ଚାକରାଣୀ- ‘ମେମ ସାହାବ, ମୁଁ ଗର୍ଭବତୀ ଅଛି, ମତେ ଲମ୍ବା ଛୁଟି ଦରକାର’, ମାଲିକାଣୀ- ‘ଆରେ ! ବାଃ ବହୁତ ବଢିଆ, ଯାଆ…ଆଉ ନିଜ ଧ୍ୟାନ ରଖ…(Odia Jokes)

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

joke-1

ଜଣେ ଝିଅ ରାସ୍ତାରେ ଛିଡା ହୋଇ ଗୀତ ଗାଉଥିଲା

‘ରଙ୍ଗ ଦେ ତୁ ମୋହେ ଗେରୁଆ’

ଚାରି ପାଞ୍ଚଟି ଲୋକ ଆସି ଝିଅ ଉପରେ ବିମଲ ପାନ ମସଲାର ଛେପ ପକାଇ ଝିଅକୁ ଗେରୁଆ ରଙ୍ଗ ଦେଇ ଚାଲିଗଲେ ।

joke-2

ସ୍ଵାମୀର ଅନ୍ୟ କାହା ସହ ଅଫେୟାର ଚାଲିଥିଲା

ସ୍ତ୍ରୀ ଗୋଟିଏ ରଙ୍ଗର ୧୨ଟି ଅଣ୍ଡରୱେର କିଣିଲା

ସ୍ଵାମୀ- ତମେ କଣ ସବୁ ଗୋଟିଏ ରଙ୍ଗର କିଣିଦେଲ, ସମସ୍ତେ କହିବେ ମୁଁ ଅଣ୍ଡରୱେର ବଦଳେ ନାହିଁ ।

ସ୍ତ୍ରୀ- ସମସ୍ତେ କିଏ ? ତା ମାନେ ଆଉ କିଏ ବି ଅଛି ?

ସ୍ଵାମୀ ଏହି କଥା କହି ବହୁତ ବଡ ଭୁଲ କରିଦେଲା, ଏହା ପରେ ସ୍ଵାମୀର ଅବସ୍ତା କଣ ହୋଇଥିବ ଆପଣମାନେ ଜାଣି ପାରିଥିବେ ।

joke-3

ଦିନେ ପତି ନିଜ ଘରର ଲାଇଟ ଠିକ କରୁଥିଲା, ସେହି ସମୟରେ ସେ ନିଜ ପତ୍ନୀକୁ ଆବାଜ ଦେଲା…

ପତ୍ନୀ- କଣ ହେଲା ?

ପତି- ଟିକେ ପାଖକୁ ଆସ…

ପତ୍ନୀ- ନିଅ ଆସିଗଲି ଏବେ କୁହ ?

ପତି- ଏହି ଦୁଇଟି ତାର ମଧ୍ୟରୁ ଗୋଟେ ତାରକୁ ଟିକେ ହାତରେ ଧରିଲ ?

ପତ୍ନୀ- କାହିଁକି ?

ପତି- ଆରେ ତମେ ଧର ତ ଗୋଟେ ଥର ।

ପତ୍ନୀ- ହେଇ ନିଅ ଧରିଦେଲି ।

ପତି- କିଛି ହେଲା କି ?

ପତ୍ନୀ- ନାହିଁ ତ ।

ପତି- ହଉ ହଉ, ବୁଝିଗଲି ତା ହେଲେ ଅଲଗା ତାରରେ କରେଣ୍ଟ ଅଛି ।

joke-4

ସ୍ଵାମୀ – ଯେତେବେଳେ ମୁ ତୁମ ଉପରେ ଚିଲାଏ ତମେ ନିଜ ରାଗକୁ କେମିତି ବାହାର କର

ସ୍ତ୍ରୀ- ଟଏଲେଟ ସଫା କରି ।

ସ୍ଵାମୀ- ହା ହା ହା, ସେଇଟା କେମିତି

ସ୍ତ୍ରୀ- ଟଏଲେଟକୁ ମୁ ତମ ଟୁଥବ୍ରସରେ ସଫା କରେ, ଏବେ ଟିକେ ହସୁନ ।

joke-5

ସ୍ଵାମୀ- ମୁଁ ତମକୁ ଛାଡୁଛି

ସ୍ତ୍ରୀ- ଆଉ ଥରେ ଚିନ୍ତା କର ଶିତ ଦିନ ଆସୁଛି ।

ସ୍ଵାମୀ- ଆରେ ହଁ ତ, ତା ହେଲେ ଫେବୃୟାରି ପର୍ଯ୍ୟନ୍ତ କ୍ୟାନସେଲ ।

joke-6

ସ୍ଵାମୀ- କ୍ଷୀର ପିଇ କି, ଛି ଏ କେମିତିକା କ୍ଷୀର ?

ସ୍ତ୍ରୀ- କେସର ସରି ଯାଇଥିଲା ସେଥିପାଇଁ ମୁଁ ତମ ପକେଟରେ ଥିବା ବିମଲ ପାନ ମସଲାକୁ କ୍ଷୀରରେ ପକାଇ ଦେଇଛି

କାରଣ ଏହାର ଦାନା ଦାନାରେ ଅଛି କେଶରର ଦମ

joke-7

ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା

ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?

ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।

ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।

ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।

joke-8

ଚାକରାଣୀ କହିଲା- ମେମ ସାହାବ

ମୁଁ ଗର୍ଭବତୀ ଅଛି,

ମତେ ଲାମ୍ବା ଛୁଟି ଦରକାର

ମାଲିକାଣୀ- ଆରେ ! ବାଃ ବହୁତ ବଢିଆ

ଯାଆ…ଆଉ ନିଜ ଧ୍ୟାନ ରଖ

ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ

ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି !!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *