ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ପଢିଛନ୍ତି ଆପଣଙ୍କର ଅତି ପ୍ରିୟ Tarang ଟିଭିର ଅଭିନେତ୍ରୀ ମାନେ ?

ନମସ୍କାର ବନ୍ଧୁଗଣ ଆମେ ମାନେ ସମସ୍ତେ ଟିଭି ଦେଖୁ ଏବଂ ସିନେମା ହେଉ କିମ୍ବା ଧାରାବାହିକ ସେ ସବୁ ମଧ୍ୟ ଦେଖିଥାଉ । ତେବେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ଶିକ୍ଷା ଗତ ଯୋଗ୍ୟତା କେତେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଜାସ୍ମିନ ରଥ । ତେବେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାୟା ଧାରାବାହିକ ରେ ରୁଦ୍ରୀ ଭାବରେ ଜାଣିଥିବେ ତେବେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ସେ ପ୍ରଭୁଜି ଇଂରାଜୀ ମିଡିୟମ ସ୍କୁଲ ରେ ପାଠ ପଢ଼ିଛନ୍ତି ଏବଂ ଗ୍ରାଜୁଏସନ ଶେଷ କରିଛନ୍ତି ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସୁମନ ପଟନାୟକ । ତେବେ ତାରିଣୀ ଆଖିର ତାରା ଧାରାବାହିକ ରେ ତାରିଣୀ ଭୂମିକା ରେ ଆପଣ ସୁମନ ଙ୍କୁ ଦେଖିଥିବେ ଏବଂ ସେ ବର୍ତ୍ତମାନ ଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ । ତେବେ ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟେଗ୍ରାଲ ଏଜୁକେସନ ରେ ବି ଟେକ କରିଛନ୍ତି ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଶୁଶ୍ରୀ ସୁଭାସିନୀ । ତେବେ ସେ ଧାରାବାହିକ ମଙ୍ଗଳା ଚରଣ ଧାରାବାହିକ ରେ ମଙ୍ଗଳା ଭୂମିକା ରେ ନଜର ଆସିଛନ୍ତି ତେବେ ସେ ଅତି କମ ସମୟରେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି ତେବେ ସେ ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଏବଂ ଏଜୁକେସନ ରେ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ନିଲାଖି ପାତ୍ର । ତେବେ ସେ ଧାରାବାହିକ ସିନ୍ଦୂର ର ଅଧିକାର ଭୂମିକା ରେ ନଜର ଆସିଛନ୍ତି ଇତି ଭୂମିକାରେ ତେବେ ସେ ଲୋକ ମାନଙ୍କ ର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ତେବେ ସେ ବର୍ତ୍ତମାନ ନିଜର ଯୁକ୍ତ ଦୁଇ ଶେଷ କରିଛନ୍ତି ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ପ୍ରିୟାଙ୍କ ରଥ । ତେବେ ଆପଣ ଧାରାବାହିକ କୁଆଁରୀ ବୋହୁ ଧାରାବାହିକ ରେ ଶ୍ରଦ୍ଧା ଭୂମିକା ରେ ଦେଖିଥିବେ ଏବଂ ସେ ଅଳ୍ପ ସମୟରେ ଖୁବ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି ତେବେ ସେ ଉତ୍କଳ ୟୁନିବର୍ଷଟି ରେ ନିଜର ପୋଷ୍ଟ ଗ୍ରାଜୁଏସନ ଶେଷ କରିଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *