Mihir Das ଙ୍କ ମୃତ୍ୟୁ ଖବର ଶୁଣି ଭୋ-ଭୋ ହେଇ କାନ୍ଦି ପକେଇଲେ Rai Mohan, କହିଲେ ‘ତୁମେ ବହୁତ…’ ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ ଦୁଃଖଦ ଘଟଣା ଆସି ପହଞ୍ଚିଛି । ତାହା ହେଉଛି ଅଭିନେତା “ମିହିର ଦାସ” ଆଉ ଏ ଦୁନିଆରେ ନାହାଁନ୍ତି । ଏହାକୁ ନେଇ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରୀ ରେ ବର୍ତ୍ତମାନ ଶୋକ ର ଛାୟା ଖେଳିଯାଇଛି । ଏହାକୁ ନେଇ “ରାଇ ମୋହନ” ମର୍ମାହାତ ହୋଇ କହିଛନ୍ତି ଯେ, ସେହିଭଳି ମଣିଷ ଆଉ ଜନ୍ମ ହେବ ନାହିଁ କି ସେହିଭଳି ଅଭିନେତା ଆଉ ଜନ୍ମ ହେବ ନାହିଁ ।

ଏକ ହଜାର ବର୍ଷ ପରେ ଏହିଭଳି ମନୁଷ୍ୟ ଜନ୍ମ ନେଇଥିଲେ । ମାତ୍ର ତାଙ୍କ ଗୁଣ କୁ ଯେତେ ବଖାଣିଲେ ମଧ୍ୟ ତାହା ଶେଷ ହେବ ନାହିଁ । ମାତ୍ର ମୁଁ ତାକୁ ସିନା ଭାଇ ଡାକୁଥିଲେ, ମୋ ଠାରୁ ସେ ତିନି ଚାରି ବର୍ଷ ବଡ ବୋଲି । କିନ୍ତୁ ସେ ମୋତେ ଯେଉଁଠାରେ ଦେଖେ ସାଙ୍ଗ ବୋଲି ଡାକିଥାଏ । ମାତ୍ର ବିଧିର ବିଧାନ ଏହା ସମସ୍ତେ ଦିନେ ନା ଦିନେ କାମ ସାରି ଆର ପାରିକୁ ଯିବେ ।

ମାତ୍ର ସେ ଆଜି ଆମ୍ଭକୁ ଛାଡି ଚାଲି ଯାଇଛନ୍ତି । ଆଉ ଆମ୍ଭେ ମାତ୍ର କିଛି ଲୋକ ଅଛୁ ସେ ଦିନର । ଆକୁ କ’ଣ ହେବ ? କ’ଣ ନ ହେବ ତାହା କେହି ଜାଣି ନାହାନ୍ତି । ମାତ୍ର ମିହିର ଭାଇ ବହୁତ ଖୁସି ମିଞ୍ଜାସ ର ଲୋକେ ଥିଲେ । ଖୁସି ନ ହେଲେ ମଧ୍ୟ ଗର୍ବ ର ସହିତ କହୁଛି ଯେ ଭଲରେ ମିହିର ଦାସ ଆର ପାରି କୁ ଚାଲିଗଲେ । ଏଣୁ ମିହିର ଦାସ ଅମର ରହେ ।

ମାତ୍ର ମିହିର ଦାସ ଭଳି କଳାକୃତି ଆଉ କେଉଁଟି ଜନ୍ମ ନେବ ନାହିଁ । ମାତ୍ର ତାଙ୍କ ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ କିନ୍ତୁ ତାଙ୍କ ଗୁଣ ସରିବ ନାହିଁ । ଏହିଭଳି କିଛି କଥା କହି ଅଭିନେତା ରାଇମୋହନ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସତରେ ଅଭିନେତା ମିହିର ଦାସ ଙ୍କ ପରଲୋକ ବର୍ତ୍ତମାନ ସାରା ଓଡିଶା ବାସୀ ଙ୍କ ନିମନ୍ତେ ଏକ ଅପୂରଣୀୟ କ୍ଷତି ଅଟେ ।

 

ତାକୁ ଆଉ କେହି ପୂରଣ କରି ପାରିବେ ନାହିଁ । ସାରା ଓଡିଶା ବାସୀ ଙ୍କ ତରଫରୁ ଅଭିନେତା ମିହିର ଦାସ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *