ପୃଥିବୀର ବୃହତ୍ତମ ନଦୀର ନାମ କଣ ? 15+ General knowledge question with answer

ବନ୍ଧୁଗଣ ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ପୃଥିବୀର କିଛି ପ୍ରମୁଖ ବୃହତ୍ତମ ସ୍ଥାନର ନାମ ଆପଣଙ୍କୁ କହିବାକୁ ଯାଉଛୁ ।

1- ପୃଥିବୀର ବୃହତ୍ତମ ମହାଦେଶର ନାମ କଣ ?

ଉତ୍ତର;- ପୃଥିବୀର ବୃହତ୍ତମ ମହାଦେଶର ନାମ ହେଉଛି ଏସିଆ ମହାଦେଶ ।

2- ପୃଥିବୀର ବୃହତ୍ତମ ମହାସାଗରର ନାମ କଣ ?

ଉତ୍ତର;- ପ୍ରଶାନ୍ତ ମହାସାଗର ।

3- ପୃଥିବୀର ବୃହତ୍ତମ ଓସାର ନଦୀର ନାମ କଣ ?

ଉତ୍ତର;- ଆମାଜନ ।

4- ପୃଥିବୀର ବୃହତ୍ତମ ଲମ୍ବା ନଦୀର ନାମ କଣ ?

ଉତ୍ତର;- ନୀଳ ନଦୀ ।

5- ପୃଥିବୀର ବୃହତ୍ତମ ଦୀପର ନାମ କଣ ?

ଉତ୍ତର;- ଗ୍ରୀନଲାଣ୍ଡ ।

6- ପୃଥିବୀର ବୃହତ୍ତମ ହ୍ରଦର ନାମ କଣ ?

ଉତ୍ତର;- କାସ୍ପିଆନ ସାଗର ।

7- ପୃଥିବୀର ବୃହତ୍ତମ ମରୁଭୂମୀର ନାମ କଣ ?

ଉତ୍ତର;- ଆଣ୍ଟାର୍କଟିକା ।

8- ପୃଥିବୀର ବୃହତ୍ତମ ପକ୍ଷୀର ନାମ କଣ ?

ଉତ୍ତର;- ଓଟପକ୍ଷୀ ।

9- ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀର ନାମ କଣ ?

ଉତ୍ତର;- ହାତୀ ।

10- ପୃଥିବୀର ବୃହତ୍ତମ ଦେଶର ନାମ କଣ ?

ଉତ୍ତର;- ରୁଷିଆ ।

11- ପୃଥିବୀର ବୃହତ୍ତମ ପାଠାଗାରର ନାମ କଣ ?

ଉତ୍ତର;- ପୃଥିବୀର ବୃହତ୍ତମ ପାଠାଗାରର ନାମ ହେଉଛି ଲାଇବ୍ରେରୀ ଅଫ କଙ୍ଗ୍ରେଶ ।

12- ପୃଥିବୀର ବୃହତ୍ତମ ପାର୍କର ନାମ କଣ ?

ଉତ୍ତର;- ଗ୍ରୀନଲାଣ୍ଡ ନ୍ୟାସନାଳ ପାର୍କ ।

13- ପୃଥିବୀର ବୃହତ୍ତମ ଫୁଲର ନାମ କଣ ?

ଉତ୍ତର;- ରାଫ୍ଲେସିଆ ।

14- ପୃଥିବୀର ବୃହତ୍ତମ ବ୍ଯାଙ୍କର ନାମ କଣ ?

ଉତ୍ତର;- ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମାର୍ଶିଆଲ ବାଙ୍କ ଅଫ ଚାଇନା ।

15- ପୃଥିବୀର ବୃହତ୍ତମ ସହରର ନାମ କଣ ?

ଉତ୍ତର;- ଟୋକିଓ ।

16- ପୃଥିବୀର ବୃହତ୍ତମ କୁକୁରର ନାମ କଣ ?

ଉତ୍ତର;- ଇଂଲିଶ ମାଷ୍ଟିଫ ।

17- ପୃଥିବୀର ବୃହତ୍ତମ ହୋଟେଲର ନାମ କଣ ଅଟେ ?

ଉତ୍ତର;- ଫାର୍ଷ୍ଟ ୱୋର୍ଲ୍ଡ ହୋଟେଲ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *