ଶ୍ରୀକ୍ଷେତ୍ରର ରଥ ଚକାରେ ପିଟିହେଲା ବ୍ଯାଟେରୀ ଗାଡି, ଏପରି ଘଟଣାରେ ଅସନ୍ତୋଷ ଜାହିର କଲେ ପୁରୀ ସେବାୟତ ! ଶୁଣନ୍ତୁ କଣ କହିଲେ ପୁରୀ ସେବାୟତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରଥ ଚକାରେ ପିଟି ହୋଇଗଲା ବ୍ଯାଟେରୀ ଗାଡି ! ତେବେ ଖବର ଅନୁଯାଇ ଆଗାମୀ ସମୟରେ ପୁରୀରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଟିତ ହେବା ପାଇଁ ଯାଉଛି । ସେଥିପାଇଁ ଅକ୍ଷିତୃତୀୟା ଠାରୁ ପୁରୀ ଜଗନ୍ନାଥ ମନ୍ଦିରର ସାମ୍ନାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ରଥ ଚକାରେ ଆସି ହଟାତ ଗୋଟିଏ ବ୍ୟାଟେରୀ ଗାଡି ପିଟି ହୋଇଯାଇଥିଲା ।

ତେବେ ବ୍ଯାଟେରୀ ଗାଡି ଚଳଉଥିବା ଡ୍ରାଇଭରଙ୍କଆର ଅମାନିଆପଣ ଡ୍ରାଇଭିଙ୍ଗ ଯୋଗୁ ଏପରି ହୋଇଛି ବୋଲି ଖବର ଉଠୁଛି । ତେବେ ବ୍ଯାଟେରୀ ଚଳିତ ଗାଡିଟିର ଡ୍ରାଇଭର ନିଜର ଅସନ୍ତୁଳିତ ଡ୍ରାଇଭିଙ୍ଗ କାରଣରୁ ସିଧା ଆଣି ଗାଡିଟିକୁ ରଥରେ ପିଟି ଦେଇଥିଲେ । ଏହାପରେ ଘଟଣା ସ୍ତଳରେ ପୁରୀ ସେବାୟତ, ପୋଲିସ ଓ ଅନ୍ୟାନ୍ୟ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ଯାହା ପରେ ଭଗବାନ ଜଗନ୍ନାଥଙ୍କ କାର୍ଯ୍ୟରେ ଏପରି ହେଳା ଦେଖି ପୁରୀ ସେବାୟତ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଉ କହିଛନ୍ତି ରାସ୍ତାରେ ଯଦି ସମସ୍ତ ଗାଡି ଶ୍ରୁଙ୍ଖଳିତ ଭାବରେ ଚଳାଇ ଯାଆନ୍ତେ । ତେବେ ଏଭଳି କିଛି ପରିସ୍ଥିତି ସାମ୍ନାକୁ ଆସିନଥାନ୍ତା । ହେଲେ ଡ୍ରାଇଭର ମାନଙ୍କ ବେପରୱା ଗୁଣର କାରଣ ଯୋଗୁ ସେ ନିଜର ଡ୍ରାଇଭିଙ୍ଗ ଉପରେ କଣ୍ଟ୍ରୋଲ ରଖି ପାରୁନାହାନ୍ତି । ତେବେ ଏପରି ଭାବରେ ପୁରୀ ଜଗନ୍ନାଥଙ୍କ ରଥର ଚକାରେ ବ୍ଯାଟେରୀ ଗାଡିର ମାଡ ଦେଖି ଏହାକୁ ନେଇ ପୁରୀ ସେବାୟତ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ରଥଚକାରେ ବ୍ଯାଟେରୀ ଗାଡିର ଧକ୍କା ହେବା ପରେ ଗାଡିର ଆଗ କାଚ ଭାଙ୍ଗି ଯାଇଛି ।

ତେବେ ଘଟଣା ସ୍ତଳରେ ରଥ ଅଖର କି ଡ୍ରାଇଭରଙ୍କର କିଛି ମଧ୍ୟ କ୍ଷତି ହୋଇନାହିଁ । ହେଲେ ଏପରି ଯେପରି ଅନ୍ୟ କୌଣସି ଡ୍ରାଇଭର ଭାଇ ଆଗାମୀ ସମୟରେ ନକରନ୍ତୁ ବୋଲି ପୋଲିସ ଏନୃ କିଛି ପଦକ୍ଷେପ ନିଅନ୍ତୁ ବୋଲି ପୁରୀ ସେବାୟତଙ୍କ ମତ ରହୁଛି । ତେବେ ଆଗାମୀ ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ଯାତ୍ରା ବା ରଥ ଯାତ୍ରା ହେବା ପାଇଁ ଯାଉଛି ।

ତେବେ ପୁରୀରେ ସମସ୍ତ କାର୍ଯ୍ୟ ଶ୍ରୁଙ୍ଖଳିତ ଭାବେ କିପରି ହେବ ସେ ନେଇ ପୋଲିସ ଅଧିକ ସଚେତନ ରହିବା ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆଗକୁ ଏହିଭଳି ଖବର ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *