Heavy Rain Alert: 5 ଦିନ ଧରି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା IMD

ବନ୍ଧୁଗଣ ଏବେ ଖରା ଦିନ ଶେଷ ହୋଇଯାଇଛି ଆଉ ବର୍ଷା ଦିନ ଆରମ୍ଭ ହୋଇଯାଇଛି । ଗତ ତିନି ଦିନ ହେବ ରାଜ୍ୟରେ ବର୍ଷା ହେବାକୁ ଲାଗିଛି । ବନ୍ଧୁଗଣ ଏ ବର୍ଷ ଗ୍ରୀଷ୍ମ ପ୍ରଭାବ ବହୁତ ଅଧିକ ଥିଲା ଆଉ ଲୋକମାନେ ବର୍ଷା ହେବାର ଆଶା ନେଇ ବସିଥିଲେ । ତେଣୁ ବନ୍ଧୁଗଣ ଏବେ ବର୍ଷା ହେବାରୁ ଲୋକ ମାନଙ୍କୁ ବହୁତ ଆଶ୍ଵସ୍ତି ମିଳୁଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମ ଅଗ୍ରସର ନେଇ ବାଟ ଫିଟାଉଚି ପ୍ରାକ ମୌସୁମୀ ବର୍ଷା । ଆଜି ଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏ ସମୟରେ ପ୍ରବଳ ବର୍ଷା ୭ରୁ ୧୧ ସେଣ୍ଟିମିଟର ଓ ଅତି ପ୍ରବଳ ବର୍ଷା ୧୧ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । ଆଗମି ଦୁଇରୁ ତିନି ଦିନ ମଧ୍ୟରେ ଓଡିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା କହିଛି ପାଣିପାଗ ବିଭାଗ । ଆଜି ପାଇଁ ୬ଟି ଜିଲ୍ଲା ତଥା କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଦେଇଛି ପାଣିପାଗ କେନ୍ଦ୍ର ।

୧୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ଜୁନ୧ ରୁ ବର୍ତ୍ତମାନ ସୁଧା ରାଜ୍ୟରେ ସ୍ଵାଭାବିକ ଭାବରେ ୫୭ ପ୍ରତିଶତ କମ ବର୍ଷା ହେଇଛି । ଜୁନ ୧୪ ତାରିଖ ଭିତରେ ସ୍ଵାଭାବିକ ଠାରୁ ୮୦ ପ୍ରତିଶତ ତିନି ଘଣ୍ଟିଆ ବର୍ଷା ହୋଇଥିଲା । ତେବେ ଗତ ୪ ଦିନରେ ଅଧିକ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି । ତେଣୁ ବନ୍ଧୁଗଣ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମ ଅଗ୍ରସର ନେଇ ବାଟ ଫିଟାଉଛି ପ୍ରାକ ମୌସୁମୀ ବର୍ଷା ।

ଆଜି ଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *