‘ତାରକ ମେହତା’ Actress Munmun Dutta ଯୌନ ଶୋଷଣକୁ ନେଇ ବଖାଣିଲେ ନିଜର ଦୁଃଖ, କହିଲେ ’ମାତ୍ର 13 ବର୍ଷର ଥିଲି ଓ ତା’ର ହାତ ମୋ ପ୍ଯାଣ୍ଟ ଭିତରେ ଥିଲା…’

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଅଭିନେତ୍ରୀ ମୁନମୁନ ଦତ୍ତଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମୁମୁନମୁନଙ୍କୁ ଆପଣ ମାନେ ହିନ୍ଦୀ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଓଲୋଟା ଚଷମା’ରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲରେ କାମ କରି ମୁନମୁନ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମୁନମୁନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।


ତେବେ ଗତ କିଛି ଦିନ ହେବ ମୁନମୁନ କିଛି ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ମୁନମୁନ ଦତ୍ତ ଏକ ପୋଷ୍ଟ ମାଧ୍ୟମରେ ନିଜ ଖରାପ ଅନୁଭୃତି ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ମୁନମୁନ ନିଜ ପୋଷ୍ଟରେ କଣ ଲେଖିଛନ୍ତି ଆସନ୍ତୁ ଜାଣିବା । ମୁନମୁନ ସେହି ପୋଷ୍ଟରେ ଲେଖିଛନ୍ତି- ‘ମୁ ଆଶ୍ଚର୍ଯ୍ୟ ଅଛି ଯେ କିଛି ଭଲ ପୁରୁଷ ସେହି ମହିଳାଙ୍କ ସଂଖ୍ୟାକୁ ଦେଖି ସ୍ତବ୍ଦ ଅଛନ୍ତି ଯେଉଁ ମାନେ ବାହାରକୁ ଆସି ନିଜ #metoo ଅନୁଭୃତି ବିଷୟରେ କହିଛନ୍ତି ।

ତେବେ ଆଗକୁ ମୁନମୁନ ଲେଖିଛନ୍ତି- ‘ଏ ଖରାପ କାମ ଆପଣଙ୍କ ଭଉଣୀ, ଝିଅ, ଭଉଣୀ, ମା ଓ ଆପଣଙ୍କ ଚାକରାଣୀ ସହ ହେଉଛି । ତାଙ୍କ ବିଶ୍ଵାସ ଜିତିକି ତାଙ୍କୁ ପଚାରନ୍ତୁ ଓ ଆପଣ ତାଙ୍କ ଜବାବରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆପଣ ତାଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ’ । ତରକ ମେହେତା ସୋର ମୁନମୁନ ଦତ୍ତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଲମ୍ବା ପୋଷ୍ଟ କରି କହିଛନ୍ତି ସେ କେମିତି ଯୌଔନ ଶୋଓଷଣର ଶିକାର ହୋଇଥିଲେ’ ।


ତେବେ ଆଗକୁ ମୁନମୁନ ଲେଖିଛନ୍ତି- ‘ଯେତେବେଳେ ମୁ ଛୋଟ ଥିଲି ସେତେବେଳେ ମୁ ମୋର ପଡୋଶୀ ଅଙ୍କଲଙ୍କ ନଜର ଦେଖି ବହୁତ ଡରୁ ଥିଲି । ଯେବେବି ମଉକା ମିଳେ ସେ ମୋତେ ରାଗିକି ଅନାନ୍ତି ଓ ଧମକ ଦିଅନ୍ତି ଯେ ଏ କଥା କାହାକୁ କହିବୁନି । ମୋର ବଡ ସମ୍ପର୍କୀୟ କେବେ ମୋତେ ଝିଅ ପରିକା ଦେଖନ୍ତି ନାହିଁ । ହସ୍ପିଟାଲରେ ଜନ୍ମ ହେବା ବେଳେ ଯେଉଁ ମଣିଷ ମତେ ଦେଖିଥିଲା ମୁ ୧୩ ବର୍ଷର ହେବା ପରେ ସେ ମୋ ଶରୀରକୁ ଛୁଇଁବା ପାଇଁ ଇଛା କରିଥିଲା ।

ମୋର ଟ୍ୟୁସନ ଟିଚର ଯିଏ ମୋ ପ୍ୟାଣ୍ଟରେ ହାତ ପୁରାଇ ଥିଲା । ଅନ୍ୟ କେତେକ ଟିଚର ବି ଅଛନ୍ତି ଯେଉଁ ମାନେ ଝିଅ ମାନଙ୍କ ବ୍ରା ଟାଣନ୍ତି ଓ ଏମିତି ମଧ୍ୟ ଟିଚର ଅଛନ୍ତି ଯେଉଁ ମାନେ ଝିଅଙ୍କ ସ୍ତନରେ ଚାପୁଡା ମାରନ୍ତି । ଆଗକୁ ମୁନମୁନ କହିଛନ୍ତି-‘ଆପଣଙ୍କ ସହ କଣ ଏ ସବୁ ଖରାପ କମ ହୋଇଛି ଓ ଆପଣ କାହାକୁ କହିପାରୁ ନାହାନ୍ତି । ଆପଣଙ୍କୁ ବହୁତ କଷ୍ଟ ହେଉଥିଲେ ମଧ୍ୟ ଆପଣ ନିଜ ମା ବାପାଙ୍କୁ କିଛି କହିପାରୁ ନଥିବେ’ ।


ଏହି ସବୁ ଘୃଣ୍ୟ ଭାବନାକୁ ନିଜ ମନରୁ କାଢିବା ପାଇଁ ତାଙ୍କୁ ବହୁତ ବର୍ଷ ଲାଗିଛି । ଏହି ପୋଷ୍ଟରେ ମୁନମୁନ ଯୌଔନ ଶୋଓଷଣ ବିଷୟରେ କହିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *