ସହବାସରେ ଅନିଚ୍ଛା ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା Dr Debabrata Sabat ଙ୍କ ଠାରୁ…

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଶା-ରଇରିକ ସ-ଅମ୍ପର୍କ ବିଷୟରେ କିଛି ଅଜଣା ତଥ୍ୟ କହିବାକୁ ଯାଉଛୁ । ସାଧାରଣତଃ ସମସ୍ତ ପୁରୁଷ ଏବଂ ନାରୀ ବିବାହ ପରେ ଶା-ରଇରିକ ସ-ଅମ୍ପର୍କ ରଖିଥାନ୍ତି । ବର୍ତ୍ତମାନର ସମୟରେ ତ ବିବାହ ପୂର୍ବରୁ ବି ଅନେକ ଯୁବପିଢି ଶା-ରଇରିକ ସ-ଅମ୍ପର୍କ ରଖିବାକୁ ପସନ୍ଦ କରୁଛନ୍ତି । ଶା-ରଇରିକ ସ-ଅମ୍ପର୍କ ହେଉଛି ମଣିଷର ଆବଶ୍ୟକତା ଯେମିତି ମଣିଷକୁ ଖାଦ୍ୟ ଦରକାର, ବସ୍ତ୍ର ଦରକାର, ବାସ ଗୃହ ଦରକାର ସେମିତି ମଣିଷକୁ ଶା-ରଇରିକ ସ-ଅମ୍ପର୍କ ବି ଦରକାର ।

ହେଲେ ଧୀରେ ଧୀରେ ଯେତେବେଳେ ଆପଣଙ୍କ ବୟସ ବୃଦ୍ଧି ହୁଏ ସେତେବେଳେ ଆପଣଙ୍କ ଶରୀରରେ ଅନେକ ହରମୋନ ଚେଞ୍ଜ ହୁଏ । ଅନେକ ଜାଗାରେ ଶା-ରଇରିକ ସ-ଅମ୍ପର୍କ ଅନିଛା ବଢି ଚାଲିଛି । ତେବେ ସାଧାରଣତଃ ଅଧିକାଂଶ ଲୋକଙ୍କର ବୟସ ବୃଦ୍ଧି ହେବା ଯୋଗୁଁ ଶା-ରଇରିକ ସ-ଅମ୍ପର୍କ ଅନିଛା ହୋଇଥାଏ । ଉଦାହରଣ ସ୍ୱରୂପ ଆଜିକାଲି ସମୟରେ ସ୍କୁଲରେ ଯାଉଥିବା ପିଲା ମାନେ ବହୁତ କମ ବର୍ଷ ବୟସରେ ଶା-ରଇରିକ ସ-ଅମ୍ପର୍କ କରୁଛନ୍ତି ।

ବର୍ତ୍ତମାନର ଡିଜିଟାଲ ଦୁନିଆରେ ପିଲା ମାନେ ମୋବାଇଲ, ଲ୍ୟାପଟପ ଆଦିର ବ୍ୟବହାର କରି ନିଜର ଶା-ରଇରିକ ସ-ଅମ୍ପର୍କ ଡିଜାୟାର ବଢେଇ ଦିଅନ୍ତି । ଯାହା ଫଳରେ 30-35 ବର୍ଷରେ ତାଙ୍କର ଶା-ରଇରିକ ସ-ଅମ୍ପର୍କ କରିବା ଇଛା କମି ଯାଏ । ଦ୍ଵିତୀୟ କଥା ହେଉଛି ବହୁତ ଝିଅ ଅଛନ୍ତି ଯେଉଁ ମାନେ ଡେରିରେ ବିବାହ କରୁଛନ୍ତି । ଝିଅ ମାନେ ନିଜ କାରିୟର ଉପରେ ଫୋକୋଷ କରନ୍ତି ଏବଂ ବିବାହକୁ ଲେଟ ହେଇଯାଏ ।

ବିବାହ ଲେଟ ହେବା ଦ୍ଵାରା ସେମାନଙ୍କର ହରମୋନ ପିକ ଯେତେବେଳେ ଥାଏ ସେତେବେଳେ ସେମାନେ କାରିୟର ଦେଖନ୍ତି । ତେଣୁ ଯେତେବେଳେ ବିବାହ କରନ୍ତି ତାଙ୍କର ଶା-ରଇରିକ ସ-ଅମ୍ପର୍କ ଇଛା କମି ଯାଏ । ତୃତୀୟରେ ହେଉଛି ଏ ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ନିଜ ଶରୀର ପ୍ରତି ଯତ୍ନବାନ ହେଉ ନାହାନ୍ତି । ଏବେ ଏତେ କମ୍ପିଡିସନ ହେଇଗଲାଣି ଯେ ଲୋକ ମାନେ କେବଳ ନିଜ କାମ ଉପରେ ଧ୍ୟାନ ଦେଉଛନ୍ତି ।

କାମ ପାଇଁ ଲୋକ ମାନେ ଡିପ୍ରେସନକୁ ଚାଲି ଯାଉଛନ୍ତି । ଯାହା ଫଳରେ ଲୋକ ମାନେ ଯୋଗ ଏବଂ ବାୟାମ ଆଦି କରୁଛନ୍ତି ଏହା ସହ ଲୋକ ମାନେ ଶା-ରଇରିକ ସ-ଅମ୍ପର୍କ ଠାରୁ ଦୂରେଇ ରହୁଛନ୍ତି । ଅନେକ ଯୁବପିଢି କୁହନ୍ତି ତାଙ୍କର ଶା-ରଇରିକ ସ-ଅମ୍ପର୍କ ଇଛା କମି ଯାଉଛି ତାଙ୍କର ହରମୋନ ପିକରେ ଥାଏ ହେଲେ ସାଇକୋଲୋଜିକାଲ କାରଣ ପାଇଁ ତାଙ୍କୁ ଶା-ରଇରିକ ସ-ଅମ୍ପର୍କ କରିବାକୁ ଇଛା ହୋଇ ନଥାଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *