ରାସ୍ତା ଉପରେ ସ୍କୁଟି, ସ୍କୁଟି ଉପରେ ଯୁବକ ଆଉ ଯୁବକଙ୍କ ଉପରେ ବିଶାଳକାୟ ଗଛ, ସଂଘର୍ଷ ପରେ ଶେଷରେ ଚାଲିଗଲା ଜୀବନ, Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ…

ନମସ୍କାର ବନ୍ଧୁଗଣ ତେବେ ମୃତ୍ୟୁ ଯେ କେତେବେଳେ କେଉଁ ମୁହୂର୍ତ୍ତ ରେ ଆସିବ ସେ କଥା କେହି କରିପାରିବେ ନାହିଁମ ରାଜ୍ୟ ର ଗ୍ରୀଷ୍ମ ର ପ୍ରଭାବ ଏତେ ଦିନକୁ ଦିନ ବଢିବାରେ ଲାଗିଛି ହେଲେ ଲୋକମାନେ ଏଥି ପାଇଁ ଲୋକ ବିଭିନ୍ନ ସମୟରେ ଛାଇ କୁ ଆଶ୍ରୟ କରି ଆମେ ଗଛ ମୂଳରେ ବସି ପୋଡି ଥାଉ ଯେଉଁ ଠାରେ ଆମକୁ ଶାନ୍ତି ମିଳି ଥାଏ ଓ ନିଜକୁ ଭଲ ଅନୁଭବ ହେଇଥାଏ ଯାହା ଅଧିକ ସମୟରେ ଲୋକେ ଗଛ ମୂଳ ରେ ନିଜର ଥକା ପଣ କୁ ଦୁର କରିଥାଏ ।

ହେଲେ ଏହି ଆଶ୍ରୟ ସ୍ଥାନ କୁ ନିଜର ସୁରକ୍ଷା ପାଇଁ ଯାଇ ଯଦି ନିଜର ମୁର୍ତ୍ୟୁ ହେଇଯାଇଥାଏ ତାହାଲେ ଲୋକ ମାନେ କଣ କରିପାରିବେ ମୃତ୍ୟୁ ଯେ କେବେ କେତେବେଳେ କାହା ପାଇଁ ଆସିବ ସେ କଥା କେହି କହି ପାରିବ ନାହିଁ । ତେବେ ଘଟଣା ଟି କିଛି ଏପରି କି ଉପରେ ଗଛପଡି ଅଗ୍ନିଶମ କର୍ମଚାରୀ ଗୁରୁତର । ଏଭଳି ଘଟଣା ଘଟିଛି ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ ।

ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ସୂଚନାଯୋଗ୍ୟ ଯେ ବାରିପଦା ସହର ଉପକଣ୍ଠରେ ରହିଥିବା ବିଜୁ ପଟ୍ଟନାୟକ ପାର୍କ ରାସ୍ତାଦେଇ ଅଗ୍ନିଶମ ବିଭାଗର କର୍ମଚାରୀ ବ୍ରଜ ମହାନ୍ତି ଏବଂ ଜଗନ୍ନାଥ ମହାନ୍ତି ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ବିଶାଳ ବରଗଛ ହଠାତ୍ ପଡିଯାଇଥିଲା ।

ଫଳରେ ସ୍କୁଟି ଭାଙ୍ଗି ଚୁରମାର ହୋଇଯିବା ସହ ବ୍ରଜ ମହାନ୍ତି ଗଛ ତଳେ ଚାପି ହୋଇ ରହି ଯାଇଥିଲେ । ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛକୁ କଟାଯାଇ ବ୍ରଜ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ଜଗନ୍ନାଥ ମହାନ୍ତିଙ୍କର କୌଣସି କ୍ଷତି ହୋଇଥିବା ବେଳେ ବ୍ରଜ ମହାନ୍ତିଙ୍କ ଦୁଇଟି ଗୋଡ ଭାଙ୍ଗିଯିବା ସହ ସ୍କୁଟି ଭାଙ୍ଗି ଚୁରମାର ହୋଇଯାଇଛି ।

ଉଦ୍ଧାର ପରେ ଅଗ୍ନିଶମ ବିଭାଗର କର୍ମଚାରୀ ବ୍ରଜ ମହାନ୍ତିଙ୍କୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ତେବେ କିନ୍ତୁ ପରେ ଦୁହିଁଙ୍କ ର ମୃତ୍ୟୁ ଘଟିଛି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *