ସାଂସଦଙ୍କୁ ଉଠାଇ ନେଲା ପୋଲିସ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଥିବା ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ କିଛି ପୋଲିସ କର୍ମୀ ଜଣେ ସାଂସଦଙ୍କୁ ଉଠାଇ ନେଇଯାଉଛନ୍ତି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାଣ୍ଡୀଙ୍କୁ ଇଡିର ସମନକୁ ନେଇ ତେଜିଲେ କଂଗ୍ରେସ କର୍ମୀ ଏବଂ ସାଂସଦ । ଏହା ପରେ ସେମାନେ ଆନ୍ଦୋଳନ କରିବାରୁ ଜଣେ ସାଂସଦଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏବେ ଦେଶର ଆବସ୍ଥା ବହୁତ ଖରାପ ଅଛି ।

ଅନ୍ୟ ପଟେ ଅଗ୍ନିପଥ ଯୋଜନାକୁ ନେଇ କିଛି ଯୁବପିଢି ଆନ୍ଦୋଳନ କରୁଛନ୍ତି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।  ବିଭିନ୍ନ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆରପିଏଫ୍‌ ଓ ଜିଆରପିମାନଙ୍କୁ ଆଲର୍ଟ କରାଯାଇଛି । ଏହି ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ଷ୍ଟେସନରେ ଭଙ୍ଗାରୁଜା ଓ ଟ୍ରେନ ପୋଡ଼ି ଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଯବାନଙ୍କୁ ଆଲର୍ଟ କରାଯାଇଛି ।


ଏହା ସହ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖାଯାଇଛି । ସେପଟେ ସୁରକ୍ଷା ଦ୍ରୁଷ୍ଟିରୁ ଝାଡଖଣ୍ଡର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ତେବେ ନିର୍ଦ୍ଧିଷ୍ଟ ଭାବରେ କେଉଁ ସବୁ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ ତାହା ଜଣା ପଡି ନଥିଲେ ବି ଗୋଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବନ୍ଧୁଗଣ ଏବେ ସାଂସଦଙ୍କ ଗିରଫକୁ ନେଇ ସାରା ଭାରତରେ ଚର୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *