ନିଜ ବଡ଼ ଝିଅ ପୁଜାଙ୍କୁ ହିଁ କାହିଁକି ବିବାହ କରିବାକୁ ଚାହୁଁଥିଲେ Mahesh Bhatt, କରି ସାରିଛନ୍ତି ଲିପ ଲକ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ର ଫିଲ୍ମ ଡାୟରେକ୍ଟର ଓ ୯୦ ଦଶକର ଅଭିନେତ୍ରୀ ପୂଜା ଭଟ୍ଟ ବର୍ତ୍ତମାନ ୫୦ ବର୍ଷର ହୋଇ ଯାଇଛନ୍ତି । ୨୪ ଫେବ୍ରୁଆରି ୧୯୭୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ପୂଜା ଭଟ୍ଟ ନିଜର କ୍ଯାରିୟର ଆରମ୍ଭ କରିବା ଦିନ ଠାରୁ ହିଁ ବିବାଦରେ ରହି ଆସୁଛନ୍ତି । କେତେବେଳେ ନିଜର ଅଫେୟାରକୁ ନେଇ ତ କେତେବେଳେ ମ୍ୟାଗାଜିନରେ ନିଜର ଫଟୋସୁଟକୁ ନେଇ ସେ ବିବାଦରେ ରହିଥାନ୍ତି । ସେ ନିଜର ପିତା ମହେଶ ଭଟ୍ଟଙ୍କୁ ନେଇ ବି ବିବାଦରେ ରହି ସାରିଛନ୍ତି ।

ତେବେ ଗୋଟିଏ ମ୍ୟାଗାଜିନର କଭର ପେଜରେ ଦୁଇ ଜଣଙ୍କ ବୋଲ୍ଡ ଫଟୋ ଛପି ଥିଲା । ଏହି ଫଟୋରେ ପୂଜା ଭଟ୍ଟ ନିଜର ପିତାଙ୍କୁ ଓଠରେ କିସ କରୁଥିବାର ନଜର ଆସୁଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ବହୁତ ହଙ୍ଗାମା ହୋଇଥିଲା । ଏତିକି ନୁହେଁ ଗୋଟିଏ ଇଣ୍ଟରଭିୟୁରେ ମେହଶ ଭଟ୍ଟ କହିଥିଲେ କି ପୂଜା ଭଟ୍ଟଙ୍କୁ ସେ ବିବାହ କାରିବାକୁ ଚାହୁଁଛନ୍ତି । ଏହିଭଳି ଘଟଣା ପରେ ମହେଶ ଭଟ୍ଟଙ୍କ ଘରୁ ବାହାରିବା ବହୁତ କଷ୍ଟକର ହୋଇ ଯାଇ ଥିଲା ।

ତେବେ ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଲେ । ତେବେ ଯାଇ ମାମଲା ଶାନ୍ତ ହେଲା । କହିଦେଉଛୁ କି ୧୭ ବର୍ଷ ବୟସରେ ବଲୀଉଡରେ ଡେବ୍ୟୁ କରିଥିବା ମହେଶ ଭଟ୍ଟଙ୍କ ଝିଅକୁ ୧୬ ବର୍ଷ ବୟସରେ ହିଁ ମଦ ନିଶା ଲାଗି ଯାଇ ଥିଲା । ପୁଣି କିଛି ସମୟ ପରେ ପୂଜା ମଦ ଛାଡି ଦେଲେ । ପିତା ମହେଶ ଭଟ୍ଟଙ୍କ ଗୋଟିଏ କଥା ପୂଜାଙ୍କୁ ତାଙ୍କର ଭୁଲ ବିଷୟରେ ଅନୁଭବ କରାଇ ଦେଲା ।

ତେବେ ସେ କହିଲେ କି ଯଦି ତୁମେ ମୋତେ ଭଲ ପାଉଛ, ତେବେ ନିଜକୁ ବି ଭଲ ପାଇବା ଶିଖ କାରଣ ମୁଁ ନିଜକୁ ତୁମେ ଭିତରେ ଦେଖିଥାଏ । କେବଳ ତାଙ୍କର ଏହି କଥାରେ ପୂଜା ବଦଳି ଗଲେ । ୨୦୧୬ରେ ପୂଜା ମଦ ଛାଡିବା ପାଇଁ ନିଷ୍ପତି ନେଲେ । ପୂଜାଙ୍କ ଅଫେୟାର ବିଷୟରେ କହିବା ତେବେ ପୂଜା ଅଭିନେତା ରଣବୀର ଶୌରୀଙ୍କ ସହିତ ରିଲେଶନଶିପରେ ଥିଲେ ।ଦୁଇ ଜଣ ବହୁତ ବର୍ଷ ପର୍ଯ୍ୟନ୍ତ ଲିଭ ଇନରେ ରହିବା ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ତେବେ ଦୁଇ ଜଣ ଅଲଗା ହୋଇଗଲେ ।

୨୦୦୩ରେ ପୂଜା ମନୀଷ ମଖିଜାଙ୍କୁ ବିବାହ କରିଲେ । ଦୁଇ ଜଣଙ୍କ ବିବାହ ୧୧ ବର୍ଷ ପର୍ଯ୍ୟନ୍ତ ଚାଲିଲା ଓ ଦୁଇ ଜଣ ପରସ୍ପର ଠାରୁ ଛାଡପତ୍ର ନେଇ ଗଲେ । ପୂଜା ନିଜର ଫିଲ୍ମି କ୍ଯାରିୟର ରେ ‘ସଡ଼କ’, ‘ଜାନମ’, ‘ଗୁନହଗାର’, ‘ହମ ଦୋନୋଂ’, ‘ଅଂଗରକ୍ଷକ’, ‘ଚାହତ’, ‘ତମନ୍ନା’, ‘ବର୍ଡର’, ‘ଜଖ଼୍ମ’ ଭଳି ଫିଲ୍ମରେ କାମ କରିଛନ୍ତି । ଯଦି ତାଙ୍କର ଭଉଣୀ ଆଲିଆ ଭଟ୍ଟଙ୍କ ବିଷୟରେ କହିବୁ ତେବେ ସେ ବି ସବୁବେଳେ ନିଜର ଫିଲ୍ମ ଓ ଅଫେୟାରକୁ ନେଇ ଚର୍ଚ୍ଚା ରେ ରହିଥାନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *