Rani Mukerji ଙ୍କ ସହିତ Govinda ଙ୍କୁ ଏକ ଫ୍ଲାଟରେ ଅର୍ଦ୍ଧନ-ଗ୍ନ ଅବସ୍ଥାରେ ଧରିଥିଲେ ପତ୍ନୀ Sunita Ahuja, ତା’ ପରେ ଯାହା ହେଲା ଶୁଣିଲେ ମୁଣ୍ଡରେ ହାତ ଦେବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ କୁ ବେଶ ଭଲ ଭାବରେ ଜାଣିଥିବେ । ତେବେ ଆମ ବଲିଉଡ କୁ ମାୟା ର ନଗରୀ ମଧ୍ୟ କୁହାଯାଏ ଏହାର ସବୁ ଆଡେ ଚର୍ଚ୍ଚା ମଧ୍ୟ ଲାଗି ରହିଥାଏ ସେ ଦେଶ ହେଉ କିମ୍ବା ବିଦେଶ ସବୁଠି ବଲିଉଡ ର ଯାଦୁ ରହିଛି । ତେବେ ଆମର ଏହି ବଲିଉଡ଼ ରେ ଅନେକ ମହାନ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ର ପ୍ରତିଭା ତଥା ଯାଦୁ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ।

ତେବେ ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ରାଣୀ ମୁଖାର୍ଜୀ । ତେବେ ରାଣୀ ଙ୍କୁ କିଏ ନ ଜାଣେ ସେ ବଲିଉଡ ଜଗତରେ ରାଜା କି ଆୟେଗି ବରାତ୍, ହେଲୋ ବ୍ରଦର୍, ହଦ୍ କର୍‌ଦି ଆପ୍‌ନେ, କଭି ଖୁସି କଭି ଗମ୍, ପ୍ୟାର୍ ଦିୱାନା ହୋତା ହୈ ଆଦି ଅନେକ ସିନେମା ରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ରାଣୀ ନିଜର ପ୍ରେମ ସମ୍ପର୍କ କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ସେ ଗୋବିନ୍ଦା ଙ୍କ ସହ ନିଜ ପ୍ରେମ କୁ ନେଇ ବେଶ ଚର୍ଚ୍ଚା ରେ ରହିଥିଲେ ।

ତେବେ ଗୋଟିଏ ସମୟ ଏପରି ଥିଲା ଯେତେବେଳେ ରାଣୀ ମୁଖାର୍ଜୀ ଏବଂ ଗୋବିନ୍ଦା ଦୁହେଁ ଦୁହିଁଙ୍କୁ ଖୁବ୍ ପସନ୍ଦ କରୁଥିଲେ । ତେବେ ଦୁହେଁ ହଦ କରଦି ଆପନେ ଫିଲ୍ମ ସେଟ ରୁ ଭେଟ ହୋଇଥିଲେ । ତେବେ ଗୋବିନ୍ଦା ଙ୍କ ବ୍ୟବହାର ରାଣୀ ଙ୍କୁ ବହୁତ ପସନ୍ଦ ଆସିଥିଲା । ଏହା ସହ ଗୋବିନ୍ଦା ମଧ୍ୟ ରାଣୀ ଙ୍କ ର ଛୋଟ ବଡ଼ ସବୁ ଜିନିଷ ର ଦେଖାଶୁଣା ମଧ୍ୟ କରୁଥିଲେ । ତେବେ ଗୋବିନ୍ଦା ରାଣୀ ମୁଖାର୍ଜୀଙ୍କୁ ଅନେକ ଦାମୀ ଗିଫ୍ଟ ମଧ୍ୟ ଦେଇଥିଲେ ।


ତେବେ ମିଡ଼ିଆ ସୂତ୍ର ରୁ ଗୋବିନ୍ଦା ଦିନେ ରାଣୀ ଙ୍କ ଘରକୁ ଯାଇଥିଲେ ଏବଂ ଜଣେ ଫୋଟୋ ଗ୍ରାଫର ରାଣୀ ଙ୍କ ଘରକୁ ଆସିଥିଲା ତେବେ ତାକୁ ଦେଖି ଗୋବିନ୍ଦା ହଡ଼ବଡ଼ି ଏବଂ ଅର୍ଦ୍ଧନ-ଗନ ଅବସ୍ଥା ଥିବାର ଦେଖା ଦେଇଥିଲେ । ତେବେ ଏହି ଖବର ଚାରିଆଡେ ପ୍ରକାଶିତ ମଧ୍ୟ ହୋଇଗଲା । ତେବେ ଯେତେବେଳେ ଏହି ଖବର ଗୋବିନ୍ଦାଙ୍କ ସ୍ତ୍ରୀଙ୍କୁ ଜଣା ପଡ଼ିଲା ତାଙ୍କ ସ୍ତ୍ରୀ ରାଗି ଯାଇଥିଲେ । ଏହାପରେ ଗୋବିନ୍ଦାଙ୍କ ପତ୍ନୀ ଘର ଛାଡ଼ି ନିଜ ପିଲାଙ୍କ ସହିତ ଚାଲିଗଲେ ଏବଂ ପରେ ଗୋବିନ୍ଦା ଙ୍କୁ ରାଣୀ ଙ୍କ ଠାରୁ ଦୂରେଇ ଯିବାକୁ କହିଲେ ।


ତେବେ ଗୋବିନ୍ଦା ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ମହତ୍ଵ ଦେଇଥିଲେ । ଏଥିପାଇଁ ସେ ରାଣୀ ମୁଖାର୍ଜୀଙ୍କ ସହିତ ବ୍ରେକ୍ ଅପ୍ କରିଥିଲେ । ଏହା ପରେ ରାଣୀ ମୁଖାର୍ଜୀ ୨୦୧୪ରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିଲେ । ବର୍ତ୍ତମାନ ରାଣୀ ମୁଖାର୍ଜୀ ନିଜ ସ୍ଵାମୀଙ୍କ ସହିତ ସୁଖରେ ଜୀବନ ଅତିବାହିତ କରୁଛନ୍ତି । ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *