ଆୟୁଷ ମନ୍ତ୍ରାଳୟ ଦ୍ୱାରା କୁହା ଯାଇଥିବା କାଢା ନିଜ ଘରେ ବନାନ୍ତୁ ଓ କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ! Immunity Booster

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମସ୍ତେ କୋରନା ଭାଇରସ୍ ପାଇଁ ବହୁତ ଚିନ୍ତିତ । କାରଣ ଏହି ଭାଇରସ୍ ବହୁତ ଜଲ୍ଦି ବ୍ୟାପିବାକୁ ଲାଗୁଛି ଏବଂ ବହୁତ ଜଣ ଏହି ଭାଇରସ ରେ ସଂକ୍ରମିତ ହୋଇ ନିଜ ପ୍ରାଣ ମଧ୍ୟ ହରାଇ ଛନ୍ତି । ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ସୁରକ୍ଷିତ ରହିବା ଏବଂ ସମସ୍ତଙ୍କୁ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ କୌଣସି ଭିଡ଼ ଜାଗା ରେ ନ ଯିବାକୁ ଏକାଠି ହୋଇ ନ ବସିବାକୁ ମଧ୍ୟ ବାରଣ କରା ଯାଇଛି ।


ଏହି କୋରନା ଭାଇରସ ରୁ ବଞ୍ଚିବା ପାଇଁ ନିଜ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବା କୁ ପଡିବ ସେଥିପାଇଁ ଆୟୁଷ ମନ୍ତ୍ରାଳୟ ର ନିର୍ଦେଶ କ୍ରମେ ଏକ କାଢା ପ୍ରସ୍ତୁତ କରି ପ୍ରତିଦିନ ପିଇବାକୁ କୁହା ଯାଉଛି । ତେଣୁ ସରକାର ଙ୍କ ନିର୍ଦେଶ ଅନୁଯାୟୀ ଘରେ ରହି ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ଗରମ ପାଣି ଏବଂ କାଢା ପିଇ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ।

ତେବେ ଆସନ୍ତୁ ସେ କାଢା କୁ କିପରି ଭାବେ ଆପଣ ପ୍ରସ୍ତୁତ କରିବେ ଚାଲନ୍ତୁ ଜାଣି ନେଵା । ପ୍ରଥମେ ଆପଣ ଗ୍ୟାସ ଲଗାଇ ସେଥିରେ ଏକ ପାତ୍ର ରଖନ୍ତୁ ଏବଂ ସେଥିରେ ତିନି କପ ପାଣି ନିଅନ୍ତୁ । ଏହା ପରେ ଆପଣ ଏକ ଡାଲଚିନି ଖଣ୍ଡ ପକାନ୍ତୁ । ଏହା ଆପଣଙ୍କ ର ଥଣ୍ଡା କାଶ କୁ ଦୁର କରିବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ଏତେ ସବଳ କିମ୍ବା ଶକ୍ତିଶାଳୀ କରିଦେବ ଯେ ଆପଣ ଙ୍କୁ କୌଣସି ସଂକ୍ରମଣ ହେବ ନାହିଁ।


ତେବେ ସେଥିରେ ଡାଲଚିନି ପକାଇବା ପରେ ଚାରି ରୁ ପାଞ୍ଚ ଟି ଳବଙ୍ଗ ପକେଇବା । ତା ପରେ ଦୁଇଟି ଗୁଜୁରାତି ନିଅନ୍ତୁ ଏବଂ ତାକୁ ଖୋଲିକି ପକାନ୍ତୁ । ଏହା ପରେ ଆପଣ ପାଞ୍ଚ ରୁ ସାତଟି ଗୋଲ ମରିଚ ନେବେ । ତାପରେ ସେହି ଗୋଲ ମରିଚ କୁ ଗୁଣ୍ଡ କରି ପକାନ୍ତୁ । ତା ପରେ ସେଥିରେ ଗୋଟିଏ ତେଜ ପତ୍ର ପକାନ୍ତୁ ତାପରେ ସେଥିରେ ଦୁଇ ଚାମଚ ଗୁଡ଼ ପକାନ୍ତୁ । ଯଦି ଗୁଡ଼ ପକାଇବାକୁ ଚାହୁଁ ନାହାନ୍ତି ତେବେ କଳା ଲୁଣ ପକାଇ ପାରିବେ।


ଡାଲଚିନି ପକାଇବା ପରେ ଚାରି ରୁ ପାଞ୍ଚ ଟି ଳବଙ୍ଗ ପକେଇବା । ତା ପରେ ଦୁଇଟି ଗୁଜୁରାତି ନିଅନ୍ତୁ ଏବଂ ତାକୁ ଖୋଲିକି ପକାନ୍ତୁ । ଏହା ପରେ ଆପଣ ପାଞ୍ଚ ରୁ ସାତଟି ଗୋଲ ମରିଚ ନେବେ । ତାପରେ ସେହି ଗୋଲ ମରିଚ କୁ ଗୁଣ୍ଡ କରି ପକାନ୍ତୁ । ତା ପରେ ସେଥିରେ ଗୋଟିଏ ତେଜ ପତ୍ର ପକାନ୍ତୁ ତାପରେ ସେଥିରେ ଦୁଇ ଚାମଚ ଗୁଡ଼ ପକାନ୍ତୁ । ଯଦି ଗୁଡ଼ ପକାଇବାକୁ ଚାହୁଁ ନାହାନ୍ତି ତେବେ କଳା ଲୁଣ ପକାଇ ପାରିବେ। ତେବେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *