Raimohan ଙ୍କ ମୁହଁରୁ ତାଙ୍କ ଲଭଷ୍ଟୋରି ! କହିବା ବେଳେ ଲାଜେଇ ଗଲେ ସ୍ତ୍ରୀ, ଦେଖନ୍ତୁ Video 

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରଶୀଥ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ରାଇମୋହନ ନିଜ ଲଭ ଷ୍ଟୋରି ବିଷୟରେ କହୁଛନ୍ତି ଆଉ ପାଖରେ ବସିଛନ୍ତି ତାଙ୍କ ସ୍ତ୍ରୀ । ରାଇମୋହନ କହୁଛନ୍ତି-‘ମୁଁ କଲେଜ ଟାଇମରେ ପ୍ରପୋଜ କରିଥିଲି । ସେତେବେଳେ ମୋତେ ସମସ୍ତେ ଡରନ୍ତି । ସେ କଲେଜରେ ଏକ ଟେବୁଲ ଉପରେ ବସିଥିଲେ ମୁଁ କହିଲି ଓ ମ୍ୟାଡମ ଟେବୁଲଟା ପଢିବା ପାଇଁ ହେଇଛି ବସିବା ପାଇଁ ନୁହେଁ । ସେ କହିଲେ ତମର କଣ ଗଲା ।

ଏ କଥା ଶୁଣି ମୋତେ ଟିକେ କଷ୍ଟ ହେଲା ବାଧିଲା ମୁଁ ଟିକେ ଜୋରରେ ପାଟି କରି କହିଦେଲି ସେ କାନ୍ଦିକି ପଳେଇଲେ । କଲେଜ ଆସିଲେନି ମୁଁ ଖୋଜି ଖୋଜି ତାଙ୍କ ଘରକୁ ଗଲି । ମୁଁ ତାଙ୍କୁ ଭୁଲ ମାଗିଲି ଭୁଲ ମାଗି ଆସିବା ପରେ ଆସ୍ତେ ଆସ୍ତେ କଥାବାର୍ତ୍ତା ଆରମ୍ଭ ହେଲା । ମୋତେ ବଦମାସ ବୋଲି କଲେଜରେ ସବୁ ଜାଣିଥିଲେ । କିଛି ଦିନ ପରେ ମୁଁ ତାଙ୍କୁ କହିଲି ମୁଁ ତମକୁ ଭଲ ପାଏ ।

ତା ପରେ ସେ ଟିକେ ଟାଇମ ନେଲେ ଧୀରେ ଧୀରେ ଭଲ ପାଇବା ଆରମ୍ଭ ହେଲା । ଏହା ପରେ ଆମେ ବାହା ହେଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓଡିଆ ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ନିଜର ପ୍ରେମ କାହାଣୀ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *