ମା’ ପର୍ଣ୍ଣ ସାଇଟ ଚଲାନ୍ତି ଓ ବାପା ବାପା ଗାଳି ଦିଅନ୍ତି, Sara ଙ୍କ ସାମ୍ନାରେ କିଛି ଏମିତି ଥିଲା Saif ଓ Amrita ଙ୍କ ଛବି !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବଲିଉଡ ରେ ସବୁବେଳେ ନୂଆ ନୂଆ ଚେହେରା ଦେଖିବାକୁ ମିଳିଥାଏ । ତେବେ ସେହିପରି ଏକ ନୂଆ ଚେହେରା ହେଉଛି ସାରା ଅଲ୍ଲୀ ଖାନ ଙ୍କ ର । ତେବେ ସାରା ହେଉଛନ୍ତି ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍‌ ଓ ବିଗତ ଦିନର ନାୟିକା ଅମ୍ରିତା ସିଂହଙ୍କ କନ୍ୟା । ତେବେ ସାରା ଙ୍କ ଜେଜେମା ଶର୍ମିଳା ଟେଗୋର ମଧ୍ୟ ଜଣେ ଦକ୍ଷ ଅଭିନେତ୍ରୀ । ତେବେ ସାରା ଅଲ୍ଲୀ ଖାନଙ୍କର ଡେବ୍ୟୁ ସିନେମା ‘କେଦାରନାଥ’ ଥିଲା ।


ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଥିଲେ ସୁଶାନ୍ତ ସିଂହ ରାଜପୁତ । ଏହି ଫିଲ୍ମରେ ଦର୍ଶକ ସାରା ଅଲ୍ଲୀ ଖାନଙ୍କୁ ପସନ୍ଦ ବି କରିଥିଲେ । ସାରା ମାତ୍ର କିଛି ଫିଲ୍ମ ରେ କାମ କରି ବର୍ତ୍ତମାନ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ସାରାଙ୍କ ସୌନ୍ଦର୍ଯ୍ୟ ରେ ଲୋକମାନେ ଖୁବ ଆକର୍ଷିତ ହୋଇ ଯାଇଥାନ୍ତି ତାଙ୍କର ସୁନ୍ଦର ଚେହେରା ଏବଂ ସୁନ୍ଦର ହୃଦୟ ଯୋଗୁଁ ସେ ସବୁଠାରେ ପରିଚିତ ।

ତେବେ ସାରା ନିଜ ବାପା ମାଆ ଙ୍କ ସମ୍ପର୍କ କୁ ନେଇ କିଛି ନା କିଛି ମନ୍ତବ୍ୟ ରଖିଥାନ୍ତି ଏବଂ ତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ନିକଟରେ ଏକ ଇଣ୍ଟରଭିୟୁ ରେ ସେ ନିଜ ବାପା ମାଆ ଙ୍କ ବିଷୟ ରେ ତାଙ୍କର ଭାବନା ବିଷୟରେ କହିଛନ୍ତି ଯାହା କି ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ତେବେ ସାରା ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କୁ ଏହା ଲାଗୁଥିଲା କି ତାଙ୍କ ବାପା ମାଆ ଉଭୟ ବହୁତ ଖରାପ ମଣିଷ । ମାଆ ପର୍ଣ୍ଣ ସାଇଡ଼ ଚଲାନ୍ତି ଏବଂ ବାପା ଗାଳି କରିଥାନ୍ତି ।


ତେବେ ସାରା ନିଜର ଇଣ୍ଟରଭିୟୁ ରେ କହିଥିଲେ କି ସେ ଛୋଟ ବେଳେ ତାଙ୍କ ବାପା ମାଆ ଙ୍କର କେବଳ ଓଁ କାରା ଏବଂ କଲଯୁଗ ଦେଖିଥିଲି । ତେଣୁ ମୋତେ ଲାଗୁଥିଲା କି ମୋ ମାଆ ପର୍ଣ୍ଣ ସାଇଡ଼ ଚଲାନ୍ତି ଏବଂ ମୋ ବାପା ଖରାପ ଭାଷା ର ପ୍ରୟୋଗ କରିଥାନ୍ତି । ସେତେବେଳେ ଏହି କଥା ବିଲ୍କୁଲ ବି ମଜାଳିଆ ନଥିଲା । ତେବେ ସେତେବେଳେ ଉଭୟ ଙ୍କୁ ବେଷ୍ଟ ନେଗେଟିଭ ରୋଲ ପାଇଁ ଆୱାର୍ଡ ମିଳିଥିଲା ଯାହା ଦେଖି ମୁଁ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

ତେବେ ସାରା କହିଛନ୍ତି କି ମୁଁ ସବୁବେଳେ ମୋ ମାମା ଙ୍କ ଝିଅ ରହିଛି । ସବୁ ଜିନିଷ କୁ ଅଧିକ ଜାଣିବା ଏବଂ ପ୍ରେରିତ ହେବା ଗୁଣ ତାଙ୍କ ପାଖରେ ଆଗରୁ ଅଛି ସେ କୌଣସି କୋଚିଂ କିମ୍ବା ଜିମ ଟ୍ରେନର ରୁ ଶିକ୍ଷା କରି ନାହାନ୍ତି ଏହି ଗୁଣ ତାଙ୍କ ପାଖରେ ଅଛି । ତେବେ ସାରା କହିଥିଲେ କି ମୁଁ ଏଭଳି ଜଣେ ମଣିଷ ଯାହାକୁ ପାଞ୍ଚ ଟି ପୁସଅଫ ଆଉଥରେ ମାଆରିବାର ଅଛି,କେମେଷ୍ଟ୍ରି ର ଗୋଟିଏ ଚାପ୍ଟର ଆଉ ପଢ଼ିବାର ଅଛି ଏବଂ ସ୍କ୍ରିପ୍ଟ କୁ ଦ୍ଵିତୀୟ ବାର ପଢ଼ିବାର ଅଛି ।


ତେବେ ଜୀବନରେ ବହୁତ କିଛି ବଦଳି ମଧ୍ୟ ଯାଏ ଏବଂ ବର୍ତ୍ତମାନ ମୁଁ କିଛିଟା ଜିନିଷ ରେ ବହୁତ ଅଧିକ ବେହେତର ହୋଇ ଯାଇଛି ଏବଂ ଆଉ କିଛି କଥା ଶିଖୁଛି ମଧ୍ୟ ।ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *