ୍ଗ କରିଛନ୍ତି ।

ତେବେ ଏପରି ଏକ ଉତ୍ସବରେ ଅସିତ ପତି ଓ ତାଙ୍କ ଝିଅ ଓ ଜ୍ଵାଇଁଙ୍କର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଯେଉଁଠାରେ କି କଳାକାର ଅସିତ ପତି ନିଜ ଜ୍ଵାଇଁଙ୍କୁ ନେଇ କିଛି ଏପରି ମନ୍ତବ୍ୟ ଦେଇଛନ୍ତି । ମୋ ଝିଅକୁ ସୁନାମୁଣ୍ଡା ଭଳି ଜୀବନସାଥିଟିଏ ମିଳିଛି । ଏଣୁ ମୋର ଆଉ ଝିଅ ପାଇଁ ଚିନ୍ତା ନାହିଁ । ଏହି ବାହାଘରରେ ଆମେ ସମସ୍ତେ ହିଁ ଖୁସି ଅଛୁ । ଅପର ପକ୍ଷରେ କଳାକାର ଅସିତ ପତିଙ୍କ ଜ୍ଵାଇଁ କହିଛନ୍ତି । ଯେ ମୋତେ ବହୁତ ହିଁ ଖୁସି ଲାଗୁଛି ।

ମୋର ଏତେ ଦିନର ବହୁତ ଭଲ ଗୋଟିଏ ସ୍ଵପ୍ନ ସତରେ ଆଜି ପୁରା ହେବା ପାଇଁ ଯାଉଛି । କଳାକାର ଅସିତ ପତିଙ୍କ ଝିଅ ମଧ୍ୟ ଏପରି କିଛି ପ୍ରତିକ୍ରିୟା ନିଜର ବିବାହକୁ ନେଇ ରଖିଛନ୍ତି । ମୁଁ ଅନ୍ୟ ସମୟରେ ଏତେ ସଜବାଜ ହେବା ପାଇଁ ପସନ୍ଦ କରେନାହିଁ । ହେଲେ ମ୍ମୋ ବାହାଘର ପାଇଁ ମୁଁ ବହୁତ ହିଁ ଏକ୍ସସାଇଟେଡ ଅଛି । ତେଣୁ ବାହାଘର ପାଇଁ ମୁଁ ଭଲ ଭାବରେ ମେକପ ନେଇଛି ।

ତେବେ ବହୁ ସମୟ ଧରି ଓଡିଆ ଇଣ୍ଡଷ୍ଟ୍ରିରେ ଖଳ ଚରିତ୍ରରେ ନିଜର ନିଖୁଣତା ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ହେଉଛନ୍ତି ଅସିତ ପତି । ତେବେ ତାଙ୍କର ୩ ଝିଅ ମଧ୍ୟରୁ ବଡ ଝିଅଟିର ବାହାଘରର ରିଙ୍ଗ ସେରିମୋନି ଗତକାଲି କରଯାଇଥିଲା । ତେବେ ରିଙ୍ଗ ସେରିମୋନିର ଫୋଟ ବର୍ତ୍ତମାନ ସମୟରେ ବହୁ ଭାଇରାଲ ହେବାରେ ଲାଗିଛି ।

ବହୁ ଲୋକ ଏହି ବିବାହ ପାଇଁ ଆଗୁଆ ନିଜର ଶୁଭେଚ୍ଛା ଓ ଶୁଭକାମନା କମେଣ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ଜଣାଉଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *