କମେଡି କିଙ୍ଗ Papu Pom Pom ଙ୍କ ରଜ ଧମାକା, ଏମିତି ଗାଇଲେ ‘କୁଞ୍ଚୁ କୁଞ୍ଚିଆ ବାଳ’ ମଞ୍ଚ ଦୁଲୁକିଲା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପପୁ ପମ ପମଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ପପୁ ଜଣେ ଅଭିନେତା ହେବା ସହ ଜଣେ ଗାୟକ ବି ଅଟନ୍ତି ଆଉ ଜଣେ ନିର୍ଦ୍ଦେଶକ ବି ଅଟନ୍ତି । ପପୁ ଅନେକ ଗୀତ ଗାଇଛନ୍ତି ଯାହା ସୁପର ହିଟ ହୋଇଛି । ତେବେ ଆସିବା ଦିନରୁ ପପୁ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପପୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ବନ୍ଧୁଗଣ ପପୁ ଫିଲ୍ମ କରିବା ସହ ଅନେକ ସ୍ଟେଜ ସୋ ବି କରନ୍ତି ।

ଦର୍ଶକ ମାନଙ୍କୁ ତାଙ୍କ କମେଡି ଓ ତାଙ୍କ ଗୀତ ବହୁତ ଭଲ ଲାଗେ । ତା ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ପପୁଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ପପୁଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପପୁଙ୍କ ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କ ମାଇଣ୍ଡ ଫ୍ରେସ ହେଇଯିବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ରଜରେ ପପୁ ଏକ ସ୍ଟେଜ ସୋ କରିଥିଲେ । ସେହି ସ୍ଟେଜ ସୋରେ ପପୁ ନିଜ ଜବରଦସ୍ତ କମେଡିରେ ଦର୍ଶକ ମାନଙ୍କ ମନ ଜିତିବା ସହ ଅତି ସୁନ୍ଦର ଦୂନର ଗୀତ ବି ଗାଇଥିଲେ । ଫ୍ୟାନ୍ସ ମାନେ ତାଙ୍କର ଏହି ଭିଡିଓକୁ ବେସ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପପୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *