Top 10 ଓଡିଆ ଲୋକପ୍ରିୟ ହିରୋଇନ ଯେଉଁମାନେ ମା’ ହେବା ପରେ ସିରିଏଲ ରୁ ଦୂରେଇ ଯାଇଛନ୍ତି, 6 ନଂ Actress ଥିଲେ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଆ ଟିଭି ସିରିଆଲ ହେଉ ଅଥବା ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଅନେକ ପରିଚିତ ଅଭିନେତ୍ରୀ ଅଭିନୟ କରିବା ନଜର ରେ ଆସୁ ନାହାନ୍ତି।ଏହି ଅଭିନେତ୍ରୀ ମାନେ ବେଶ ପ୍ରସିଦ୍ଧ ଏବଂ ଲୋକପ୍ରିୟ ମଧ୍ୟ ଅଟନ୍ତି। କିନ୍ତୁ ବାସ୍ତବ ଜୀବନ ରେ ମାଆ ହେବା ପରେ ଏହି ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରୀ ରୁ ସମ୍ପୂର୍ଣ୍ଣ ରୂପରେ ଦୁରେଇ ଯାଇଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ।ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ।ବର୍ତ୍ତମାନ ଏହି ଅଭିନେତ୍ରୀ ମାଆ ହେବା ପରେ ସଂପୂର୍ଣ୍ଣ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉପାସନା। ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ‘ମାନିନୀ’ ଧାରାବାହିକ ରେ ମୁଖ୍ୟ ଚରିତ୍ର ରୂପରେ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ମାଆ ହେବା ପରେ ଉପାସନା ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି ଓ ନିଜ ପରିବାର ସହିତ ସମୟ ବିତାଉଛନ୍ତି।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଇପ୍ସିତା। ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଆଲବମ୍ ଓ ଧାରାବାହିକ ରେ ଦେଖିଥିବେ। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ମାଆ ହେବା ପରେ ଏକ ପ୍ରକାର ଅଭିନୟ କ୍ଷେତ୍ରରୁ ଦୁରେଇ ଯାଇଛନ୍ତି।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବିଦୁସ୍ମିତା। ଏହି ଅଭିନେତ୍ରୀ ଙ୍କୁ ଆପଣ ଅନେକ ରିଆଲିଟି ସୋ ଓ ସିନେମା ରେ ଦେଖିଥିବେ। ବର୍ତ୍ତମାନ ମାଆ ହେବା ପରେ ବିଦୁସ୍ମିତା ନିଜ ଝିଅ ଙ୍କ ସହିତ ସମୟ ବିତାଉଛନ୍ତି।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆମେଲି ପଣ୍ଡା। ଆମେଲି ଙ୍କୁ ଆପଣ ମାନେ ଅନେକ ଆଲବମ୍ ଓ ଫିଲ୍ମ ରେ ଦେଖିଥିବେ।ବିବାହ ପରେ ଏହି ଅଭିନେତ୍ରୀ ଅଭିନୟ ଦୁନିଆ ରୁ ଦୁରେଇ ଯାଇଥିଲେ ଏବଂ ବର୍ତ୍ତମାନ ତାଙ୍କର ଗୋଟିଏ ଛୋଟ ଝିଅ ଅଛି।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରଚନା ବ୍ୟାନର୍ଜି। ଏହି ଅଭିନେତ୍ରୀ ଙ୍କୁ ଅନେକ ସୁପରହିଟ ଫିଲ୍ମ ରେ ଦେଖିବାକୁ ମିଳିଛି। କିନ୍ତୁ ମାଆ ହେବା ପରେ ଏହି ଅଭିନେତ୍ରୀ ଅଭିନୟ କ୍ଷେତ୍ରରେ ଦୂରତା ରଖିଛନ୍ତି।


୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର। ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ। କିନ୍ତୁ ବର୍ତ୍ତମାନ ମାଆ ହେବା ପରେ ଏହି ଅଭିନେତ୍ରୀ ଙ୍କୁ ଫିଲ୍ମ ରେ ଦେଖିବାକୁ ମିଳୁନାହିଁ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମାମା ମିଶ୍ର। ଆପଣ ମାନେ ତ ଜାଣିଥିବେ ଯେ ଏହି ଅଭିନେତ୍ରୀ ସିଦ୍ଧାନ୍ତ ଙ୍କୁ ବିବାହ କରିଛନ୍ତି। ବିବାହ ପରେ ମାଆ ହୋଇସାରିବା ପରେ ଅଭିନେତ୍ରୀ ମାମା ମିଶ୍ର ସମ୍ପୂର୍ଣ୍ଣ ଭାବରେ ଅଭିନୟ ଦୁନିଆ ରୁ ଦୂରରେ ଅଛନ୍ତି।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମୋନାଲିସା। ମୋନାଲିସା ଙ୍କୁ ଆପଣ ମାନେ ଅନେକ ଆଲବମ୍ ରେ ଦେଖିଥିବେ।ମାଆ ହେବା ପରେ ଏହି ଅଭିନେତ୍ରୀ କ୍ୟାମେରା ଠାରୁ ଦୂରରେ ରହୁଛନ୍ତି।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଉତ୍ପଳା।ଏହି ଅଭିନେତ୍ରୀ ଙ୍କୁ ମଧ୍ୟ ଆପଣ ମାନେ ଅନେକ ଟିଭି ସୋ ଓ ଆଲବମ୍ ରେ ଦେଖିଥିବେ। ଉତ୍ପଳା ମଧ୍ୟ ମାଆ ହେବା ପରେ ଅଭିନୟ କ୍ଷେତ୍ର ତଥା କ୍ୟାମେରା ଠାରୁ ଦୂରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *