ଦହି ସହିତ ଭୁଲରେ ବି ଖାଆନ୍ତୁ ନାହିଁ ଏହି 7 ଟି ଜିନିଷ, ଡାକ୍ତର ବି କିଛି କରି ପାରିବେନି ! (Health Tips)

ନମସ୍କାର ବନ୍ଧୁଗଣ ତେବେ ଆୟୁର୍ବେଦିକ ରେ ଏମିତି ବହୁତ ଜିନିଷ ଅଛି ଯାହାକୁ ଆପଣ ଏକା ସମୟରେ ଏବଂ ଏକାଠି ଖାଇବା ଉଚିତ ନୁହେଁ । ଆପଣ ଏକାଠି ଖାଇବା ଦ୍ବାରା ଆପଣଙ୍କ ମୁଁହ ରେ ଧଳା ଧଳା ଦାଗ ପଡିଯାଇଥାଏ । ଛଉ ଆଦି ଦେଖାଯାଇଥାଏ । ଆପଣଙ୍କ ର ଦେହ ର କୌଣସି ଅଙ୍ଗ କୁ ଫୁଲାଇ ମଧ୍ୟ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ କେଉଁ ଜିନିଷ ଦହି ସହିତ ଖାଇବା ଉଚିତ ନୁହେଁ ।

ତେବେ ଆପଣଙ୍କୁ କେବେବି ଭୁଲ ରେ ଦହି ସହିତ ତରଭୁଜ ଖାଇବା ଉଚିତ ନୁହେଁ । କାରଣ ଆପଣ ଏହାକୁ ମିଶାଇ ଖାଇବା ଦ୍ବାରା ଏହା ଆପଣଙ୍କ କୌଣସି ବି ଅଙ୍ଗ କୁ ଫୁଲାଇ ଦେଇଥାଏ ଏବଂ ଆପଣଙ୍କ ଫୁଲିବା ଆରମ୍ଭ ହୋଇଯାଇଥାଏ । ତେଣୁ ଆପଣମାନେ ଧ୍ୟାନ ରଖନ୍ତୁ କେବେ ବି ଭୁଲ ରେ ଆପଣ ଦହି ସହିତ ତରଭୁଜ ମିଶାଇ ନ ଖାଇବା ପାଇଁ । ଦହି ଖାଇବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦୟାକରି ତରଭୁଜ ଖାଇବେ ନାହିଁ ।

ଆପଣ କେବେ ବି ଭୁଲ ରେ ମାଛ ସହିତ ଦହି କୁ ସେବନ କରିବେ ନାହିଁ । ଏହା ଖାଇବା ଦ୍ବାରା ଆପଣଙ୍କ ମୁଁହ ରେ ଧଳା ଧଳା ଦାଗ ସବୁ ହୋଇଯାଇଥାଏ । ଏହା ଆପଣଙ୍କ ମୁଁହ ରେ ଛଉ ପରି ସବୁ ସୃଷ୍ଟି କରିଦେବ । ତେଣୁ ଭୁଲ ରେ ବି ଦହି ଏବଂ କ୍ଷୀର ସହ ମାଛ କୁ ବିଲକୁଲ ବି ଖାଇବା ଉଚିତ ନୁହେଁ । ଯେଉଁମାନଙ୍କୁ ମଧୁମେହ ର ରୋଗ ଅଛି କିମ୍ବା ଯେଉଁମାନଙ୍କ ର ମୋଟାପଣ ର ସମସ୍ୟା ରହିଛି ସେମାନେ ଦୟାକରି ଭୁଲ ରେ ବି ଦହି ସହିତ ଚିନି ଖାଇବା ଉଚିତ ନୁହେଁ ।

ତେବେ ଚିନି ରେ ବହୁତ ପରିମାଣ ରେ କ୍ୟାଲୋରିଜ଼ ରହିଥାଏ ଏବଂ ତାହା ବହୁତ ମିଠା ଥାଏ । ତେଣୁ ଚିନି କୁ ଦହି ସହିତ ମିଶାଇ ଖାଇବା ଦ୍ବାରା ଆପଣଙ୍କ ର ମଧୁମେହ ରୋଗ ଏବଂ ମୋଟପଣ ବଢ଼ିଥାଏ । ଯାହା ଆପଣଙ୍କ ଶରୀର ପାଇଁ ବିଲକୁଲ ବି ଉପଯୁକ୍ତ ନୁହେଁ । ତେଣୁ ମନ ରଖନ୍ତୁ ଆପଣଙ୍କୁ ଦହି ସହ ଚିନି କୁ ଖାଇବା ଉଚିତ ନୁହେଁ । ଆଜ୍ଞା ହଁ ଲେମ୍ବୁ କୁ କେବେ ବି ଦହି ସହିତ ମିଶାଇ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ର ଏସିଡିଟି ଦେଖାଯାଇଥାଏ ।

ଏହା ଛଡା ଆପଣ ଦହି ସହିତ କେବେ ବି ଥଣ୍ଡା ପାନୀୟ ପିଇବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ର ବାନ୍ତି ମଧ୍ୟ ହୋଇପାରେ । ତେଣୁ ଏହି ସବୁ ଛୋଟ ଛୋଟ ଜିନିଷ ଗୁଡିକର ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ । ଆପଣଙ୍କୁ ଦହି ସହ ଲବଙ୍ଗ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ଛଡା ଆପଣ ଦହି ଏବଂ କ୍ଷୀର କୁ ମିଶାଇ ପିଇବା ଉଚିତ ନୁହେଁ । ଏହାଦ୍ବାରା ଆପଣ ଙ୍କ ପେଟରେ ଥିବା କ୍ଷୀର ମଧ୍ୟ ଦହି ହୋଇଯିବ । ତେଣୁ ଏହି ସବୁ ଛୋଟ ଜିନିଷ ର ଧ୍ୟାନ ରଖନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *