ସାରା ଜୀବନ ଦୁଃଖରେ ରହିଥାନ୍ତି ଏହି 3 ଟି ନାମର ଲୋକ (Astrology)

ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ସମସ୍ୟାରେ ଚିନ୍ତିତ ଅଛନ୍ତି । କିଏ ନିଜ ପରିବାର କୁ ନେଇ ତ ଆଉ କେହି ନିଜ ଜୀବନକୁ ନେଇ ଚିନ୍ତା କରୁଛନ୍ତି । ଏହି ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣିଥାଉ ଯେ ଏହି ପୃଥିବୀରେ ଜନ୍ମ ନେଇଥିବା ସମସ୍ତ ବ୍ୟକ୍ତିକୁ ଅନେକ ପ୍ରକାରର ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ । ଈଶ୍ୱର ମନୁଷ୍ୟ ମାନଙ୍କୁ ଜୀବଜନ୍ତୁଙ୍କ ଠାରୁ ଭିନ୍ନ ଭାବରେ ସୃଷ୍ଟି କରିଛନ୍ତି ଅର୍ଥାତ ମନୁଷ୍ୟକୁ ବୁଦ୍ଧି, ବିବେକ, ଜ୍ଞାନ ଆଦି ପ୍ରଦାନ କରିଛନ୍ତି ।

 ଏହା ଦ୍ବାରା ମନୁଷ୍ୟ ଏହି ଦୁନିଆରେ ଥିବା ସମସ୍ତ ସମସ୍ୟାର ସାମ୍ନା କରି ସେଥିରୁ ପାରି ହୋଇ ପାରିବ । ପ୍ରତ୍ୟେକ ବ୍ୟକ୍ତି ଦୁଃଖର ସାମ୍ନା କରିବାକୁ ନ ଚାହିଁଲେ ମଧ୍ୟ ତାକୁ ସାମ୍ନା କରିବାକୁ ପଡ଼ିଥାଏ । ସେହିଭଳି ଆମ ଜୀବନରେ ଯେତେବେଳେ ସୁଖ ଆସିଥାଏ, ତବେ ଆମେ ବହୁତ ଖୁସି ହୋଇ ଯାଉ । କିନ୍ତୁ ଯେତେବେଳେ ଦୁଃଖ ଆସିଥାଏ, ସେତେବେଳେ ଆମେ ନିଜ ଜୀବନକୁ ଗାଳି କରିଥାଉ । ଅନେ ଭୁଲି ଯାଇ ଥାଉ ଯେ ଦୁଃଖ ପରେ ସୁଖ ଆସିଥାଏ ଏବଂ ସୁଖ ପରେ ଦୁଃଖ ଆସିଥାଏ ।

ତେବେ ଦୁନିଆରେ ଅନେକ ଲୋକେ ଦୁଃଖରୁ ବଞ୍ଚିତ ହେବା ପାଇଁ ଭଗବାନଙ୍କୁ ଆରାଧନା କରନ୍ତି । କିନ୍ତୁ ଯେବେ ସୁଖର ଦିନ ଆସିଥାଏ, ତେବେ ସେମାନେ ଭଗବାନଙ୍କୁ ଭୁଲିଯାଇଥାନ୍ତି । ଯାହାର ଦଣ୍ଡ ତାଙ୍କୁ ଆଗାମୀ କେତେ ଜନ୍ମ ପର୍ଯ୍ୟନ୍ତ ଭୋଗିବାକୁ ପଡିଥାଏ । ଆଜି ଆମ୍ଭେ ଆପଣଙ୍କୁ ଯେଉଁ ମାନଙ୍କ କଥା କହିବାକୁ ଯାଉଅଛୁ, ସେମାନଙ୍କୁ ନିଜ ଜୀବନରେ ଅନେକ ପ୍ରକାରର ଦୁଃଖର ସାମ୍ନା କରିବାକୁ ପଡିଥାଏ ଏବଂ ତାଙ୍କୁ ନିଜ ଜୀବନରେ ସଚ୍ଚୋଟ ପ୍ରେମ ମଧ୍ୟ କେବେ ମିଳିନଥାଏ । ଆସନ୍ତୁ ଜାଣିବା ସେହି ବିଶେଷ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି S । ତେବେ ଏହି ନାମର ଲୋକମାନେ ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ହୋଇଥାନ୍ତି । ଏମାନେ ସମସ୍ତ ସମ୍ପର୍କକୁ ଭଲ ଭାବରେ ତୁଲାଇଥାନ୍ତି । ନିଜେ କଷ୍ଟ ପାଇ ଅନ୍ୟକୁ ସୁଖ ଦେବା ଏମାନଙ୍କୁ ଖୁସି ଦେଇଥାଏ । କିନ୍ତୁ ଏଭଳି ଲୋକଙ୍କୁ ଲୋକପ୍ରିୟ ହେବା ପାଇଁ ବହୁତ ଭଲ ଲାଗିଥାଏ । ଏମାନେ କେବେ କାହାର ଖରାପ ଚିନ୍ତା ମଧ୍ୟ କରି ନଥାନ୍ତି । ଏମାନେ ଅଧିକ ଭାବୁକ ପ୍ରକୃତିର ହୋଇଥାନ୍ତି । ଏମାନଙ୍କର ସ୍ୱଚ୍ଛ ଏବଂ ନରମ ହୃଦୟ କାରଣରୁ ଲୋକେ ଏମାନଙ୍କର ଫାଇଦା ଉଠାଇଥାନ୍ତି ।


୨- ଦ୍ଵିତୀୟ ରେ ହେଉଛି P । ତେବେ ଏହି ନାମ ଥିବା ଲୋକେ ବହୁତ ନିରୀହ ତଥା ସରଳ ହୋଇଥାନ୍ତି । ଏହି ସ୍ଵଭାବ ପାଇଁ ଅନ୍ୟ ଲୋକମାନେ ଏମାନଙ୍କର ଫାଇଦା ଉଠାଇଥାନ୍ତି । ଏମାନଙ୍କର ନିଜସ୍ଵ ନିଷ୍ପତ୍ତି ରହିଥାଏ । ଏଥିପାଇଁ ଏମାନେ କୌଣସି ପ୍ରଜାରର ବୁଝାମଣା କରି ନଥାନ୍ତି । ଏହି ଲୋକମାନେ ସାଧାରଣତଃ ନିଜ ନିଷ୍ପତ୍ତିକୁ ଅନ୍ୟ ମାନଙ୍କ ଉପରେ ଜବରଦସ୍ତ ଥୋପିଥାନ୍ତି । ଏଥିପାଇଁ ଏମାନଙ୍କୁ ବିଦ୍ରୋହର ସାମ୍ନା କରିବାକୁ ପଡିଥାଏ ।


୩- ତୃତୀୟ ରେ ହେଉଛି B । ତେବେ ଶାସ୍ତ୍ର ଅନୁସାରେ ଏହି ନାମର ଲୋକେ ବହୁତ ଶାନ୍ତ ଏବଂ ଧର୍ଯ୍ୟଶାଳୀ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ସମସ୍ତ କାର୍ଯ୍ୟ କରିବା ପାଇଁ ଏମାନେ ନିଜର ଜୀବନ ଲଗାଇ ଦେଇଥାନ୍ତି । ଏମାନଙ୍କୁ ସଫଳତା ଖୁବ୍ ଶୀଘ୍ର ମିଳି ଯାଇଥାଏ । ମାତ୍ର ଏମାନଙ୍କର ଅଳ୍ପ କଥା ହେବା ଏବଂ ଭୋଳାପଣ ହେତୁ ଏମାନଙ୍କୁ ଅହଙ୍କାରୀ ହେବାର ସାଙ୍ଗ୍ୟା ମିଳି ଯାଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *