ସ୍ବର୍ଗତଃ CDS Gen Bipin Rawat ଙ୍କ ଶେଷ ବାର୍ତ୍ତା ! ସ୍ଵର୍ଣ୍ଣୀମ ବିଜୟ ପର୍ବ Event ରେ କହିଥିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ତାମିଲନାଡୁ ର ହେଳିକାପ୍ଟର କ୍ରାଶ ହେବା ଘଟନା ସାରା ଦେଶ ବାସି ଙ୍କୁ ମର୍ମାହତ କରିଦେଇଛି । ବର୍ତ୍ତମାନ ମି-ଡି-ଆ ହାତରେ ଏକ ଏଭଳି ଭି-ଡି-ଓ ଲାଗିଛି ଯାହାକୁ ଦେଖିଲେ ହୃଦୟ ଗର୍ବ ରେ ଉଲ୍ଲସିତ ହୋଇ ଯାଉଅଛି । ଆସନ୍ତୁ ବର୍ତ୍ତମାନ ତାହା କଣ ଜାଣିନେବା । ବିପିନ ରାୱତ ଏଭଳି କିଛି ମେସେଜ ଦେଇଛନ୍ତି ଯାହାକୁ ଶୁଣିଲେ ଯବାନ ମାନଙ୍କ ମନରେ ଦେଶଭକ୍ତି ର ସୁଅ ଛୁଟୁଛି । ବିପିନ ରାୱତ କହିଥିଲେ ଯେ, ସ୍ଵର୍ଣ୍ଣିୟ ବିଜୟ ପଦ ର ଅବସରରେ ମୁଁ ଭାରତୀୟ ସେନା ର ସମସ୍ତ ବାହାଦୁର ଜବାନଙ୍କୁ ହାର୍ଦ୍ଧିକ ଶୁଭ କାମନା ଦେଉଅଛି ।

ଭାରତୀୟ ସେନା ର 1971 ର ଯୁଦ୍ଧ ରେ ବିଜୟ ର ୫୦ ତମ ବର୍ଷ କୁ ବିଜୟ ବର୍ଷ ଦିବସ ଭାବରେ ପାଳନ କରୁଅଛୁ । ମୁଁ ଏହି ପାବନ ଅବସରରେ ଶସତ୍ର ସେନା ର ବୀର ଯବାନ ମାନଙ୍କୁ ସ୍ମରଣ କରି ତାଙ୍କର ବଳିଦାନ କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଅଛି । ଭାରତରେ ୧୪ ଡିସେମ୍ବର ପର୍ଯ୍ୟନ୍ତ ଇଣ୍ଡିଆ ଗେଟ ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଏହା ବହୁତ ବଡ ସୌଭାଗ୍ୟ ର ବିଷୟ ଅଟେ ଯେ ବିଜୟ ପର୍ବ ଆମର ଯବାନ ଜ୍ୟୋତି ର ଆଲୋକ ର ଛାୟା ରେ ଆୟୋଜିତ କରାଯାଊଅଛି ।

ଯାହା କି ଆମ୍ଭର ବୀର ସହିଦ ଙ୍କ ସ୍ମୁତି ରେ ସ୍ଥାପିତ କରାଯାଇଅଛି । ଆମ୍ଭେ ସମସ୍ତ ଦେଶବାସୀ ଙ୍କୁ ଏହି ବିଜୟ ପଥ ର ଉତ୍ସାହ ରେ ସମ୍ମୋଳିତ ହେବା ନିମନ୍ତେ ଆମନ୍ତ୍ରିତ କରୁଅଛୁ । “ଆମ୍ଭର ସେନା ମାନଙ୍କ ଉପରେ ଆମ୍ଭକୁ ଅଛି ଗର୍ବ, ଆସ ମିଶି ବନାଇବା ବିଜୟ ପଥ” ଜୟହିନ୍ଦ ।

ଏହିଭଳି ବିପିନ ରାୱତ ନିଜର ବକୃତା ଦେଇ ବୀର ଯବାନ ମାନଙ୍କୁ ଏକ ବାର୍ତ୍ତା ପହଞ୍ଚାଇଥିଲେ । ଭାରତ ବର୍ଷ ର ରୁଣ ସାରା ଦେଶବାସୀ ସୁଝି ପାରିବେ ନାହିଁ । ଦେଶର ସୁରକ୍ଷା ନିମନ୍ତେ ଆମ ବୀର ଯବାନ ମାନେ ରାତିଦିନ ଏକ କରି ଦେଶର ସୀମା ରେ ଶତ୍ରୁ ଙ୍କ କବଳ ରୁ ଆମ୍ଭ ମାତୃଭୂମି ଙ୍କୁ ରକ୍ଷା କରୁଛନ୍ତି ।

ଅନେକ ବୀର ଯବାନ ଦେଶ ପାଇଁ ସହିଦ ହେବାକୁ ପଛାଉ ନାହାନ୍ତି । ବନ୍ଧୁଗଣ ଆମ୍ଭ ଦେଶର ସେହି ବୀର ଯବାନ ମାନଙ୍କୁ ଆମ୍ଭର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *