ନିଜ ଅଜବ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଲେ Priyanka Chopra, ଯେମିତି ସେମିତି କରି ବଞ୍ଚେଇଲେ ଇଜ୍ଜତ, Photo ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ବଲିଉଡ ଓ ହଲିଉଡ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି  ପ୍ରିୟଙ୍କା ଚୋପ୍ରା । ବନ୍ଧୁଗଣ ଆପଣ ମାନେ ସମସ୍ତେ  ପ୍ରିୟଙ୍କା ଚୋପ୍ରାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ନିଜ ସୁନ୍ଦରତା ଓ ଅଭିନୟ ପାଇଁ  ପ୍ରିୟଙ୍କା ସବୁବେଳେ ଚର୍ଚାରେ ରୁହନ୍ତି ।  ପ୍ରିୟଙ୍କା ହଲିଉଡ ସିଙ୍ଗର ନିକ ଜୋନାଶଙ୍କ ସହ ବିବାହ କରି ବର୍ତ୍ତମାନ ବିଦେଶରେ ରହୁଛନ୍ତି । ଆସିବା ଦିନରୁ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଅପଲୋଡ କରନ୍ତି ଓ ତାଙ୍କର ସବୁ ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ ।

ବନ୍ଧୁଗଣ  ପ୍ରିୟଙ୍କା ନିଜ ଡ୍ରେସ ପାଇଁ ଅନେକ ଥର ଲଜ୍ଜିତ ମଧ୍ୟ ହୋଇଛନ୍ତି । କେବଳ  ପ୍ରିୟଙ୍କା ନୁହେଁ ବଲିଉଡର ଅନ୍ୟ କେତେକ ଅଭିନେତ୍ରୀ ମାନେ ମଧ୍ୟ ନିଜ ଷ୍ଟାଇଲିସ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି । ପ୍ରିୟଙ୍କା ଅନେକ ଥର ତାଙ୍କ ଡ୍ରେସ ପାଇଁ ଚର୍ଚାରେ ଆସିଥାନ୍ତି ଓ ବିବାଦରେ ରହିଥାନ୍ତି । ଗତ କିଛି ସମୟ ହେବ  ପ୍ରିୟଙ୍କାଙ୍କ ଏକ ଲୁକ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଫଟୋରେ  ପ୍ରିୟଙ୍କା ଟ୍ରାନ୍ସପେରେଣ୍ଟ ଡ୍ରେସ ପିନ୍ଧି ଥିବାର ନଜର ଆସୁଛନ୍ତି ।

ପ୍ରିୟଙ୍କା ଏହି ଡ୍ରେସ ପିନ୍ଧି ଲଜ୍ଜିତ ହୋଇଛନ୍ତି କାରଣ ଏହି ଡ୍ରେସରେ ତାଙ୍କ ଶରୀରର କିଛି ମୁଖ୍ୟ ଅଙ୍ଗ ନଜର ଆସୁଥିଲା । ସୋସିଆଲ ମିଡିଆରେ  ପ୍ରିୟଙ୍କାଙ୍କୁ ବହୁତ ମାତ୍ରାରେ ତାଙ୍କ ଡ୍ରେସ ପାଇଁ ଟ୍ରୋଲିଙ୍ଗ କରୁଛନ୍ତି ଲୋକମାନେ । ଫଟୋରେ ସଫା ଜଣା ପଡିଯାଉଛି  ପ୍ରିୟଙ୍କା ନିଜ ହେଣ୍ଡ ବ୍ୟାଗ ଦ୍ଵାରା ନିଜ ଶରୀରକୁ ଲୁଚାଇ ଛନ୍ତି । ମିଡିଆ ସାମ୍ନାରେ  ପ୍ରିୟଙ୍କା ଲଜ୍ଜିତ ଅନୁଭବ କରିଥିବାର ଜଣା ପଡିଯାଉଛି । ବନ୍ଧୁଗଣ ଏହା ପୂର୍ବରୁ ମଧ୍ୟ  ପ୍ରିୟଙ୍କା ଅନେକ ଥର ଲଜ୍ଜିତ ହୋଇଛନ୍ତି ।

ଗତ କିଛି ଦିନ ତଳେ  ପ୍ରିୟଙ୍କା ନିଜ ସ୍ଵାମୀଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଅପଲୋଡ କରିଥିଲେ । ଏହି ଫଟୋରେ  ପ୍ରିୟଙ୍କା ବିକିନି ପିନ୍ଧି ଥିଲେ । ଫଟୋରେ  ପ୍ରିୟଙ୍କା ନିଜ ସ୍ଵାମୀ ନିକ ଜୋନାଶଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଲୋକମାନେ ଏହି ଫଟୋ ଦେଖି  ପ୍ରିୟଙ୍କାଙ୍କୁ ବହୁତ ଟ୍ରୋଲ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଓ ହଲିଉଡ ଅଭିନେତ୍ରୀ  ପ୍ରିୟଙ୍କା ଚୋପ୍ରା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *