ଏମାନେ ହେଲେ Tarang TV ର ଲୋକପ୍ରିୟ ହିରୋଇନ ମାନଙ୍କର ରିଅଲ ଲାଇଫ ଭଉଣୀ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ସମସ୍ତ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସମସ୍ତ ଧାରାବାହିକ ରେ ଭଉଣୀ ଭୂମିକା ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଭଲ ଭାବରେ ଜାଣିଥିବେ । ତେବେ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ମଧ୍ୟରୁ କେଉଁ ଭଉଣୀ ଯୋଡ଼ି ଙ୍କ ସବୁଠାରୁ ଅଧିକ ଲୋକପ୍ରିୟତା ରହିଛି । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି, ଇତି ଓ ଉର୍ଭି । ଯିଏ କି ସିନ୍ଦୁର ର ଅଧିକାର ଧାରାବାହିକ ରେ ଅଭିନୟ କରୁଛନ୍ତି । ଇତି ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି ଏବଂ ଉର୍ଭି ଏହି ଧାରାବାହିକ ରେ ତାଙ୍କର ଭଉଣୀ ଭୂମିକା ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ମଙ୍ଗଳାଚରଣ ଧାରାବାହିକ ର ମଙ୍ଗଳା ଓ ଗାୟତ୍ରୀ । ଏହି ଦୁଇ ଭଉଣୀ ଙ୍କ ସୁନ୍ଦର ଅଭିନୟ ଆପଣ ମାନେ ଧାରାବାହିକ ରେ ଦେଖିଥିବେ । ଏହି ଦୁଇ ଭଉଣୀ ଯୋଡ଼ି ଧାରାବାହିକ ରେ ଦୁଇ ଯାଆ ଭୂମିକା ରେ ନଜର ଆସୁଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରୁଛନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଝିଅ ଆମର ନୂଆବୋହୁ ଧାରାବାହିକ ର ପୂଜା ଓ ଅର୍ଚ୍ଚନା । ଉକ୍ତ ଧାରାବାହିକ ରେ ଏହି ଦୁଇ ଜଣକ ଚମତ୍କାର ଅଭିନୟ ପାଇଁ ଏହି ଧାରାବାହିକ ର ଟିଆରପି ବଢ଼ିବାରେ ଲାଗିଛି । ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ଖୁବ ପସନ୍ଦ କରୁଛନ୍ତି ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରୁଦ୍ରୀ ଓ ନନ୍ଦୁ । ଯିଏ ମାୟା ଧାରାବାହିକ ରେ ଦୁଇ ଭଉଣୀ ଭୂମିକା ରେ ନଜର ଆସୁଛନ୍ତି । ଏହି ଦୁଇ ଜଣକ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରି ପାରିଛି ମାୟା ଧାରାବାହିକ ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ତାରିଣୀ ଆଖିର ତାରା ଧାରାବାହିକ ର ତାରା ଓ ତାରିଣୀ । ଏହି ଦୁଇ ଅଭିନେତ୍ରୀ ଧାରାବାହିକ ରେ ଦୁଇ ଭଉଣୀ ଭୂମିକା ରେ ଅଭିନୟ କରୁଛନ୍ତି । ଉଭୟ ଙ୍କ ଯୋଡ଼ି କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ଏବଂ ଯେଉଁ କାରଣରୁ ଏହି ଧାରାବାହିକ ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *