ବିବାହରେ ଷ୍ଟାର ମାନଙ୍କ ତରଫରୁ Katrina ଓ Vicky ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ, Akshay Kumar ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, କାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବାହାଘର ବହୁତ ଧୁମଧାମ ରେ ହୋଇଛି ତାଙ୍କ ବାହାଘର ଏବେ ଲାଇମଲାଇଟ ରେ ବହୁତ ଚର୍ଚ୍ଚାରେ ମଧ୍ୟ ଅଛି । ଏହି ଯୋଡ଼ିଙ୍କୁ ବହୁତ ମହଙ୍ଗା ଉପହାର ତାଙ୍କ ପରିବାର ଏବଂ ବନ୍ଧୁଙ୍କ ତରଫରୁ ଦିଆଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ମହଙ୍ଗା ଉପହାର ବିଷୟରେ ଯାହା କାଟ୍ରିନା କୈଫ ଓ ଭିକି କୌଶଲଙ୍କୁ ମିଳିଛି । ୧- ଭିକି କୌଶଲ, ଭିକି କୌଶଲ କାଟ୍ରିନା କୈଫଙ୍କୁ ଗୋଟେ ଡାଇମଣ୍ଡ ରିଙ୍ଗ ଉପହାର ଦେଇଛନ୍ତି ।

ଯାହାର ମୂଲ୍ୟ ୯୦ ଲକ୍ଷ ଟଙ୍କା । ଏହି ମୁଦିକୁ ଭିକି କୌଶଲ ଲଣ୍ଡନର ଗହଣା ଦୋକାନ ରୁ କିଣିଛନ୍ତି ଏବଂ ଏହା ସହିତ ସେ କାଟ୍ରିନାଙ୍କୁ ଗୋଟେ ଫ୍ଲାଟ୍ ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୫୦ କୋଟି ଟଙ୍କା ।

୨- ବୀଣା କୌଶଲ, ବୀଣା କୌଶଲ ଭିକି କୌଶଲଙ୍କ ମା ଅଟନ୍ତି । ସେ ନିଜ ବୋହୂକୁ ଉପହରରେ ସୁନାର ନେକଲେସ ସେଟ୍ ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ।

୩- ସଲମାନ ଖାଁ, ସଲମାନ ଖାଁ ନିଜ ବନ୍ଧୁ ଓ ଏକ୍ସ ଗାଲଫ୍ରେଣ୍ଡ କାଟ୍ରିନାଙ୍କୁ ଟିଶୋଟର ଗୋଲ୍ଡ ପ୍ଲେଟେଡ ଘଣ୍ଟା ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ।

୪- ରଣବୀର କପୁର, କାଟ୍ରିନା କୈଫଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁର ବିବାହର ହାର୍ଦ୍ଧିକ ଅଭିନନ୍ଦନ ଦେଲେ ଏବଂ ଏହା ସହିତ ପରଫ୍ୟୁମ ବସ୍କେଟ ସେଟ୍ ଦେଇଛନ୍ତି ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ।

୫- ଆଲିଆ ଭଟ୍ଟ, ଆଲିଆ ଭଟ୍ଟ କାଟ୍ରିନା ଓ ଭିକିଙ୍କୁ ଲେଦର ଜାକେଟ ଗିଫ୍ଟ କରୁଛନ୍ତି ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ।

୬- ଶାହରୁଖ ଖାନ, କାଟ୍ରିନା ଶାହରୁଖ ଖାନ ଙ୍କ ସହିତ ଅନେକ ଚଳଚ୍ଚିତ୍ର ରେ କାମ କରିଛନ୍ତି । ଶାହରୁଖ, କାଟ୍ରିନା ଏବଂ ବିକି କୁ ଏକ ପେଣ୍ଟିଙ୍ଗ ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଅଟେ ।

୭- ଅକ୍ଷୟ କୁମାର, କାଟ୍ରିନା ନିଜ କାରିୟର ର ସବୁଠାରୁ ଅଧିକ ସୁପରହିଟ ଚଳଚ୍ଚିତ୍ର ଅକ୍ଷୟ ଙ୍କ ସହିତ କରିଛନ୍ତି । ଅକ୍ଷୟ କାଟ୍ରିନା ଙ୍କୁ ଏକ Lamborghini କାର ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୬ କରୋଡ ଅଟେ । ବନ୍ଧୁଗଣ ଏହି ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *