ବହୁ ବର୍ଷର ଗବେଷଣା ପରେ କ୍ୟାନ୍ସର ପାଇଁ ଆସିଲା ଭ୍ୟାକସିନ, ଚିକିତ୍ସା କ୍ଷେତ୍ରରେ ବହୁତ ବଡ ଖୁସି ଖବର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସିଗଲା କ୍ୟାନ୍ସର ଭ୍ୟକସିନ ! ତେବେ ଖବର ମୁତାବିକ ଚିକିତ୍ସା କ୍ଷେତ୍ରରେ ଏକ ବହୁତ ବଡ ଟର୍ଣ୍ଣିଂ ପଏଣ୍ଟ ଆସିଗଲା ବୋଲି ଚର୍ଚା ହେବାରେ ଲାଗିଛି । କାରଣ ବହୁତ ବର୍ଷ ବର୍ଷ ଧରି କ୍ୟାନ୍ସର ରୋଗର ନିରାକରଣ ଉପରେ ବୈଜ୍ଞାନିକ ମାନେ ରିସର୍ଚ କରୁଥିଲେ । ବହୁ ବର୍ଷର ଗବେଷଣା ମଧ୍ୟରେ ଏପରି କିଛି ଚିକିତ୍ସା ଉପରେ ନୂଆ ତଥ୍ୟ ସାମ୍ନାକୁ ଆସିଛନ୍ତି । ଯାହାକି କ୍ୟାନ୍ସର ପାଇଁ ଭ୍ୟକସିନ ଆସିଯାଇଛି ବୋଲି ତଥ୍ୟ ମିଳିଛି ।

ହେଲେ ଏହି ଭ୍ୟକସିନ କ୍ୟାନ୍ସରକୁ ରୋକିବା ପାଇଁ ନୁହେଁ । ବଂର କ୍ୟାନ୍ସର ରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ବହୁତ ସହାୟକ ହେବ ବୋଲି କୁହାଯାଇଛି । କ୍ୟାନ୍ସର ଟ୍ଯୁମରକୁ ରୋକିବାରେ ବହୁତ ବଡ ଭୂମିକା ତୁଲାଇବ । ଏହା ସହ ପୁନର୍ବାର ଏହି ରୋଗ ଆଉ ଶରୀରରେ ହେବ ନାହିଁ । ଏହି ଭ୍ୟାକକସିନର ଏପରି ହିଁ ପ୍ରତିରୋଧମୂଳକ କାର୍ଯ୍ୟ ରହିବ । ହେଲେ ଆସନ୍ତା ୫ ବର୍ଷ ମଧ୍ୟରେ ଯାଇ ଏହି ଭ୍ୟାକସିନ ଲଞ୍ଚ ହେବ ବୋଲି ଅନୁମାନ କରାଯାଇଛି ।

ବହୁ ବର୍ଷ ପୂର୍ବରୁ ଆମେରିକାରେ କ୍ୟାନ୍ସର ପାଇଁ ଭ୍ୟକସିନ ତିଆରି ହେବ ବୋଲି ଗବେଷଣା ବୈଜ୍ଞାନିକଙ୍କ ମାନଙ୍କ ଦ୍ଵାରା ଜାରୀ ରହିଛି । ହେଲେ ବର୍ତ୍ତମାନର ଏହି କଥା ଉପରେ ଆଲୋଚନା ଓ ପର୍ଜୟାଲୋଚନା ହେବାରେ ଲାଗିଛି । ଯେ ବହୁତ ବଡ ମାରାତ୍ମକ ରୋଗ କ୍ୟାନ୍ସର ପାଇଁ ଆଉ ମାତ୍ର କିଛି ବର୍ଷ ମଧ୍ୟରେ କ୍ୟାନ୍ସର ଭ୍ୟାକସିନ ଆସିଯିବ । କ୍ୟାନ୍ସରରେ ପୀଡିତ ଲୋକମାନଙ୍କର ଚିକିତ୍ସା ପାଇଁ ଏହି ଭ୍ୟାକସିନକୁ ଲଗାଜୀବ ।

ଯାହା ଦ୍ଵାରା କ୍ୟାନ୍ସରରେ ପୀଡିତ ଲୋକମାନେ ବହୁତ ହିଁ ଶୀଘ୍ର ଏହି ମାରାତ୍ମକ ସମସ୍ଯାରୁ ନିଜକୁ ବଞ୍ଚାଇ ପାରିବେ । ଏହା ସହିତ ପୁଣି ଥରେ ଯେପରି ଏହି ରୋଗ ଶରୀରରେ ନଜର ନ ଆସୁ । ସେଥିପାଇଁ ମଧ୍ୟ ପ୍ରତିରୋଧକ ପଦକ୍ଷେପ ଏହି ଭ୍ୟାକସିନ ନେବ ବୋଲି ମଧ୍ୟ ଅନୁମାନ କରାଯାଉଛି । କ୍ୟାନ୍ସର ରୋଗର ଚିକିତ୍ସା ବହୁତ କଷ୍ଟସାଧ୍ୟ ତଥା ବ୍ୟୟବହୁଳ ମଧ୍ୟ ଅଟେ ।

ହେଲେ ଏହି ଭ୍ୟାକସିନ ସାହାଜ୍ଯରେ କ୍ୟାନ୍ସରରେ ଅନେକ ମାତ୍ରାରେ ପୀଡିତ ଲୋକଙ୍କର  ବହୁତ ଶୀଘ୍ର ସ୍ଵାସ୍ଥ ଭଲ କରାଯାଇ ପାରିବ ବୋଲି ଆଶା ରହୁଛି ।

Leave a Reply

Your email address will not be published. Required fields are marked *