Omicron Variant କୁ ନେଇ ଓମିକ୍ରନରେ ଚିକିତ୍ସିତ ହେଉଥିବା LNJP ହସ୍ପିଟଲ ର ରୋଗୀମାନେ ଦେଲେ ଏହି ଖୁସି ଖବର, କରୋନାର ଅନ୍ତ !

ବନ୍ଧୁଗଣ, ଦେଶରେ ଏକ ଦିନରେ କରୋନାର କେସ ୩୭ ହଜାରରୁ ଅଧିକ ମାମଲା ଦେଖିବାକୁ ମିଳିସାରିଛି । ଏହିଭଳି ପରିସ୍ଥିତି ରେ ଓମିକ୍ରୋନ ଦେଶର ୨୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ରେ ବ୍ୟାପୀ ସାରିଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦୦ ଓମିକ୍ରୋନ କେସ ର ଜଣା ପଡିଛି । ଦେଶରେ ବିଶେଷ କରି ଦେଶର ବଡ ରାଜ୍ୟରେ ଓମିକ୍ରୋନ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଅଛି । ଏହା ଦିଲ୍ଲୀ ର CM ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ କରୋନା ପଜେଟିଭ ଦେଖିବାକୁ ମିଳିଛନ୍ତି ।

ମାତ୍ର ଏହି ସମସ୍ତ ସମସ୍ୟା ପରେ ମଧ୍ୟ କରୋନା ର ଓମିକ୍ରୋନ ଭାରିଏଣ୍ଟ ଖୁସି ନେଇ ଆସିଅଛି । ଓମିକ୍ରୋନକୁ ନେଇ ଖୁସିର ବିଷୟ ଏହା କି ଯେ କରୋନା ଭାଇରସ ର ଏହି ନୂଆ ଭାରିଏଣ୍ଟ ରେ ସଂକ୍ରମିତ ହୋଇ ସୁସ୍ଥ ହେବାକୁ କେବଳ ୧ ହପ୍ତା ଲାଗୁଅଛି । ଦିଲ୍ଲୀ ରେ ୧୦୫ ଓମିକ୍ରୋନ ରୋଗୀ ମାନଙ୍କ କେସ ହିଷ୍ଟ୍ରି ରୁ କରାଯାଇଥିବା ଷ୍ଟଡି ଅନୁସାରେ ଏହି ବିଶ୍ଳେଷଣ ଜଣା ପଡିଛି । ସବୁଠାରୁ ଖାସ ବିଷୟ ହେଉଛି ଯେ ୧୦୫ ରୋଗୀ ଙ୍କ ମଧ୍ୟରୁ ୫ ଜଣ ଛୋଟ ପିଲା ମଧ୍ୟ ଥିଲେ ।

ଦିଲ୍ଲୀ ରେ ଓମିକ୍ରୋନ ରୋଗୀ ମାନଙ୍କ ଚିକିତ୍ସ୍ୟା LNJP ହସ୍ପିଟାଲ ରେ ହେଉଅଛି । ଯାହାର ଡାକ୍ତର ଏବଂ ଏକ୍ସପର୍ଡ ମାନେ କହିଛନ୍ତି ଯେ ଓମିକ୍ରୋନ ରୋଗୀ ମାନଙ୍କ ଲକ୍ଷଣ ତଥା ସେମାନେ କେତେ ଶୀଘ୍ର ସଠିକ ହେଉଛନ୍ତି ? ଏହା ଉପରେ ଷ୍ଟଡି କରିଛନ୍ତି । LNJP ହସ୍ପିଟାଲ ର ମେଡିକାଲ ଡାଇରେକ୍ଟର ଡାକ୍ତର ସୁରେଶ କୁମାର ଏହା କହିଛନ୍ତି ଯେ, ଓମିକ୍ରୋନ ରେ ସଂକ୍ରମିତ ସମୁଦାୟ ୯୯ ପ୍ରତିଶତ ରୋଗୀ ଙ୍କୁ ସଠିକ ହେବା ନିମନ୍ତେ କେବଳ ୧ ହପ୍ତା ଲାଗିଲା ।

ସେ କହିଛନ୍ତି ଯେ ଏହି ଭାରିଏଣ୍ଟ ବହୁତ ଶୀଘ୍ର ବ୍ୟାପୁଅଛି ମାତ୍ର ଡେଲ୍ଟା ଭାରିଏଣ୍ଟ ମୁକାବିଲା ରେ ଏହା ଶରୀରକୁ ବହୁତ ଶୀଘ୍ର ଛାଡି ଦେଇଥାଏ । ଦ୍ଵିତୀୟ ଲହରୀ କୁ ଖତରନାକ ବନାଉଥିବା ଡେଲ୍ଟା ଭାରିଏଣ୍ଟ ରୁ ଠିକ ହେବା ପାଇଁ ସଂକ୍ରମିତ ରୋଗୀ ଙ୍କୁ ୭ ରୁ ୧୦ ଦିନ ଅଥବା ତାହାଠାରୁ ଅଧିକ ସମୟ ଲାଗୁଥିଲା । ଏପରିକି କିଛି ଡେଲ୍ଟା ରୋଗୀ ଙ୍କୁ ୨ ମାସ ରୁ ଅଧିକ ନେଗେଟିଭ ହେବାକୁ ଲାଗିଲା । ମାତ୍ର ଏହି ସ୍ଥିତି ଓମିକ୍ରୋନ ରେ ନାହିଁ ।

ଓମିକ୍ରୋନ ଭରିଏଣ୍ଟ ସଂକ୍ରମିତ ରୋଗୀ ଙ୍କ ନେଗେଟିଭ ରିପୋର୍ଟ କେବଳ ୧ ସପ୍ତାହରେ ଆସୁଅଛି । ଏଣୁ ଏହା ଗମ୍ଭୀର ବିମାରୀ ନୁହେଁ । ମାତ୍ର ଏହା ଏକ ସଂକ୍ରମଣ ହୋଇଥିବାରୁ ଆପଣ ମାନଙ୍କୁ ସରକାର ଙ୍କ ନିଯମାବଳୀ କୁ ମାନି ଜୀବନ ଜାପନ କରିବାର ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *