ମୋର ସମସ୍ତ ପରିବାର ବାଧ୍ୟ କରୁଛନ୍ତି ସେକେଣ୍ଡ ମ୍ୟାରେଜ ପାଇଁ ..କେତେ ଦିନ ପାଇଁ ଜଣଙ୍କୁ ଭଲ ପାଇହେବ ? ଦେଖନ୍ତୁ ନିଜର ଦ୍ଵିତୀୟ ବିବାହକୁ ନେଇ କଣ କହିଲେ Bidyashree

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବିଦ୍ୟାଶ୍ରୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସେ ହେଉଛନ୍ତି ସମାଜସେବୀ ସ୍ୱର୍ଗତଃ ଆଦିତ୍ୟ ଙ୍କ ସ୍ତ୍ରୀ । ତେବେ ସେ ସବୁବେଳେ ମିଡ଼ିଆ ରେ ଚର୍ଚ୍ଚାର ପାତ୍ର ହୋଇ ରୁହନ୍ତି । ତେବେ ବର୍ତ୍ତମାନ ଫୁଣି ଥରେ ସେ ଚର୍ଚ୍ଚା କୁ ଆସି ଯାଇଛନ୍ତି । ତେବେ ଆସନ୍ତୁ ଶୁଣିନେବା ସେ କଣ କହୁଛନ୍ତି ମିଡ଼ିଆ କୁ । ତେବେ ବିଦ୍ୟାଶ୍ରୀ ଙ୍କୁ ମିଡ଼ିଆ ଵାଲା ପ୍ରଶ୍ନ କରିଥିଲେ କି କଣ ସେ ଦ୍ଵିତୀୟ ବିବାହ କରିବେ? କିମ୍ବା ଏ ବିଷୟରେ ସେ କିଛି ଭାବିଛନ୍ତି କି ନାହିଁ?

ତେବେ ଏହାର ଉତ୍ତର ରେ ବିଦ୍ୟାଶ୍ରୀ କହିଥିଲେ କି ପ୍ରେମ କଣ ଯେତେବେଳେ ଯାଏ ଗୋଟିଏ ମଣିଷ ବଂଚିଛି ଏବଂ ଆପଣ ତାକୁ ଭଲ ପାଇବା ଦେଉଛନ୍ତି ସେ ମଧ୍ୟ ଆପଣ ଙ୍କୁ ଭଲ ପାଇବା ପ୍ରଦାନ କରୁଛି । ସେ ଆପଣ ଙ୍କୁ ଆଇ ଲଭ ୟୁ କହୁଛି ଆପଣ ମଧ୍ୟ କହୁଛନ୍ତି । ତେବେ କଣ କେବଳ ଯେପର୍ଯ୍ୟନ୍ତ ସେହି ମଣିଷ ଟି ବଂଚିକି ରହିଛି ସେପର୍ଯ୍ୟନ୍ତ ହିଁ ପ୍ରେମ ରହିବ ସେ ଚାଲିଗଲା ପରେ ସେ ପ୍ରେମ କଣ ରହିବ ନାହିଁ ।

ତେବେ ମୋର ଯିଏ ଶୁଭ ଚିନ୍ତକ ମୋ ସମ୍ପର୍କୀୟ ମାନେ ମଧ୍ୟ ମୋ ଦ୍ଵିତୀୟ ବିବାହ ବିଷୟରେ ପ୍ରଶ୍ନ କରନ୍ତି । ତେବେ ମୁଭ ଅନ କରିବାଟା କିଛି ଖରାପ ନୁହେଁ । ଆପଣ ନିଶ୍ଚିତ ଭାବରେ ସେହି ପରିସ୍ଥିତି ରୁ ମୁଭଅନ କରି ପାରିବେ । ତେବେ କିନ୍ତୁ ମୋ ଜୀବନରେ ଆଦିତ୍ୟଙ୍କ ର ଯେଉଁ ସ୍ଥାନ ରହିଛି ସେହି ସ୍ଥାନ ଆଉ କାହାକୁ ଦେବା ମୋ ପାଇଁ କଷ୍ଟ କର ଅଟେ ତେଣୁ ମୁଁ ସାରା ଜୀବନ ଆଦିତ୍ୟ ଙ୍କୁ ହିଁ ଭଲ ପାଇବି ।

ତେବେ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଭୁବନେଶ୍ୱରର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ଆଦିତ୍ୟ ଦାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖାଯାଇଥିଲା । ଆଦିତ୍ୟଙ୍କ ସହ ଏହାର ମାତ୍ର ମାସକ ତଳେ ବିବାହ କରିଥିବା ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଏହା ଏକ ହତୟଆ ।

ଏହି ଘଟଣାର ତଦନ୍ତ ପ୍ରଥମେ ସରକାରୀ ରେଳ ପୋଲିସ ଓ ତା’ ପରେ ରାଜ୍ୟ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ କରିଥିଲା । ଗତ ମାସ କ୍ରାଇମ୍‌ ବ୍ରାଞ୍ଚ ସ୍ପଷ୍ଟ କରିଥିଲା ଯେ ଆଦିତ୍ୟଙ୍କ ମୃତ୍ୟୁ ଏକ ଆତ୍ମହତୟଆ ଥିଲା । ହେଲେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମାତାପିତା ଏହା ଏକ ହତୟଆ ବୋଲି ଦାବି କରି ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *