ଶୀଘ୍ର ପତନ ବା ସହବାସରେ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କଣ କରିବେ ? (Dr Debabrata Sabat)

ଦର୍ଶକ ବନ୍ଧୁ ଆଜିର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ jounanga ସମସ୍ୟାରେ ପୀଡିତ ଅଛନ୍ତି । ଏହି ସମସ୍ୟା ପାଇଁ ଲୋକ ମାନେ ସବୁବେଳେ ଚିନ୍ତା ରେ ରୁହନ୍ତି । ଲୋକ ମାନେ ଏହି ସମସ୍ୟା ବିଷୟରେ କାହାକୁ କହି ପାରନ୍ତି ନାହିଁ ଏହା ସହ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାରେ ବି ଲଜ୍ଜା ଅନୁଭବ ହୋଇଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ jounanga ସମସ୍ୟାର କାରଣ ଏବଂ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । jounanga ସମସ୍ୟା ବା ସେ-କ୍ସୁ-ଆ-ଲ ପ୍ରବ୍ଲେମ ବହୁତ ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟରେ ଦେଖା ଦିଏ । ଯୁବପିଢି ମାନେ ବିବାହ କରି ସାରିବା ପରେ ତାଙ୍କର jounanga ସମସ୍ୟା ଦେଖା ଦିଏ । jounanga ସମସ୍ୟା କହିଲେ ଆପଣଙ୍କ ପେନିସ ଷ୍ଟ୍ରଙ୍ଗ ନ ହେବା, ଶୀଘ୍ର ଧାତୁ ପତନ ହେବା, ସେ-କ-ସ କରି ସାରିବା ପରେ ଶାନ୍ତି ନ ମିଳିବା, ସେ-କ-ସ କରିବାକୁ ଇଛା ନ ହେବା ଆଦି ଅନେକ କାରଣ ରହିଛି ।

ତେବେ ବନ୍ଧୁଗଣ ଏହି ସବୁ ସମସ୍ୟା ପଛରେ ଅନେକ କାରଣ ରହିଛି । କିଛି ଲୋକଙ୍କର ବଂଶ ଗତ ସମସ୍ୟା ଥାଏ ଅର୍ଥାତ ତାଙ୍କ ପରିବାରର କାହାକୁ ଏଭଳି ସମସ୍ୟା ଥିବ । ଦ୍ଵିତୀୟ ହେଲା କୌଣସି ପ୍ରକାରର ଚିନ୍ତା ବା ଡିପ୍ରେସନରେ ରହୁଛନ୍ତି । ଯଦି ଆପଣ ମାନଙ୍କର ଡାଇବେଟିସ, ବ୍ଲଡ଼ ପ୍ରେସର କିମ୍ବା କୌଣସି ସ୍ନାୟୁ ରୋଗ ଅଛି ତା ହେଲେ ଏହି jounanga ସମସ୍ୟା ହୋଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କର jounanga ସମସ୍ୟା ଅଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପ୍ରଥମେ ଆପଣଙ୍କର କାଉନ୍ସଲିଙ୍ଗ ହେବ । ଡାକ୍ତର ଟେଷ୍ଟ କରି ଜାଣିବେ ଆପଣଙ୍କର ଏଇଟା ଅର୍ଗାନିକ ଡିଜିଜ ନା ସାଇକୋଲୋଜିକାଲ ଡିଜିଜ । ଅଧିକାଂଶ କ୍ଷେତ୍ରରେ ସାଇକୋଲୋଜିକାଲ ଡିଜିଜ ଥାଏ । ତେବେ ଡାକ୍ତର ପ୍ରଥମେ ଆପଣଙ୍କର କାଉନ୍ସଲିଙ୍ଗ କରିବେ ଆଉ ଜାଣିବେ ଆପଣଙ୍କ ଅଙ୍ଗ ପ୍ରତି ଆପଣଙ୍କର କେତେ ଜ୍ଞାନ ଅଛି ।

ଦ୍ଵିତୀୟରେ ଆପଣଙ୍କ ବ୍ଲଡ଼ ଟେଷ୍ଟ କରିବା ପରେ ଡାକ୍ତର କହିଥାନ୍ତି ବେଳେବେଳେ ଏହି ସବୁ ସମସ୍ୟାର ସମାଧାନ ଆପଣଙ୍କ ହାତରେ ଥାଏ । ତେଣୁ ଆପଣ ମାନେ ଭଲ ଖାଦ୍ୟ ଖାଇବେ ଆଉ ବାୟାମ କରିବା ଦରକାର । ଏହିସବୁ ଦିଗ ଉପରେ ଧ୍ୟାନ ଦେଲେ ଆପଣଙ୍କର ସମସ୍ୟା ଦୂର ହେଇଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *