ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ମାମଲାରେ ପୋଲିସ ହାତକୁ ଲାଗିଛି ଶୁଭଲକ୍ଷ୍ମୀର ଫୋନ, ଫୋନ ରେ ରହିଛି ଅନ୍ତରଙ୍ଗ ଭିଡିଓ !

ନମସ୍କାର ବନ୍ଧୁଗଣ । ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା କି ନେଇ ଆସିଛି ବଡ ଧାରଣ ଖବର । ଏହି ଖବର ରୁ ଜଣାପଡିଯିବ କି ମୃତ୍ୟୁ ପଛରେ କଣ ରହିଛି କାରଣ । ତେବେ ପୋଲିସର ହାତକୁ ଲାଗିଛି ଶୁଭଲକ୍ଷ୍ମୀଙ୍କ ଫୋନ ଯେଉଁଥିରେ ଦେଖିବାକୁ ମିଳିଥିଲା ଶୁଭଲକ୍ଷ୍ମୀ ଅନ୍ୟ ପୁରୁଷ ସଙ୍ଗେ ବିତାଇଥିବା ଅନ୍ତର୍ରଙ୍ଗ ଦୃଶ୍ୟ

। ତେବେ ଏହାକୁ ନେଇ ପୋଲିସ ଅନୁମାନ କରୁଛି କି ଏଇଥି ପାଇଁ ହୋଇପାରେ ମୃତ୍ୟୁ । ମାତ୍ର ଶୁଭଲକ୍ଷ୍ମୀଙ୍କ ସହିତ ଭିଡିଓ ରେ କିଏ ଅଛନ୍ତି ତାହା ଏବେ ଯାଏ ଲୋକଲୋଚନ କୁ ଆଣି ନାହିଁ ପୋଲିସ କିନ୍ତୁ ପୋଲିସ ଫୋନ ଟି ପାଇବା ପରେ ତଦନ୍ତ କରିବା ବଢେଇ ଦେଇଛି । ଫୋନ ଭିତରେ ରହିଥିବା ତଥ୍ୟକୁ ଗୋଟି ଗୋଟି କରି ସନ୍ଧାନ କରୁଛି । ତେବେ ଶୁଭଲକ୍ଷ୍ମୀଙ୍କ ଫୋନରୁ କେତେକ ମେସେଜ ଗୁଡାକୁ ଡ଼ିଲିଟ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି କୁ ମେସେଜ ଗୁଡାକୁ କିଏ ଡ଼ିଲିଟ କରିଛି ଶୁଭଲକ୍ଷ୍ମୀ ବା ଆଉ କିଏ ତାହାକୁ ଦେଖିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଇନଷ୍ଟା ଆଇଡି ପବ୍ଲିକ ଥିଲା କିନ୍ତୁ ମୃତ୍ୟୁ ପରେ ତାହା ପ୍ରାଇଭେଟ କିପରି ହେଲା । ତା ମାନେ କିଏ ଜଣେ ଶୁଭଲକ୍ଷ୍ମୀର ଇନଷ୍ଟା କୁ ଚଳାଇଛି । ଏଭଳି ପ୍ରଶ୍ନ ମୁଣ୍ଡ ଟେକୁ ଥିବା ବେଳେ ପୋଲିସ ଫୋନ ଜରିଆ ପ୍ରକୃତ ରହସ୍ୟକୁ ଜାଣିବାର ଚେଷ୍ଟା କରୁଛି ।

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ କୁ ନେଇକି ପୁରୁଣା ପ୍ରେମିକ ସଞ୍ଜୟ ,ଅନିଲ ଓ ଅଙ୍କଲକୁ ସନ୍ଦେହ କରାଯାଉଥିଲେ । ତେଵେ ସେମାନେ ମିଡିଆ ସାମ୍ନାରେ ଆସି  ନିଜର ପ୍ରତିକ୍ରିୟା ରଖି ନିଜର କୋଣସି ଦୋଷ ନାହିଁ ବୋଲି କହୁଛନ୍ତି । ତିନିଜଣ ସନ୍ଦେହକାରୀ ଶୁଭଲକ୍ଷ୍ମୀର ହିଁ  ଭୁଲ ବୋଲି  ଦର୍ଶାଉଥିବା ବେଳେ ପୋଲିସ ହାତକୁ ଲାଗିଛି ଶୁଭଲକ୍ଷ୍ମୀଙ୍କ ଫୋନ ଯାହାକୁ କୁ ନେଇ ତନତନ ଜାର୍ଚ କରୁଛି ପୋଲିସ ।

ଫୋନ ରେ ଭିତରେ ଥିବା ତଥ୍ୟ ସବୁ ଯଦି ସାମ୍ନାକୁ ଆସେ ତେବେ ଏହାର ପଛରେ ଥିବା ପ୍ରକୃତ କାରଣ ଜଣାପଡିଯିବବୋଲି ଶୁଣିବାକୁ ମିଳୁଛି  । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରି ବନ୍ଧୁମାନଙ୍କ ସହ ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।  

Leave a Reply

Your email address will not be published. Required fields are marked *