‘ବରା ପିଆଜି ଦୋକାନରେ ସେଦିନ ସେ ମତେ…’ ନିଜ Love ଷ୍ଟୋରି ବିଷୟରେ କିଛି ଏମିତି କହିଲେ Harapriya, ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ବେସ ଚର୍ଚ୍ଚିତ ରାହୁଲ ଏବଂ ହରପ୍ରିୟା ଯୋଡି ଙ୍କୁ ତ ଆପଣ ମାନେ ଜାଣିଥିବେ । ତେବେ କଣ କହୁଛନ୍ତି ହରପ୍ରିୟା ନିଜ ପ୍ରେମ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ହରପ୍ରିୟା କହିଛନ୍ତି ଯେ ସେ ରାହୁଲ କୁ ୨ ବର୍ଷ ହେଲା ଜାଣିଛନ୍ତି । ଯେତେବେଳେ ହରପ୍ରିୟା ଯୁକ୍ତ ୩ ପଢୁଥିଲେ ସେତେବେଳେ ରାହୁଲ ଡିପ୍ଲୋମା କରୁଥିଲେ । ଉଭୟଙ୍କ ଦେଖା ଗାଁ ରେ ହିଁ ସାଙ୍ଗ ସାଥି ଙ୍କ ଗହଣରେ ବୁଲୁଥିବା ସମୟରେ ହୋଇଥିଲା ।

ବରା ପିଆଜି ଦୋକାନ ପଡିଥାଏ ରାହୁଲ ଖାଇବା ପାଇଁ ସେଠାକୁ ଜାଆନ୍ତି । ହରପ୍ରିୟା ଏବଂ ତାଙ୍କ ସାଙ୍ଗ ମାନେ ମଧ୍ୟ ସେଠାରେ ଖାଆନ୍ତି ଏବଂ ପାଖାପାଖି ରହୁ ରହୁ ଚିହ୍ନାପର୍ଚ ହୋଇଗଲା । ରାହୁଲ ହରପ୍ରିୟା ଙ୍କୁ ପଚାରିଲେ ତମେ କିଏ ? ତମ ଘର କଊଠି ? ଏହାପରେ ରାହୁଲ କହିଥିଲେ ଯେ ମୁଁ ମଧ୍ୟ ସେଠାକୁ ଯାଉଛି । ଏଭଳି କଥାବାର୍ତ୍ତା ହେଉ ହେଉ ନମ୍ବର ଦିଆନିଆ ହେଲା ।

ମାତ୍ର ହରପ୍ରିୟା କହିଛନ୍ତି ଯେ ବିଶେଷ କିଛି ନମ୍ବର ରେ ଆମ୍ଭେ କଥାବାର୍ତ୍ତା ହେଇ ନଥିଲୁ । ଉଭୟ ପ୍ରଥମେ ଇଂଷ୍ଟାଗ୍ରାମ ରେ କଥାବାର୍ତ୍ତା ହେଲେ । ଇଂଷ୍ଟାଗ୍ରାମ ରେ ସେ ଗୋଟିଏ ଫେକ ଆଇଡି ଖୋଲି ହରପ୍ରିୟା ରାହୁଲ ଙ୍କ ସହିତ ଚାଟିଙ୍ଗ କରିଥିଲେ । ଏହାପରେ ହରପ୍ରିୟ ରାହୁଲ ଙ୍କ ମନରେ କ’ଣ ଅଛି ଜାଣିବା ପାଇଁ ଫେକ ଆଇଡି ରେ ରାହୁଲ ଙ୍କ ସହିତ ଚାଟ କରୁଥିଲେ ।

ରାହୁଲ କହିଥିଲେ ଯେ ମୁଁ ଏହି ଗାଁ ର ଗୋଟିଏ ଝିଅ କୁ ଭଲପାଉଛି କିନ୍ତୁ ଡର ଲାଗୁଛି କେମିତି କହିବି ତାକୁ ? ଏହାପରେ ହରପ୍ରିୟା ରାହୁଲ ଙ୍କ ସାହାସ ଦେଲେ କହିଲେ ଯେ ନା ନା ସେ ଝିଅ କିଛି କହିବନି, ସେ ଝିଅ ହଁ କହିପାରେ । ଏହାପରେ ରାହୁଲ ହରପ୍ରିୟା ଙ୍କୁ କହିଥିଲେ ଯେ ନା ନା ମୁଁ କହିବିନି କହିଲେ ସେ କ’ଣ ଭାବିବ ଅ ମାରିବା କି କ’ଣ ମତେ ?

ହରପ୍ରିୟା ଙ୍କ ମନରେ ଆସିଥିଲା ଯେ ସମସ୍ତ କଥା ରାହୁଲ ଙ୍କୁ କହିଦେବେ ଯେ ସେହି ଝିଅଟି ହରପ୍ରିୟା ନିଜେ କିନ୍ତୁ କିଛି ଦିନ ଗଲା ପରେ ରାହୁଲ ଯାଇ ହରପ୍ରିୟା କୁ ପ୍ରୋପୋଜ କରିବା ପରେ ହରପ୍ରିୟା କହିୟଥିଲେ ଯେ ସେ ଚାଟିଙ୍ଗ ବାଲା ଝିଅଟି ମୁଁ ନିଜେ ଥିଲି ଏବଂ ଆମ୍ଭେ ସାଙ୍ଗ ହେଇ ରହିବା ଏ ସବୁ ଭଲ ନୁହେଁ ।

କିନ୍ତୁ ହରପ୍ରିୟା ଙ୍କ ମନରେ ରାହୁଲ ଙ୍କ ପ୍ରତି ପ୍ରେମ ଥିଲା, ଧୀରେ ଧୀରେ ଏହିଭଳି ଉଭୟଙ୍କ ପ୍ରେମ ଆଗକୁ ବଢିଲା ଏବଂ ଆଜି ଉଭୟ ସ୍ଵାମୀ ସ୍ତ୍ରୀ ଭାବରେ ପରିଚିତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *