TV ଇଣ୍ଡଷ୍ଟ୍ରି ର ଏହି 5 ଜଣ ଫେମସ ଅଭିନେତ୍ରୀ, କୋଟି କୋଟି ଟଙ୍କା କୁ ଠୋକର ମାରି ଦିଅନ୍ତି ହେଲେ କେବେ ବି ଦିଅନ୍ତି ଦିଅନ୍ତି ନାହିଁ କିସିଙ୍ଗ ସୀନ

ବନ୍ଧୁଗଣ ନମସ୍କାର ତେବେ ସମୟ ସହିତ ଏଣ୍ଟରଟେନମେଣ୍ଟ ର ଏକ ଛୋଟ ମାଧ୍ୟମ ଅର୍ଥାତ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଶୈଳୀ ମଧ୍ୟ ବଦଳି ସାରିଛି । ବର୍ତ୍ତମାନ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ଭଳି କି-ସି-ଙ୍ଗ ସିନ୍ ର ଡି-ମା-ଣ୍ଡ ରହିଛି । ଏହାଦ୍ବାରା ସିରିଆଲ ର ଟି.ଆର.ପି ମଧ୍ୟ ବଢୁଛି । ସିରିଆଲ ରେ କି-ସି-ଙ୍ଗ ସିନ୍ କରିବା ପାଇଁ ଅଭିନେତ୍ରୀ ମାନଙ୍କୁ ଅଧିକ ଚାର୍ଜ ମଧ୍ୟ ପ୍ରଦାନ କରା ଯାଉଛି ।

ତେବେ ବନ୍ଧୁଗଣ ପଇସା ଲୋଭରେ ସିରିଆଲ ରେ କି-ସି-ଙ୍ଗ ସିନ୍ କରୁଥିବା ଅଭିନେତ୍ରୀ ମାନଙ୍କ ଛଡ଼ା କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ର ଅଫର କୁ ଗ୍ରହଣ କରି ନାହାନ୍ତି ଏବଂ ସିରିଆଲ ରେ କି-ସି-ଙ୍ଗ ସିନ୍ କରି ନାହାନ୍ତି । ଏହାଦ୍ବାରା ସିରିଆଲ ଫ୍ଲପ ହେଲେ ମଧ୍ୟ ସେମାନେ କି-ସି-ଙ୍ଗ ସିନ୍ କେବେବି ଦେଇ ନାହାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଦୀପିକା କକ୍କଡ଼- ‘ଟିଭି ସିରିଆଲ ସସୁରାଲ ସିମର କା’ ରୁ ପ୍ରସିଦ୍ଧି ଲାଭ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ କେବେବି ନିଜର ସିରିଆଲ ରେ କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି । ଏହି ସମ୍ବନ୍ଧରେ ସେ ସ୍ୱୟଂ ଏକ ଇଣ୍ଟରଭ୍ୟୁ ରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ସେ ନିଜର କାମ କୁ ପୂରଣ କରନ୍ତି କିନ୍ତୁ କି-ସି-ଙ୍ଗ ସିନ୍ ରେ ତାଙ୍କୁ କମ୍ଫରଟେବଲ ଅନୁଭବ ହୁଏ ନାହିଁ । ତେଣୁ ସିରିଆଲ ଫ୍ଲଫ ହୋଇଗଲେ ମଧ୍ୟ ସେ ନିଜ ସିରିଆଲ ରେ କି-ସି-ଙ୍ଗ ସିନ୍ ଦିଅନ୍ତି ନାହିଁ ।


୨. ପରିଧି ଶର୍ମା- ଟିଭି ସିରିଆଲ ‘ଯୋଦ୍ଧା ଆକବର’ ରୁ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ଙ୍କ ନାମ ମଧ୍ୟ ଏହି ଲିଷ୍ଟ ରେ ସାମିଲ ରହିଛି । ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର କୌଣସି ସିରିଆଲ ରେ କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି । କାରଣ ସେ ଦର୍ଶକ ମାନଙ୍କ ମଧ୍ୟରେ ନିଜର ଇମେଜକୁ ବଦଳାଇବାକୁ ଚାହାନ୍ତି ନାହିଁ । ତେଣୁ ଦର୍ଶକ ମାନେ ଆଜି ମଧ୍ୟ ଏହି ଅଭିନେତ୍ରୀ ଙ୍କ ରିସପେକ୍ଟ କରନ୍ତି ।


୩. ସୁର୍ଭି ଚାନ୍ଦନା- ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅଭିନେତ୍ରୀ ସୁର୍ଭି ଚାନ୍ଦନା ଙ୍କୁ ତାଙ୍କର ସମସ୍ତ ସିରିଆଲ ରେ ସଂସ୍କାରୀ ଭୂମିକା ରେ ହିଁ ଦେଖିବାକୁ ମିଳିଛି । ତାଙ୍କୁ ସିରିଆଲ ସଂଜୀବନୀ ରେ ନିଜ କୋ ଷ୍ଟାର ଙ୍କ ସହିତ କି-ସି-ଙ୍ଗ ସିନ୍ କରିବା ପାଇଁ ମେକର୍ସ ମାନେ କହିଥିଲେ । କିନ୍ତୁ ସେ ଏଥିପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରତ୍ୟଖାନ କରିଥିଲେ । ଏଥିପାଇଁ ତାଙ୍କ ସହିତ ମେକର୍ସ ମାନଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

୪. ରୁବିନା ଦିଲେକ- ବିଗ୍ ବସ୍ ୧୪ ଜିତିବା ପରେ ଏହି ଅଭିନେତ୍ରୀ ଏହା ସାବ୍ୟସ୍ତ କରି ଦେଇଛନ୍ତି ଯେ, ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ମନୁଷ୍ୟ ନିଜର ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରି ପାରିବ । ଏହି ଅଭିନେତ୍ରୀ ମଧ୍ୟ ନିଜର ଲମ୍ବା ଅଭିନୟ କ୍ୟାରିଅର କେବେବି ନିଜ ସିରିଆଲ ରେ କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି । ସେ ଏପରି କରି ନିଜର ଫ୍ୟାନ୍ସ ମାନଙ୍କୁ ନିରାଶ କରିବାକୁ ଆଦୌ ଚାହାନ୍ତି ନାହିଁ ଏବଂ ନିଜର ଫ୍ୟାନ୍ସ ମାନଙ୍କ ସାମ୍ନାରେ ନିଜର ଇମେଜକୁ ମଧ୍ୟ ଖରାପ କରିବାକୁ ଚାହାନ୍ତି ନାହିଁ ।


୫. ଜାସ୍ମିନ ଭାସିନ- ତେବେ ଜଣେ ଚୁଲବୁଲି ଅଭିନେତ୍ରୀ ଭାବରେ ଜାସ୍ମିନ ଅଧିକ ପରିଚିତ । ସେ ଟସନ ଏ ଇସ୍କ ଏବଂ ଦିଲ ସେ ଦିଲ ତକ ଧାରାବାହିକ ରେ ସେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ ତେବେ ସେ ନାଗିନ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି । ତେବେ ଜାସ୍ମିନ ମଧ୍ୟ କି-ସି-ଙ୍ଗ ସିନ କରିବାକୁ ମନା କରନ୍ତି କାରଣ ତାଙ୍କୁ ଏସବୁ ପସନ୍ଦ ନୁହେଁ ଏବଂ ସେ କୁହନ୍ତି କି ସଫଳ ହେବାର ଅଛି ତ ନିଜ ପ୍ରତିଭା ରେ ହୁଏ ଏଭଳି କାମ କରି ନୁହେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *