ଓଡିଆ ସିରିଏଲ ର Top 10 ହୀରୋ ମାନଙ୍କ ସ୍ତ୍ରୀ ଦେଖିବାକୁ କେମିତି ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଓଲିଉଡ ଜଗତ ର କିଛି ନାମୀ ଦାମୀ ଅଭିନେତା ମାନଙ୍କ ର ଜୀଵନ ସାଥୀ ଙ୍କ ବିଷୟରେ ଜାଣିନେବା ।

୧ ପ୍ରଥମ ରେ ହେଉଛନ୍ତି ଲିକୁନ ଚୌଧୁରୀ । ତେବେ ଲିକୁନ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ସେ ଅନେକ ଧାରାବାହିକରେ ଅଭିନୟ ମଧ୍ୟ କରିଛନ୍ତି । ତେବେ ସେ ସିନ୍ଦୁର ବିନ୍ଦୁ ଧରାବାହିକ ରେ ମୁଖ୍ୟ ଚରିତ୍ରରେ ନଜର ମଧ୍ୟ ଆସିଥିଲେ । ତେବେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ଭଲ ମଧ୍ୟ ପାଆନ୍ତି । ତେବେ ଏହି ଫୋଟୋ ରେ ଆପଣ ଲିକୁନ ଙ୍କ ସ୍ତ୍ରୀ ଙ୍କୁ ଦେଖି ପାରିବେ ତେବେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।


୨ ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ଅରବିନ୍ଦ । ତେବେ ଅରବିନ୍ଦ ଙ୍କୁ ଆପଣ ମାନେ ଜେଜେମାଆ ଧାରାବାହିକ ରେ ଲିଡ଼ ରୋଲ ରେ ଦେଖିଥିବେ ତେବେ ସେ ସେଥିରେ ବହୁତ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି ତେବେ ଏହା ଛଡା ସେ ଆହୁରି ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି । ତେବେ ସେ ଗତବର୍ଷ ହିଁ ବିବାହ କରିଥିଲେ ଅଭିନେତ୍ରୀ ଜ୍ୟାକଲିନ ଙ୍କୁ । ତେବେ ଦୁହିଁଙ୍କ ଯୋଡି କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରନ୍ତି ।


୩ ତୃତୀୟ ରେ ହେଉଛନ୍ତି ରାଜୁ । ତେବେ ଜୀଵନ ସାଥି ଧାରାବାହିକ ରେ ଆପଣ ରାଜୁଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ । ସେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଥିଲେ । ତେବେ ସେ ବର୍ତ୍ତମାନ କିଛି ସିନେମା ରେ ମଧ୍ୟ ନଜର ଆସିଛନ୍ତି । ତେବେ ସେ ଏହି ଧାରାବାହିକ ରେ ଅଭିନୟ କରିଥିବା ଭୌରବି ଚରିତ୍ର ରେ ଥିବା ଅଭିନେତ୍ରୀ ଙ୍କୁ ସେ ବିବାହ କରିଛନ୍ତି ।


୪ ଚତୁର୍ଥ ରେ ହେଉଛନ୍ତି ତୁଷାର । ତେବେ ଆପଣ ତୋ ଅଗଣାରେ ତୁଳସୀ ମୁଁ ଧାରାବାହିକ ରେ ତୁଷାର ଙ୍କ ସୁନ୍ଦର ଅଭିନୟ କୁ ଦେଖିଥିବେ ତେବେ ସେ ଚନ୍ଦନ ନାମରେ ମଧ୍ୟ ବେଶ ପରିଚିତ । ତେବେ ସେ ଆହୁରି ଅନେକ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି ତେବେ ସେ ବିବାହ କରିଛନ୍ତି ଅଭିନେତ୍ରୀ ମାହି ଙ୍କୁ ଏବଂ ଦୁହିଁଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି ।


୫ ପଞ୍ଚମ ରେ ହେଉଛନ୍ତି ସୁକାନ୍ତ ରଥ । ତେବେ ଆପଣ ମାନେ ସୁକାନ୍ତ ଙ୍କ ର ଅନେକ ଧାରାବାହିକ ଏବଂ ଅନେକ ସିନେମା ଦେଖିଥିବେ ସେ ବହୁତ ଚମତ୍କାର ପ୍ରଦର୍ଶନ ମଧ୍ୟ କରନ୍ତି । ତେବେ ଏହି ଫୋଟୋ ରେ ଆପଣ ସୁକାନ୍ତ ଙ୍କ ସ୍ତ୍ରୀ ଙ୍କୁ ଦେଖି ପାରୁଥିବେ ।


୬ ଷଷ୍ଠ ରେ ହେଉଛନ୍ତି ଶୁଭାଶିଷ । ତେବେ ଆପଣ ଶୁଭାଶିଷ କିମ୍ବା ମଣ୍ଟୁ ଙ୍କୁ ଅନେକ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ସ୍ୱାଭିମାନ ଧାରାବାହିକ ରେ ସେ ନିଜର କୋଆର୍ଟିଷ୍ଟ ଅନିଶା ଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କ ଯୋଡ଼ି ମଧ୍ୟ ବହୁତ ଲୋକପ୍ରିୟ ଅଟେ ।


୭ ସପ୍ତମ ରେ ହେଉଛନ୍ତି ସୁଜିତ । ତେବେ ସୁଜିତ ଙ୍କୁ ଆପଣ ମାନେ ଅନେକ ଧାରାବାହିକ ରେ ଏବଂ ସିନେମା ରେ ଦେଖିଥିବେ ତାଛଡା ସେ ଅନେକ ରିୟାଲିଟି ଶୋ ରେ ମଧ୍ୟ ସେ ଉପସ୍ଥାପନା କରିଥାନ୍ତି ତେବେ ସେ ଗତବର୍ଷ ବିବାହ କରିଥିଲେ ଏହି ଫୋଟୋ ରେ ତାଙ୍କ ସ୍ତ୍ରୀ ଙ୍କୁ ଆପଣ ଦେଖି ପାରିବେ ।


୮ ଅଷ୍ଟମ ରେ ହେଉଛନ୍ତି ଅମର ଚୀନଚାଂ । ତେବେ ଅମର ଙ୍କୁ ଆପଣ ମାନେ ଆଦି ନାମରେ ମଧ୍ୟ ଜାଣିଥିବେ । ତେବେ ସେ ବର୍ତ୍ତମାନ ଝିଲି ଧାରାବାହିକ ରେ ମଧ୍ୟ ମୁଖ୍ୟ ଭୂମିକା ରେ ନଜର ଆସିଛନ୍ତି ତେବେ ସେ ଅଭିନେତ୍ରୀ ଜେସି ଙ୍କୁ ଭଲ ପାଉଛନ୍ତି ଏବଂ ଖୁବ ଶୀଘ୍ର ବିବାହ ମଧ୍ୟ କରିବେ ।


୯ନବମ ରେ ହେଉଛନ୍ତି ସନ୍ଦୀପ । ତେବେ ସନ୍ଦୀପ ଙ୍କୁ ଆପଣ ମାନେ ନକରାତ୍ମକ ଏବଂ ସକରାତ୍ମକ ଉଭୟ ଚରିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ସେ କିଛି ସିନେମା ରେ ମଧ୍ୟ ନଜର ଆସିଛନ୍ତି ତେବେ ଏହି ଫୋଟୋ ରେ ଆପଣ ମାନେ ତାଙ୍କ ସ୍ତ୍ରୀ ଙ୍କୁ ଦେଖି ପାରିବେ ।


୧୦ ଦଶମ ରେ ହେଉଛନ୍ତି ଅଶ୍ୱିନୀ । ତେବେ ଅଶ୍ୱିନୀ ଙ୍କୁ ଆପଣ ମାନେ ଧାରାବାହିକ ତାରା ତାରିଣୀ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବାର ଦେଖିଥିବେ ତେବେ ସେ ଅନେକ ସିନେମା ରେ ମଧ୍ୟ ନଜର ଆସିଛନ୍ତି । ଆପଣ ମାନେ ଏହି ଫୋଟୋ ରେ ତାଙ୍କ ସ୍ତ୍ରୀ ଙ୍କୁ ଦେଖି ପାରୁଥିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *