ଦୀପାବଳୀ (25 October) ରେ ଭୟଙ୍କର ସୂର୍ଯ୍ୟ ପରାଗ ! ସାବଧାନ ୪ ରାଶି, ଜାଣନ୍ତୁ ହାଣ୍ଡିଛାଡ ସମୟ (Astrology)

ବନ୍ଧୁଗଣ ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳବାର ଦିନ ଅର୍ଥାତ ପବିତ୍ର ଦୀପାବଳି ଅମାବାସ୍ୟା ଦିନ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉ ଅଛି । ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ । ଏହି ସୂର୍ଯ୍ୟ ପରାଗ ଏକ ଲମ୍ବା ସୂର୍ଯ୍ୟ ପରାଗ ମଧ୍ୟ ହେବ । ତେବେ ଏହି ସୂର୍ଯ୍ୟ ପରାଗ ଓଡିଶା ସମେତ ଭାରତରେ ଦୃଶ୍ୟ ମାନ ହେବ । ଏହି ସୂର୍ଯ୍ୟ ପରାଗର ଶ୍ଵେତକ ସମୟ ହେଉଛି ୨୪ ଅକ୍ଟୋବର ସୋମବାର ରାତି ୯.୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨.୩୧ ମିନିଟ ।

ସର୍ବାଧିକ ସୂର୍ଯ୍ୟ ପରାଗ ମାତ୍ର ୩୪ ସେକେଣ୍ଡ ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟ ମାନ ହେବ । ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ରୋଷେଇ କରିବେ ନାହିଁ । ଏହି ସମୟରେ ଖାଦ୍ୟ ଗ୍ରହଣ କରିବେ ନାହିଁ । ଯଦି ଆପଣ ଖାଦ୍ୟ ଗ୍ରହଣ କରିବେ ତେବେ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇ ଥାଏ । ତେବେ ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗରେ କିଛି ରାଶି ମାନଙ୍କର ଭାଗ୍ୟ ଫିଟିବାକୁ ଯାଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ । ଏହି ସୂର୍ଯ୍ୟ ପରାଗରେ କିଛି ରାଶି ମାନଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ କିଛି ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି । ରାଶି ଚକ୍ରର ୧୨ ଗୋଟି ରାଶି ମଧ୍ୟରୁ କେବଳ ୮ ଗୋଟି ରାଶି ମାନଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ତେବେ ସେହି ସବୁ ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରେ ପ୍ରଥମେ ରାଶି ହେଉଛି ମେଶ ରାଶି । ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି । ତୃତୀୟ ରାଶି ହେଉଛି ସିଂହ ରାଶି । ଚତୁର୍ଥ ରାଶି ହେଉଛି ବିଛା ରାଶି । ପଞ୍ଚମ ରାଶି ହେଉଛି ଧନୁ ରାଶି । ଷଷ୍ଠ ରାଶି ହେଉଛି ମକର ରାଶି । ସପ୍ତମ ରାଶି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ରାଶି ହେଉଛି କର୍କଟ ରାଶି । ତେବେ ବନ୍ଧୁଗଣ ଏହି ସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ଏହା ସହିତ ବୃଷ ରାଶି, ତୁଳା ରାଶି, କନ୍ୟା ରାଶି ଏବଂ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଖରାପ ପ୍ରଭାବ ପଡିବାକୁ ଯାଉଛି । ତେଣୁ ଏହି ଚାରି ଗୋଟି ରାଶିର ବ୍ୟକ୍ତି ବିଶେଷ ମାନେ ସୂର୍ଯ୍ୟ ପରାଗ ବା ସୂର୍ଯ୍ୟ ପରାଗ ଲାଗୁଥିବା ସମୟରେ ସାବଧାନ ରୁହନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *