ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲର ଏହି 5 ଜଣ ଫେମସ Child Artist, ବହୁତ ହିଁ ହଟ ଆଉ ସୁନ୍ଦର ଲାଗନ୍ତି 5 ନଂ Actress

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନଙ୍କୁ ଆଜି ଆମେ କହିବାକୁ ଯାଉଛୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଛୋଟ ବେଳର ବାଲ୍ୟ କଳାକାର ଙ୍କ ବିଷୟରେ । ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଯିଏ ନିଜର ଛୋଟ ବେଳେ ସିରିଆଲ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ । ଏହି କଳାକାର ମାନେ ବର୍ତ୍ତମାନ ବଡ଼ ହୋଇସାରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ଚର୍ଚ୍ଚା ବହୁ ମାତ୍ରାରେ ହେଉଛି ।

ବର୍ତ୍ତମାନ ସେମାନଙ୍କ ରଙ୍ଗ,ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । କିଛି କଳାକାର ଏଭଳି ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁ ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ସମ୍ବନ୍ଧରେ। ୧- ପ୍ରଥମ ରେ ଆସନ୍ତୁ ଜାଣିବା ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ରୁହି ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ରୁହାନିକା ଧୱନ୍ ଙ୍କ ବିଷୟରେ ।

ଏହି ଅଭିନେତ୍ରୀ ସିରିଆଲ ରୁ ଲେଫ୍ଟ ହେବା ପରେ ବର୍ତ୍ତମାନ ବହୁତ ହେଲଦୀ ଦେଖା ଯାଉଛନ୍ତି । ତାଙ୍କର ପୂର୍ବ ଭଳି ଲମ୍ବା କେଶ ରହିଛି । ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ୧୩ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ଷ୍ଟାଇଲିସ ହୋଇ ସାରିଛନ୍ତି । ତାଙ୍କୁ ପ୍ରାୟତଃ ମର୍ଡନ ରୂପରେ ଦେଖିବାକୁ ମିଳୁଛି।

୨- ଦ୍ୱିତୀୟ ରେ ହେଉଛି ୨୦୧୯ ମସିହାର ସିରିଆଲ ‘ଫୁଲବା’ ନିଜର କ୍ୟାରିଅର ର ଆରମ୍ଭ କରିଥିବା ‘ଜନ୍ନତ ଜୁବେର’ ଙ୍କ ବିଷୟରେ । ଜନ୍ନତ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ‘ଆସିକି’ ରେ ମୁଖ୍ୟ ଚରିତ୍ର ଭାବେ ଅଭିନୟ କରିଥିବାର ଦେଖୁବାକୁ ମିଳିଥିଲା।

୩- ତୃତୀୟ ରେ ହେଉଛି ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ଛୋଟ ନାଏରା ଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଭୂମିକା କୁ ପରଦା ରେ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ହେଉଛନ୍ତି ‘ଅଷ୍ଣୁର କୌର’ । ଏହି ଅଭିନେତ୍ରୀ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ସିରିଆଲ ରେ ସେ ଏକ ସାଧା ସିଧା ଝିଅ ର ଭୂମିକା ରେ ନଜର ଆସିଥିବା ବେଳେ ରିଅଲ ଲାଇଫ ରେ ସେ ବହୁତ ଷ୍ଟାଇଲିସ ଅଟନ୍ତି।

୪- ଚତୁର୍ଥ ରେ ହେଉଛି କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉଡ଼ାନ୍’ ରେ ‘ଚକୋର’ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ‘ସ୍ପନ୍ଦନ ଚତୁର୍ବେଦୀ’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ୧୩ ତମ ଜନ୍ମଦିନ ପାଳନ କରିଛନ୍ତି ଏବଂ ସିରିଆଲ ରେ କ୍ୟୁଟ ଦେଖା ଯାଉଥିବା ଏହି ବାଲ୍ୟ ଅଭିନେତ୍ରୀ ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସ୍ପନ୍ଦନ୍ ନିଜର ଅଭିନୟ କ୍ୟାରିଅର କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରଖିଛନ୍ତି ଏବଂ ସେ ଫିଲ୍ମ ଶକୁନ୍ତଲା ଦେବୀ ରେ ନଜର ଆସିଛନ୍ତି।

5- ଚତୁର୍ଥ ରେ ହେଉଛନ୍ତି ଅବିକା। ତେବେ ବାଲିକା ବଧୁ ରେ ଆନନ୍ଦି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଶିଶୁ କଳାକାର ବର୍ତ୍ତମାନ ଖୁବ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ଧାରାବାହିକ ସହ ସାଉଥ ସିନେମା ରେ ଅଭିନୟ ମଧ୍ୟ କରୁଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *