ମୃତ୍ୟୁ ପରେ ନିଜ ପରିବାର ପାଇଁ Mihir Das ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମିହିର ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଜଣେ ଏଭଳି କଳାକାର ଅଟନ୍ତି ଯିଏ ସବୁବେଳେ ଫିଲ୍ମ ଦୁନିଆ ର ନାୟକ ଏବଂ ଖଳନାୟକ ରୂପରେ ଦେଖିବା ପାଇଁ ମିଳିଥାନ୍ତି । ଯେମିତି ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅମିତାବ ବଚ୍ଚନ ଅଟନ୍ତି ଠିକ ସେହିପରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମିହିର ଦାସ ଅଟନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜି ଏହି ବରିଷ୍ଠ ଅଭିନେତା ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ମିହିର ଦାସ ଙ୍କ ପରିବାର ଏବଂ ସମ୍ପୂର୍ଣ୍ଣ ସମ୍ପତ୍ତି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଡ଼ିଆ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ଜନ୍ମଭୂମି ହେଉଛି ବାରିପଦା ଜିଲ୍ଲା ରେ । ବର୍ତ୍ତମାନ ସମୟରେ ସେ କଟକ ର ସିଡିଏ ରେ ରହୁଥିଲେ ।

ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସଙ୍ଗୀତା ଦାସ ଏବଂ ତାଙ୍କ ପୁଅ ଙ୍କ ନାମ ହେଉଛି ଅମ୍ଳାନ ଦାସ ଅଟେ । ତାଙ୍କ ପତ୍ନୀ ଜଣେ ଗାୟିକା ଥିଲେ । ଖୁବ କମ ବୟସ ରେ ତାଙ୍କର ପରଲୋକ ହୋଇଯାଇଥିଲା । ମିହିର ଦାସ ୧୯୮୦ ମସିହାରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ତାଙ୍କ ଦ୍ୱାରା ଅଭିନୀତ ପ୍ରଥମ ଫିଲ୍ମ ଥିଲା ‘ରାମାୟଣ’ ।

ନିଜର ଫିଲ୍ମ କ୍ୟାରିଅର ରେ ମିହିର ଦାସ ୧୫୦ ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୫ ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର କଟକ ରେ ଗୋଟିଏ ଭଲ ଘର ସହିତ କାର୍ ମଧ୍ୟ ରହିଛି ।

ଏହି ଅଭିନେତା ଙ୍କ ସମୁଦାୟ ସମ୍ପତ୍ତି ସମ୍ବନ୍ଧରେ ଯଦି କହିବା ତେବେ ଅନୁମାନ କରାଯାଏ ଯେ, ତାଙ୍କର ମୋଟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ହେଉଛି ୩୦ ରୁ ୩୫ କୋଟି ଟଙ୍କା । ତେବେ ଆପଣ ମାନଙ୍କୁ ଅଭିନେତା ମିହିର ଦାସ ଏବଂ ତାଙ୍କ ଦ୍ୱାରା ଅଭିନୀତ ଫିଲ୍ମ ଗୁଡ଼ିକ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *