ନ୍ୟାୟ ପାଇଁ ଲଢି ଲଢି ଥକି ଗଲେଣି Tapaswini, ଶେଷରେ ସ୍ବାମୀଙ୍କୁ କହିଲେ, ‘ଶୁଣ Sumit, ମୁଁ ମରିଗଲା ପରେ ମୋର ମୃତଦେହକୁ ନେଇ ପୋଡ଼ିଦେବ ଓ…’ ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ତ ଜାଣିଥିବେ ଡ଼ାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ମଧ୍ୟରେ କେଉଁ ଭଳି ବିବାଦ ଚାଲିଅଛି । ଏହି ବିବାଦ ରେ ତପସ୍ଵିନୀ ଗଣ ମାଧ୍ୟମ ସମ୍ମୁଖ ରେ କଣ କହିଛନ୍ତି ଆସନ୍ତୁ ଜାଣିବା ? ତପସ୍ଵିନୀ କହିଛନ୍ତି,- ତୁମ ଦେହ ଖରାପ ଥିଲା ଠିକ ଅଛି । ତୁମେ ଏହିଠାରୁ ଗଲାପରେ ତୁମ ଦେହ ଖରାପ ହେଇଗଲା । ଏତେ ଦିନ ଭିତରେ ମୋତେ ଗୋଟେ ଥର କହିପାରିଥାନ୍ତ । ଯଦି ବି ନ କହିଲ ଅନ୍ତତ ଅନ୍ୟ କାହା ମାଧ୍ୟମରେ କହି ପରିଥାନ୍ତ ।

ଏତେ ଦିନ ହେଲାଣି ଭୁବନେଶ୍ୱର ରେ ୨ ଦିନରେ ଘର ମିଳିଯାଏ, ତୁମକୁ ୭ ଦିନ ହେଲାଣି ଘର ମିଳୁନି ? ଘର ଖୋଜିବା ପାଇଁ କେବଳ କ’ଣ ସାର ଅର୍ଡର ଦେଇଥିଲେ ? ମୋ ଦାଇତ୍ଵ କଥା ? ଅର୍ଡର ନ ଥାଉ କେବେ ତ ମୋତେ ଭଲ ପାଇ ବାହା ହୋଇଥିଲ ? ଏତିକି କଣ ତୁମର ଦ୍ୱାୟିତ୍ୟ ନ ଥିଲା ? ଡିମ୍ପଲ ଏହି ଜାଗାରେ କେମିତି ଅଛି, କଣ କରୁଛି, ଖାଇଲା କି ନାହିଁ ,ମରିଛି ନା ବଞ୍ଚିଛି ? ଟିକେ ତ ତୁମର ଦୟା ଆସିଥାନ୍ତା ମୋ ଉପରେ ?

ଏହିଭଳି କିଛି ମନର କଥା କହି ତପସ୍ଵିନୀ ମି-ଡ଼ି-ଆ ସାମନାରେ କାନ୍ଦୁଛନ୍ତି । ଏବଂ ଶେଷରେ ତପସ୍ଵିନୀ ସୁମିତ ଙ୍କୁ ଅନୁରୋଧ କରି କହୁଛନ୍ତି,- ସୁମିତ ତୁମେ ଶେଷରେ ମୋର ମୃତ ଦେହ ହିଁ ଦେଖିବ ଓ ମୋତେ ନେଇ ନିଆଁ ରେ ପୋଡିଦେବ । ଏହାପରେ ତୁମକୁ ଶାନ୍ତି ଲାଗିବ, ତମେ ମୋ ମୁହଁରେ ନିଆଁ ଦବ, ଅୟସୁଲକ୍ଷଣୀ ହୋଇ  ସବୁଦିନ ପାଇଁ ଜିବି ।

ତୁମକୁ ବହୁତ ଖୁସି ଲାଗିବ, ତୁମ ଘର ଲୋକଙ୍କୁ ବହୁତ ଖୁସି ଲାଗିବ, ଏତିକି ଋକ୍ଵେଷ୍ଟ କରୁଛି ଜାଅ ଖୁସିରେ ରୁହ । ଏହିଭଳି ଭାବରେ ତପସ୍ଵିନୀ ଆଜି ମିଡିଆ ଭାଇ ମାନଙ୍କ ଆଗରେ କହିଛନ୍ତି । ତେବେ ପ୍ରଶ୍ନ ର ବିଷୟ ଏହା ଯେ, କୋର୍ଟ ର ନିୟମ କୁ ସୁମିତ ଅବମାନନା କରି ଏତେ ଦିନ ହେବ ଲୁଚି ରହିବା କେତେ ଦୂରେ ଠିକ ?

କୋର୍ଟ ଙ୍କ ରାୟ ଅନୁସାରେ ସୁମିତ ଙ୍କ ପାଇଁ କଣ କିଛି ଦଣ୍ଡବିଧାନ ନାହିଁ ? ଆଉ କେତେ ଦିନ ଏହିଭଳି ତପସ୍ଵିନୀ ମିଡିଆ ଆଗରେ କାନ୍ଦି କାନ୍ଦି ନିଜ ମନ କଥା କହିବେ ? ବନ୍ଧୁଗଣ ଏହି ମାମଲା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *