Ollywood ର ଲୋକପ୍ରିୟ ଆକ୍ଟର Raimohan Parida ମୃତ୍ୟୁ ପରେ ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରଶୀଥ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତୟଆ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତୟଆ କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଇମୋହନଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଜନ୍ମ 10 ଜୁଲାଇ 1963 ମସିହାରେ ହୋଇଥିଲା । ତାଙ୍କର ଜନ୍ମ କେନ୍ଦୁଝରର ଉଦୟପୁରରେ ହୋଇଥିଲା । ସେ ମାତ୍ର 57 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ସେ ନିଜ ସ୍କୁଲ ପାଠ ପଢା ଶେଷ କରିବା ପାଇଁ ଉତ୍କଳ ସଙ୍ଗୀତ ଶିକ୍ଷାନୁଷ୍ଠାନରେ ଜ୍ଞାନ ଗ୍ରହଣ କରିଥିଲେ ।

ବନ୍ଧୁଗଣ ରାଇମୋହନଙ୍କ ସ୍ତ୍ରୀଙ୍କ ନାମ ହେଉଛି ପ୍ରମଜିତା ପରିଡା । ରାଇମୋହନ ପ୍ରେମ ବିବାହ କରିଥିଲେ । ଉଭୟ 1986 ମସିହାରେ ପ୍ରେମ ବିବାହ କରିଥିଲେ । ରାଇମୋହନ ଓଡିଆ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଅସ୍ରୁ ମୋଚନଙ୍କ ସହ ତାରିଣୀ ଗଣନାଟ୍ୟରେ କାମ କରୁଥିଲେ । ସେ ଗଣନାଟ୍ୟରେ ଖଳନାୟକ ଭୂମିକାରେ କାମ କରୁଥିଲେ ଆଉ ଏହା ପରେ ସେ ଗଙ୍ଗଶିଉଳି ଫିଲ୍ମରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ଏହା ପରେ ସେ 70ଟି ଓଡିଆ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରି ଆସିଛନ୍ତି ।

ବନ୍ଧୁଗଣ ରାଇମୋହନଙ୍କର ଦୁଇଟି ଝିଅ ଅଛନ୍ତି ଆଉ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ରାଇମୋହନ ଅଧିକ ଧନୀ ହୋଇଥିଲେ ମଧ୍ୟ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି । ରାଇମୋହନ ଗୋଟେ ଫିଲ୍ମ କରିବା ପାଇଁ 4-5 ଲକ୍ଷ ଟଙ୍କା ଚାର୍ଜ କରନ୍ତି । ସେ ଗୋଟେ ବିଜ୍ଞାପନ କରିବା ପାଇଁ 25-30 ହଜାର ଟଙ୍କା ନିଅନ୍ତି । ବନ୍ଧୁଗଣ ତାଙ୍କର ଏକ ବଡ ଆଲିଶାନ ଘର, ଦୁଇଟି ବାଇକ ଓ ଗୋଟେ କାର ଅଛି । ତାଙ୍କର ମୋଟ ସମ୍ପତ୍ତି 40-50 ଲକ୍ଷ ଟଙ୍କା ଅଛି ।

Leave a Reply

Your email address will not be published. Required fields are marked *