ସବୁଠୁ ଅଧିକ ସୁନ୍ଦର ଅଟନ୍ତି South ର ଏହି 5 Actress, Bollywood ର ଟପ ହିରୋଇନ ମାନଙ୍କ ଠାରୁ ବି ନିଅନ୍ତି ଅଧିକ ଫୀସ, ନଂ 1 Actress ଙ୍କ ପାଇଁ ପୁରା ଇଣ୍ଡିଆ ଦିବାନା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ବଲିଉଡ ରେ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ର କୌଣସି ଅଭାବ ନାହିଁ ଏବଂ ସେମାନେ ନିଜର ସୌନ୍ଦର୍ଯ୍ୟ ରେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରି ଥାଆନ୍ତି । ତେବେ ବର୍ତ୍ତମାନ ବଲିଉଡ ଛଡା ସାଉଥ ଇଣ୍ଡଷ୍ଟ୍ରୀ ମଧ୍ୟ ସାର ଜଗତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ତେବେ ଲୋକମାନେ ମଧ୍ୟ ବର୍ତ୍ତମାନ ସାଉଥ ର ଫିଲ୍ମ କୁ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ତେବେ ଏହି ସାଉଥ ଜଗତରେ ମଧ୍ୟ ବହୁତ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନଙ୍କ ସୌନ୍ଦର୍ଯ୍ୟ ରେ ବଲିଉଡ ର ଅଭିନେତ୍ରୀ ମଧ୍ୟ ଫେଲ ହୋଇଯିବେ । ତେବେ ସେମାନଙ୍କ ସହ କାମ କରିବା ପାଇଁ ଅଭିନେତା ମାନେ ଅପେକ୍ଷା କରି ଥାଆନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ ଯେ ବହୁତ ସୁନ୍ଦର ଏବଂ ସେ ଗୋଟିଏ ସିନେମା ପିଛା କେତେ ଟଙ୍କା ନେଇଥାନ୍ତି ।

୧ ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ତେବେ ଅନୁଷ୍କା ହେଉଛନ୍ତି ସାଉଥର ଏକ ପରିଚିତ ନାମ ସେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରନ୍ତି । ତେବେ ଅନୁଷ୍କା ବାହୁବଳୀ ପରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ସେ ଲିଙ୍ଗା,ରୁଦ୍ରମାଦେବୀ, ସିଂହମ ୨, ଭାଗମତି ଆଦି ହିଟ ସିନେମା ରେ ମଧ୍ୟ କାମ କରିଛନ୍ତି । ତେବେ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଏବଂ ସେ ଗୋଟିଏ ସିନେମା କରିବା ପାଇଁ ତିନି କୋଟି ଟଙ୍କା ନେଇଥାନ୍ତି ।


୨ ଦ୍ଵିତୀୟ ରେ ହେଉଛନ୍ତି ପ୍ରିୟାମଣି । ତେବେ ପ୍ରିୟାମଣି ହେଉଛନ୍ତି ଜଣେ ସାଉଥର ଲୋକପ୍ରିୟ ଏବଂ ପରିଚିତ ଅଭିନେତ୍ରୀ । ତେବେ ସେ ଅନେକ ସିନେମା ରେ ନିଜର ସୁନ୍ଦର ଅଭିନୟ କରି ଦର୍ଶକ ମାନଂକୁ ଖୁସି କରି ପାରିଛନ୍ତି ତେବେ ସେ ତାମିଲ,ତେଲେଗୁ, ମାଳାୟଲମ ଆଦିରେ ମଧ୍ୟ କାମ କରିଛନ୍ତି । ତେବେ ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ଗୋଟିଏ ସିନେମା ପିଛା ୨.୫ କୋଟି ଟଙ୍କା ନେଇଥାନ୍ତି ।


୩ ତୃତୀୟ ଅଭିନେତ୍ରୀ ହେଉଛନ୍ତି ସାମନଥା । ତେବେ ସାମନଥା ଙ୍କୁ କିଏ ନ ଜାଣେ । ନିଜର ଚୁଲୁବୁଲି ଅଭିନୟ ଏବଂ ସୁନ୍ଦର ହସ ରେ ସେ ସମସ୍ତ ଙ୍କୁ ଦିୱାନା କରି ପାରନ୍ତି । ତେବେ ସେ ଅନେକ ବଡ଼ ବଡ଼ ଷ୍ଟାର ଙ୍କ ସହ କାମ କରି ସାରିଛନ୍ତି । ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଗୋଟିଏ ସିନେମା କରିବା ପାଇଁ ୧ କୋଟି ଟଙ୍କା ନେଇଥାନ୍ତି ।


୪ ଚତୁର୍ଥ ରେ କାଜଲ ଅଗ୍ରୱାଲ । ତେବେ କାଜଲ ଅଗ୍ରୱାଲ ସାଉଥର ବେଶ ପରିଚିତ ନାମ । ତେବେ ଆର୍ୟ ଏକ ଦିୱାନା, ମଗଧିରା, ଆଦି ହିଟ ସିନେମା ରେ ସେ କାମ କରିଛନ୍ତି ଏବଂ ତା ଛଡା ସେ ବଲିଉଡ ରେ ମଧ୍ୟ ନିଜର ଅଭିନୟ ର ଯାଦୁ ଢାଳି ଛନ୍ତି । ତେବେ ସେ ମଧ୍ୟ ବହୁତ ସୁନ୍ଦର ଏବଂ ଗୋଟିଏ ସିନେମା ପାଇଁ ୧.୫ କୋଟି ଟଙ୍କା ନେଇ ଥାଆନ୍ତି ।


୫ ପଞ୍ଚମ ରେ ହେଉଛନ୍ତି ତମନ୍ନା ଭାଟିଆ । ତେବେ ତମନ୍ନା ହେଉଛନ୍ତି ସାଉଥ ର ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ଏବଂ ସେ ବଲିଉଡରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି । ତେବେ ତାଙ୍କୁ ମିଲକ ହିରୋଇନ ମଧ୍ୟ କୁହାଯାଏ । ତେବେ ସେ ଗୋଟିଏ ସିନେମା ପିଛା ୧.୫ କୋଟି ଟଙ୍କା ନେଇଥାନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *