Kajal Aggarwal ଙ୍କ ଆଶ୍ଚର୍ଯ୍ୟ ଜନକ ଖୁଲାସା, କହିଲେ ରାତି ଅଧରେ ମୋ ସ୍ଵାମୀ ମତେ ଉଠେଇ କରନ୍ତି ଏହି କାମ

ନମସ୍କାର ବନ୍ଧୁଗଣ ତେବେ ସାଉଥ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ । ତେବେ କାଜଲ କିଛି ନା କିଛି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ସେ ନିଜ ସ୍ୱାମୀ ଙ୍କ ବିଷୟରେ ଏକ ଏଭଳି କଥା କହିଛନ୍ତି ଯେ ଫୁଣି ଥରେ ସେ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ କଥା ହେଉଛି କି କାଜଲ ଙ୍କ ର ପ୍ରଥମ ବିବାହ ବାର୍ଷିକ ରେ ସେ ନିଜର ଏବଂ ଗୌତମ କିଚୁଲ ଙ୍କ ର ଏକ ରୋମାଣ୍ଟିକ ଫୋଟୋ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।

କ୍ୟାପ୍ସନ ଦେଇଥିଲେ କି ଅଧ ରାତିରେ ତାଙ୍କ ସ୍ୱାମୀ କାନରେ ଫୁସଫୁସ ହୁଅନ୍ତି । ତେବେ ଅଭିନେତ୍ରୀ ନିଜ ଇଂଷ୍ଟାଗ୍ରାମ ରେ ଏକ ଫୋଟୋ ସେୟାର କରି ଲେଖିଥିଲେ କି ମୁଁ ତୁମକୁ ସେତେବେଳେ ବି ଭଲ ପାଏ ଯେତେବେଳେ ତୁମେ ଅଧ ରାତିରେ ମୋ କାନ ଆଗରେ କୁହ କି କଣ ଶୋଇ ପଡିଲଣି ତୁମକୁ ଗୋଟିଏ କୁକୁର ର ଭିଡ଼ିଓ ଦେଖାଇବାର ଥିଲା । ତେବେ ତୁମେ ମୋ ଜୀବନର ସବୁଠାରୁ ବେଷ୍ଟ କଥା ତେବେ ବିବାହ ର ପ୍ରଥମ ବାର୍ଷିକ ର ଅଭିନନ୍ଦନ ।

ତେବେ ଗୌତମ ମଧ୍ୟ ନିଜର ଇଂଷ୍ଟାଗ୍ରାମ ପୋଷ୍ଟ ରେ କାଜଲ ଙ୍କ ସହିତ ଏକ ଫୋଟୋ ଛାଡି ଲେଖିଥିଲେ ବିବାହ ର ପ୍ରଥମ ବାର୍ଷିକ ପାଇଁ ଅଭିନନ୍ଦନ ଏବଂ ମୁଁ ଜାଣିନି କି ଏହି ବର୍ଷ କିପରି ବିତିଗଲା କିନ୍ତୁ ଏହି ବର୍ଷ ତୁମ ସହ ମୋର ସବୁଠାରୁ ନୂଆ ଏବଂ ଅଦ୍ଭୂତପୂର୍ବ ସମୟ ଥିଲା ତେବେ ଆଗକୁ ଆସୁଥିବା ଜୀଵନ ପାଇଁ ତୁମକୁ ଅଭିନନ୍ଦନ ତେବେ ଜୀଵନ ବହୁତ ସହଜ ହୋଇଯାଏ ।

ଯେତେବେଳେ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ,୪ଟାରେ ଉଠୁଥିବା ସାଙ୍ଗ ସାଙ୍ଗରେ ବର୍କ ଆଉଟ କରୁଥିବା ତୁମ ଜୀବନ ସାଥି ହୋଇଯାଏ । ତେବେ ଆସୁଥିବା ଆଗ ସମୟ ପାଇଁ ମୁଁ ବହୁତ ଏକ୍ସାଇଟେଡ଼ । ତେବେ ସୋସିଆଲ ମିଡ଼ିଆ ରେ ଦୁହିଁଙ୍କ ଏହି ପୋଷ୍ଟ କୁ ଖୁବ ଭଲ ପାଇବା ମଧ୍ୟ ମିଳିଛି । ତେବେ ସୂଚନାଯୋଗ୍ୟ ଯେ କାଜଲ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ ଏବଂ ଗୌତମ ହେଉଛନ୍ତି ଜଣେ ବ୍ୟବସାୟୀ ତେବେ ଦୁହେଁ ଆଠ ବର୍ଷ ହେବ ସାଂଗ ଥିଲେ ଏବଂ ୨୦୨୦ ଅକ୍ଟୋବର ୩୦ ରେ ଦୁହେଁ ବିବାହ କରିଥିଲେ ନିଜର ଅଳ୍ପ କିଛି ପାଖ ଲୋକଙ୍କ ସହିତ ।

ତେବେ କାଜଲ ଅଗ୍ରୱାଲ ସାଉଥ ରେ ବେଶ ଲୋକପ୍ରିୟ ଏବଂ ସେଠାରେ ସେ ଅନେକ ସିନେମା ରେ ମଧ୍ୟ କାମ କରିଛନ୍ତି ତେବେ ସେ ବଲିଉଡ ଫିଲ୍ମ କ୍ୟୁ ହୋ ଗୟା ନା ରୁ ଡେବ୍ୟୁ କରିଥିଲେ । ତେବେ ସେ ବଲିଉଡ ରେ ସ୍ପେଶାଲ ୨୬, ସିଂଘମ ଆଦିରେ ନଜର ଆସିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *