ନୂଆ ବୋହୂ ର ସବୁ ସ୍ଵପ୍ନ କାଚ ଭଳି ଭାଙ୍ଗିଗଲା, ଯେଉଁ ଦିନ ବୋହୂ ହେଲେ ସେହିଦିନ ହୋଇଗଲା ବିଧବା ! ହୃଦୟ ବିଦାରକ ଖବର

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଗୋଟିଏ ଦିନରେ ପିନ୍ଧିଲେ ସିନ୍ଦୁର ପୁଣି ପୋଛିଲେ ସିନ୍ଦୁର । ବର ବେଶରେ ଆସିଲେ ଓ ଶବ ହୋଇ ଫେରିଲେ । ହଁ ବନ୍ଧୁଗଣ ମରଣ କେହେ କାହା ପାଖକୁ ଆସି ପହଞ୍ଚିଥାଏ । ତାହା କେହି ଜାଣିପାରିନଥାଉ । କାରଣ କଳିଯୁଗରେ ମରଣ ଆଉ ସାନ ବଡ ଦେଖୁନି ହଠାତ ଆସି ଦ୍ଵାରରେ ପହଞ୍ଚିଯାଉଛି । ଏଭଳି କିଛି ଘଟିଲା ଥିଲା ଏହି ବିବାହ ଉତ୍ସବରେ ଖୁବ୍ ଆନନ୍ଦ ସହକାରେ ଆଯୋଜନ କରାଯାଇଥିଲା ବିବାହ ମଣ୍ଡପ ।

ବୋହୁ ବେଶରେ ସଜ ହୋଇ ସ୍ଵାମୀ  ହାତ ଧରି ଶାଶୂଘର କୁ ଯିବାର ସ୍ଵପ୍ନକୁ ଆଖିରେ ସାଇତି ମଣ୍ଡପକୁ ଆସିପହଞ୍ଚିଥିଲେ ନୂଆବୋହୁ । ବର ଘରେ ମଧ୍ୟ ଠିକ ସେହିଭଳି ଆନନ୍ଦର ମହଲ ଥିଲା ବିବାହ ପାଇଁ ଆବଶ୍ୟକ ସବୁ ଜିନିଷ ଆଣି ବନ୍ଧୁମାନଙ୍କୁ ନିମନ୍ତ୍ରଣ କରି ଆଡମ୍ବର ସହିତ ବର ଯାତ୍ରୀକୁ ନେଇ ପହଞ୍ଚିଥିଲେ । ଧୂଳି ଉଡାଇ ନାଚ ନାଚି ବର କନ୍ୟାଘରେ ଯାଇ ପହଞ୍ଚିଥିଲା ।

ଅଗ୍ନିକୁ ସାକ୍ଷୀ ରଖି  ଉଭୟ ଶପଥ ଗ୍ରହଣ କରିଥିଲେ ଚର୍ତୁଦିଗକୁ ପ୍ରତିଜ୍ଞା  କରି ଉଭୟ ବରମାଳା ପିନ୍ଧାଇଥିଲେ  । ବିବାହ ର ସବୁ କାର୍ଯ୍ୟ ସରିଆସିଥିଲା କେବଳ ସିନ୍ଦୁର ଟିଏ ମଥା ଧାରଣ କରିବା ବାକି ଥିଲା । ବର ସିନ୍ଦୁର ପିନ୍ଧାଇବା ପରେ କନ୍ୟା ସ୍ଵାମୀଙ୍କୁ ପ୍ରଣାମ କରିବା ପାଇଁ ନଇଁଲା ବେଳକୁ ହଠାତ ବର ତଳେ ଗଡିପଡିଲା । ଯାହାକୁ ଦେଖି କନ୍ୟା କଣ ହେଲା କିଛି ବୁଝିପାରିଲା ନାହିଁ ।

ଯେମିତି ଲାଗିଲା ତା ଚର୍ତୁପାଖ ଅନ୍ଧାର ଘେରିଛି । ପୁଅ ଘର ଲୋକେ ସେଠାରେ ଉପସ୍ଥିତ ଲୋକେ ଆସି ଯେତେ ଡାକିଲେ ବି ବର ଉଠିଲା ନାହିଁ । ଲୋକେ ବୁଝିଗଲେ  ଯେ ବର ଆଉ ଉଠିବନୀ କାରଣ ସେ ଏ ଦୁନିଆକୁ ଛାଡି ଚାଲିଗଲାଣି । ଏ କଥା କନ୍ୟା କୁ କେମିତି କହିବେ ଘର ଲୋକେ ଯେଉଁଦିନ ସେ ସିନ୍ଦୁର ପିନ୍ଧି ବୋହୁ ହେଇଥିଲା ଅପର ମୂହୁର୍ତ୍ତ ରେ ବିଧବା ହେଇଗଲା ।

ବାହା ହେଇ ଘରକୁ ଯିବା ବର ଶ୍ମଶାନକୁ ଗଲା । ଏଭଳି ଦୁଃଖଦାୟକ  ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ତେବେ ଏହି ଖବରକୁ  ନେଇ ଆପଣ ଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *